CHARIDHAM
Browsing Category

ଦେଶ

ସଲମାନ ଖାନ ଓ ଜିଶାନ ସିଦ୍ଦିକିଙ୍କୁ ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ ଓ ଏନସିପି ନେତା ଜିଶାନ ସିଦ୍ଦିକିଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ମୁମ୍ବାଇ ପୁଲିସ ଉତ୍ତରପ୍ରଦେଶର ନୋଏଡାରୁ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ନ୍ୟୁଜ୍ ଏଜେନ୍ସି…

‘EVM ସୁରକ୍ଷିତ ଅଟେ, ଫଳାଫଳ ଉପରେ ବ୍ୟାଟେରୀର…’, କଂଗ୍ରେସର ଅଭିଯୋଗରେ ଉତ୍ତର ରଖିଲା ECI

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନଳ ୨୦୨୪ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌(EVM) ତୃଟି ସମ୍ପର୍କିତ କଂଗ୍ରେସର ଅଭିଯୋଗକୁ ଭାରତୀୟ ନିର୍ବାଚନ ଆୟୋଗ(ECI) ପ୍ରତ୍ୟାଖାନ୍ କରିଛି । ମଙ୍ଗଳବାର କଂଗ୍ରେସ…

ଯନ୍ତ୍ରଣାର ଜଉ ଘର; ମୃତ ପୁଅ ସହ ୪ ଦିନ ରହିଥିଲେ ଦୃଷ୍ଟିହୀନ ପିତା-ମାତା, ପାଟିକୁ ପାଣି ଯାଇନି କି ଆହାର ଯାଇନି

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ଦିନ ହେଲା ଦୃଷ୍ଟିହୀନ ପିତାମାତା ନିଜ ୩୦ ବର୍ଷର ପୁଅର ମୃତ୍ୟୁ ବିଷୟରେ ଜାଣି ନ ପାରି ମୃତଦେହ ସହ ସେହି କୋଠରୀରେ ରହୁଥିଲେ। ଯେହେତୁ…

ଏମଆରଏଫକୁ ଟପିଲା ଏଲସିଡ୍ ଇନଭେଷ୍ଟମେଣ୍ଟ୍; ୩ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ୩୬ ହଜାର ଟଙ୍କା! 

ମୁମ୍ୱାଇ: ଏମଆରଏଫକୁ ଟପିଲା କ୍ଷୁଦ୍ର ଫାଇନାନ୍ସ କମ୍ପାନୀ ଏଲସିଡ୍ ଇନଭେଷ୍ଟମେଣ୍ଟ୍। ଏଲସିଡ୍ ଇନଭେଷ୍ଟମେଣ୍ଟର ଷ୍ଟକ୍ ଏବେ ଦେଶର ସବୁଠାରୁ ମହଙ୍ଗା ଷ୍ଟକ ରେ ପରିଣତ ହୋଇଛି । ଯାହାର ମୂଲ୍ୟ ୨.୩୬ ଲକ୍ଷ ଟଙ୍କାରୁ ଅଧିକ…

ଜନଗଣନାରେ ପଚରାଯିବାକୁ ଥିବା ପ୍ରଶ୍ନ ଜାଣି ଆଗରୁ ଉତ୍ତର ପାଇଁ ଥାଆନ୍ତୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତା ବର୍ଷରୁ ଭାରତରେ ଜନଗଣନା ଆରମ୍ଭ ହୋଇଯିବ । ଏହି ପ୍ରକ୍ରିୟା ଏକ ବର୍ଷ ଧରି ଚାଲିବ ଓ ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ସାର୍ବଜନୀନ ହେବ । ଏହି ଜନଗଣନା ୨୦୨୧ରେ ଆରମ୍ଭ ହେବାକୁ ଥିଲା । କିନ୍ତୁ…

ମିଛ ଯୌତୁକ ନିର୍ଯାତନା ମାମଲାରେ ବୃଦ୍ଧି, ଚିନ୍ତା ପ୍ରକଟ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ବଢିଚାଲିଥିବା ଯୌତୁକ ଜନିତ ନିର୍ଯାତନା ମାମଲା ଓ ସେଥିରେ ଅନେକ ମିଛ ଅଭିଯୋଗ କୁ ନେଇ ସୁପ୍ରିମ କୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । ଏମିତି କି ଆଇନରେ ସଂଶୋଧନ ଆଣିବାର ସମୟ ଆସିଥିବା କହିଛନ୍ତି…

JEE Main ପରୀକ୍ଷା ୨୦୨୫: ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ, ପରୀକ୍ଷା ପ୍ୟାଟର୍ଣ୍ଣ ସହ ବଦଳିଲା ୩ଟି ବଡ଼ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ୨୦୨୫କୁ ନେଇ ଆସିଛି ଏକ ବଡ଼ ଖବର । ପ୍ରଥମ ପର୍ଯ୍ୟାର ଜେଇଇ ମୁଖ୍ୟ ପରୀକ୍ଷା ୨୦୨୫ର ଆୟୋଜନ ଜାନୁଆରୀ ୨୨ରୁ ଆରମ୍ଭ ହୋଇ ୩୧ରେ ସମାପ୍ତ ହେବ ।…

ହିନ୍ଦୁଙ୍କ ପାଇଁ ଯାହା କ୍ରୁର, ମୁସଲମାନଙ୍କ ପାଇଁ କାହିଁକି ନୁହେଁ: ମାଡ୍ରାସ ହାଇକୋର୍ଟ

ମାଡ୍ରାସ: ମାଡ୍ରାସ ହାଇକୋର୍ଟ ଟ୍ରିପଲ ତଲାକର ଏକ ମାମଲାକୁ ନେଇ ଶାଣିତ ଟିପ୍ପଣୀ ଦେଇଛନ୍ତି । ଶରିୟତ କାଉନସିଲକୁ ଭର୍ତ୍ସନା କରି ଏହା ଏକ ଘରୋଇ ସଂସ୍ଥା, କୋର୍ଟ ନୁହେଁ ବୋଲି କହିଛନ୍ତି । ଏକ ମୁସଲମାନ ଡାକ୍ତର…

ରାଜସ୍ଥାନରେ ବଡ଼ ଧରଣର ସଡ଼କ ଦୁର୍ଘଟଣା: ୧୧ ଯାତ୍ରୀଙ୍କ ମୃତ୍ୟୁ, ବର୍ତ୍ତମାନ ସୁଦ୍ଧା ୨୦ ଜଣ ଆହତ

ନୂଆଦିଲ୍ଲୀ: ରାଜସ୍ଥାନରେ ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଆଜି ଦିନ ଦ୍ୱିପ୍ରହର ସମୟରେ କଲଭର୍ଟକୁ ଧକ୍କା ଦେବା ଫଳରେ ଏକ ବସରେ ଯାତ୍ରା କରୁଥିବା ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ମର୍ମନ୍ତୁଦ ସଡ଼କ…

ଦୀପାବଳି ପୂର୍ବରୁ କର୍କଟ ରୋଗୀଙ୍କୁ ବଡ଼ ଆଶ୍ୱସ୍ତି: ୩ଟି କ୍ୟାନସର ମେଡିସିନର ରେଟ୍ କମାଇବାକୁ ଏନପିପିଏର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । କର୍କଟ ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ଆଶ୍ୱସ୍ତି ଦେଇଛନ୍ତି । କ୍ୟାନସର ଚିକିତ୍ସାରେ ବ୍ୟବହାର କରାଯାଉଥିବା ୩ଟି ପ୍ରମୁଖ…