Browsing Category
ଖବର
ବର୍ଷର ପ୍ରଥମ ଦିନରେ ଏକ ସାଧାରଣ ଜିନିଷ ବାନ୍ଧିଲେ, ଦୂର ହେବ ଆର୍ଥିକ ଅନଟନ
ଓଡିଶା ଭାସ୍କର- ଆଉ ହାତରେ ଗୋଟିଏ ଦିନ । ଆସିବ ନୂଆ ବର୍ଷ । ନୂଆ ବର୍ଷରେ ଘରକୁ ଲକ୍ଷ୍ମୀଙ୍କ ଆଗମନ ଜୀବନରେ ଭରିଦେବ ସୁଖ ଓ ସମୃଦ୍ଧି । ଏଥିପାଇଁ ଏକ ସାଧାରଣ କଥାକୁ ଆପଣାନ୍ତୁ । ଦେଖିବେ ସବୁ ଅଭାବ ଦୂର ହୋଇଯିବ ଓ ନୂଆ…
ପଚରାଉଚରା ଶେଷ, ଅଲ୍ଲୁ ଅର୍ଜୁନଙ୍କ ବଡିଗାର୍ଡକୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ : ଅଲ୍ଲୁ ଅର୍ଜୁନଙ୍କଠାରୁ ପଚରାଉଚରା ଶେଷ ହୋଇଛି । ହାଇଦ୍ରାବାଦ ପୋଲିସ 'ପୁଷ୍ପା ୨' ଅଭିନେତାଙ୍କୁ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲା । ଯେହେତୁ ଅଭିନେତାଙ୍କୁ ସନ୍ଧ୍ୟା ଥିଏଟରକୁ ନିଆଯିବ ବୋଲି…
(Video): ଟ୍ରାଫିକ୍ ନିୟମ ଉଲଂଘନ କରିବାରୁ ମହିଳାଙ୍କୁ ରାସ୍ତାରେ ଅଟକାଇଲେ ପୋଲିସ, ତଥାପି ଦେଲେନି ଜରିମାନା…
ଓଡ଼ିଶା ଭାସ୍କର: ସାଧାରଣତଃ ଟ୍ରାଫିକ ନିୟମକୁ ନେଇ ଜନସାଧାରଣଙ୍କୁ ସବୁବେଳେ ସଚେତନ କରାଇଥାନ୍ତି ସରକାର । ସଡ଼କ ଦୁର୍ଘଟଣା ରୋକିବା ଏବଂ ଟ୍ରାଫିକ ନିୟମ ପାଳନ କରିବାକୁ ନେଇ ଜନତାଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା…
ଆରମ୍ଭ ହୋଇଗଲା ଖ୍ରୀଷ୍ଟମାସ, ଏହି ଦିନ ସବୁ ବ୍ୟାଙ୍କ ଛୁଟି
ନୂଆଦିଲ୍ଲୀ- ଆସନ୍ତା କାଲି ଖ୍ରୀଷ୍ଟମାସ । ଦେଶର ସବୁ ବ୍ୟାଙ୍କ ବନ୍ଦ ରହିବ । ଏଥିପାଇଁ ଆରବିଆଇ ତରଫରୁ ବ୍ୟାଙ୍କ ଛୁଟି ଘୋଷଣା ହୋଇଛି । ବରଂ ସୋମବାର ଠାରୁ କିଛି ରାଜ୍ୟରେ ବ୍ୟାଙ୍କ ଛୁଟି ଆରମ୍ଭ ହୋଇଯାଇଛି ।…
ପିଆଜ ରେଟକୁ ନେଇ ହଟହଟା ହେଲେ ମନ୍ତ୍ରୀ, ବେକରେ ମାଳ ପକାଇଦେଲେ ଚାଷୀ
ନୂଆଦିଲ୍ଲୀ: କୁହାଯାଏ ପରିବା ଦର କମିଲେ ଚାଷୀ ହଟହଟା ଏବଂ ଦର ବଢିଲେ ଖାଉଟି ହଟହଟା । ବର୍ତ୍ତମାନ ପିଆଜ ଦର କମିଥିବା ବେଳେ ଏହାକୁ ନେଇ ହଲ୍ଲାବୋଲ ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ବେକରେ ପିଆଜ ମାଳ ପକାଇଛନ୍ତି ଚାଷୀ…
ଥାନାରେ ହାଜର ହେଲେ ପୁଷ୍ପାରାଜ, ପୋଲିସ ପଚାରିଲା ଏହି 4 ପ୍ରଶ୍ନ
ନୂଆଦିଲ୍ଲୀ: ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲୁ ଅର୍ଜୁନଙ୍କୁ ଏକ ସମନ ଜାରି କରିଥିଲା । ଡିସେମ୍ବର 4 ତାରିଖରେ ପୁଷ୍ପା 2 ର ପ୍ରିମିୟର୍ ସମୟରେ ଜଣେ ମହିଳାଙ୍କର ମୃତ୍ୟୁକୁ ନେଇ ଏହି ସମନ ଜାରି କରାଯାଇଥିଲା ।…
(Video) ୟୁଟ୍ୟୁବର ରୂପା-ପିଣ୍ଟୁଙ୍କୁ ଅର୍ଥ ଲଗାଣକାରୀ ସଂସ୍ଥାର ନାଲିଆଖି
ଭୁବନେଶ୍ୱର- ରୂପା ଓ ପିଣ୍ଟୁଙ୍କ ଘରେ ରେଡ । ଫାଇନାନ୍ସ ରେଡ ହୋଇଛି ରୂପା ପିଣ୍ଟୁଙ୍କ ଘର ଉପରେ । ତେବେ କାହିଁକି ହୋଇଛି ଏହି ରେଡ? ତାକୁ ନେଇ ଅନେକ ପ୍ରଶ୍ନ ସାଧାରଣରେ । ତେବେ ଏହି ରେଡ ବେଳେ ଫାଇନାନ୍ସ କର୍ମଚାରୀଙ୍କ…
ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ
ପୁରୀ- ଜଗନ୍ନାଥ କ୍ଷେତ୍ରରେ ମୁକୁଳା ସାଜିଛି ମରଣ ଯନ୍ତା । ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ । କୁମ୍ଭାରପଡା ଥାନା ଅଞ୍ଚଳରେ ଘଟିଲା ଅଘଟଣ । ଡ୍ରେନ ଘୋଡା ଯାଇ ନ ଥିବାରୁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ…
(Video): ରସୁଣ କିଲୋ କେତେ ? ପରିବା ମଣ୍ଡିରେ ରାହୁଲ ଗାନ୍ଧୀ, ଗ୍ରାହକଙ୍କୁ ପଚାରି ବୁଝିଲେ ସମସ୍ୟା
ନୂଆଦିଲ୍ଲୀ: ଦିନକୁ ଦିିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିମଧ୍ୟରେ ଦିଲ୍ଲୀ ସ୍ଥିତ ଏକ ପରିବା ମଣ୍ଡିରେ ପହଞ୍ଚିଥିଲେ ଲୋକସଭା ବିରୋଧୀ ଦଳ…
(Breaking) ନୂଆ ବର୍ଷରୁ ଆରମ୍ଭ ହେବ ପାର୍ଟ ପ୍ଲଟ ବିକ୍ରି, କହିଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର- ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ ଆସିଲା ପ୍ଲଟିଂକୁ ନେଇ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆସନ୍ତା ଜାନୁଆରୀ ମାସରୁ ପାର୍ଟ ପ୍ଲଟ ବିକ୍ରି ଆରମ୍ଭ ହୋଇଯିବ । ଏହାକୁ ନେଇ ବିଜେପି ସରକାର କାମ…