Browsing Category
ଖବର
ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ; ଭାରତରେ ଆୟୋଜନ ପାଇଁ ଚାଲିଛି ପ୍ରସ୍ତୁତି
ନୂଆଦିଲ୍ଲୀ: ମାର୍ଚ୍ଚ ୨୨ତାରିଖରୁ ଟାଟା ଆଇପିଏଲ୍ ୨୦୨୪ ଆରମ୍ଭ ହେବାକୁ ଯାଉଥିବା ବେଳେ କ୍ରିକେଟ୍ ପ୍ରେମୀଙ୍କ ଖୁସୀ ଶହେଗୁଣା ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ଋତୁରେ ଭାରତର ସାଧାରଣ ନିର୍ବାଚନ, ଖେଳାଳିଙ୍କ…
(Video) Yes Maam ନୁହେଁ ‘ଜୟ ଶ୍ରୀରାମ’… ସ୍କୁଲ Attendanceରେ ପିଲା ଦେଉଛନ୍ତି ଏଭଳି ଉତ୍ତର
ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଅନୁଷ୍ଠିତ ହେବ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସାରା ଦେଶ ଏବେ ଶ୍ରୀରାମଙ୍କ ଭକ୍ତିରେ ଲୀନ ହୋଇଯାଇଛି ।…
ଚୀନର ‘ଆଇସ୍ ଆଣ୍ଡ୍ ସ୍ନୋ ଥିମ୍ ପାର୍କ’ ଗିନିଜ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ
ଓଡ଼ିଶା ଭାସ୍କର: ବିଶ୍ୱର ବୃହତ୍ତମ ଅସ୍ଥାୟୀ ଆଇସ୍ ଆଣ୍ଡ୍ ସ୍ନୋ ଥିମ୍ ପାର୍କ ଭାବେ ଚୀନର ହାର୍ବିନ୍ ଆଇସ୍ ସ୍ନୋ ୱାର୍ଲ୍ଡ(China’s Harbin Ice-Snow World) ଗିନିଜ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ ହୋଇଛି । ୧୯୯୯ରେ ଏହି…
ଏହି Game ଖେଳିବା ପାଇଁ କ୍ରିକେଟରୁ ଦୂରେଇ ରହିଛନ୍ତି ଇଶାନ୍? ଆଫଗାନିସ୍ତାନ ସିରିଜରେ ମିଳିଲାନି ସୁଯୋଗ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ରୋହିତ ଏବଂ ବିରାଟ ଏହି ସିରିଜରେ ଟି-୨୦ ଦଳକୁ କମବ୍ୟାକ କରୁଥିବା ବେଳେ ଷ୍ଟାର ୱିକେଟ କିପର ଇଶାନ୍ କିଶାନ୍ ଏହି ଦଳରୁ ବାଦ୍…
ପ୍ରେମରେ ରକ୍ତଛିଟା, ଯୁବତୀଙ୍କୁ ୧୦ରୁ ଅଧିକ ଥର ଛୁରାମାଡ
ଭୁୁବନେଶ୍ୱର: ଆଜିକାଲି ପ୍ରେମରେ ବିବାଦ ଓ ରକ୍ତପାତ ଘଟଣା ସାଧାରଣ ହୋଇଗଲାଣି । ଏହିପରି ଏକ ଘଟଣା ପୁଣି ଯାଜପୁର ଜିଲ୍ଲାରେ ଘଟିଛିି । କୌଣସି କାରଣକୁ ନେଇ ପ୍ରେମିକାକୁ ୧୦ରୁ ଅଧିକ ଥର ଛୁରା ମାଡ କରିଛି ପ୍ରେମିକ ।…
ଘର ତିଆରି ପାଇଁ ନଦୀପଠାରୁ ଆଣି ପାରିବେନି ବେଆଇନ ବାଲି: ହାଇକୋର୍ଟ ଦେଲେ ଶକ୍ତ ନିର୍ଦ୍ଦେଶ
କଟକ: ଅଧିକାଂଶ ସମୟରେ ବିଭିନ୍ନ କାରଣ ପାଇଁ ନଦୀପଠାରୁ ବେଆଇନ ଭାବରେ ବାଲିଉଠାଣ ହେଉଥିବା ଦେଖାଯାଇଛି । କିନ୍ତୁ ବର୍ତ୍ତମାନ ଏଭଳି କାରନାମା ଉପରେ ଶକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ମାନ୍ୟବର ହାଇକୋର୍ଟ । ବେଆଇନ ବାଲି…
(Video)”ଆପଣ ଛୁଆ ଜନ୍ମ କରିଚାଲନ୍ତୁ, ମୋଦି ଘର ଦେବେ…” କହିଲେ ବିଜେପି ନେତା
ନୂଆଦିଲ୍ଲୀ: ରାଜସ୍ଥାନରେ ନୂତନ ଭାବରେ କ୍ଷମତା ସମ୍ଭାଳିଥିବା ଜନଜାତି ଏବଂ କ୍ଷେତ୍ରୀୟ ବିକାଶ ମନ୍ତ୍ରୀ ବାବୁଲାଲ ଖରାଡ଼େଙ୍କର ଏକ ବିବୃତ୍ତି ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି ଯେ- "ଆପଣ ଯେତେ…
କ’ଣ ରହିବ ଭାରତର Playing-11: AFG ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେବେ Captain ରୋହିତ
ନୂଆଦିଲ୍ଲୀ: ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ । ଏହି ସରିଜରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ କିଙ୍ଗ କୋହଲି ଦୀର୍ଘ ଦିନ ପରେ କମବ୍ୟାକ କରିବାକୁ ଯାଉଛନ୍ତି ।…
PM Kisaan Yojnaରେ ମିଳିବ ଡବଲ ଫାଇଦା! ମହିଳା କୃଷକଙ୍କୁ ସରକାର ଦେବେ ବଡ଼ ଉପହାର
ନୂଆଦିଲ୍ଲୀ: କୃଷକମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ପିଏମ କିସାନ ସମ୍ମାନ ନିଧି ଯୋଜନା ଜାରି ରଖିଛନ୍ତି । ଦେଶର କୃଷକଙ୍କୁ ଆର୍ଥିକ ସହାୟତା ଭାବରେ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେଉଛନ୍ତି…
କୁକୁଡ଼ାଙ୍କୁ ଦିଆଯାଉଛି Shilajit-Viagra ମେଡିସିନ୍: ‘ଭୟାନକ ଗେମ୍’ ପାଇଁ ଚାଲିଛି ପ୍ରସ୍ତୁତି
ନୂଆଦିଲ୍ଲୀ: ମଣିଷ ନୁହେଁ, ଏଣିକି ପଶୁପକ୍ଷୀଙ୍କ ଶକ୍ତି ବଢାଇବା ପାଇଁ ବ୍ୟବହାର ହେଉଛି ଭୟାନକ ଔଷଧ । ଶୀଲାଜିତ୍ ଏବଂ ଭାଇଗ୍ରା ଭଳି ଔଷଧ ଦେଇ କୁକୁଡ଼ାଙ୍କ ଶକ୍ତି ଏକତ୍ର କରିବା ପାଇଁ ଯୋଜନା କରାଯାଉଛି । କାରଣ…