Browsing Category
ଖବର
ଏକକାଳୀନ ୨୪ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ଅଯୋଧ୍ୟା; ସାରା ବିଶ୍ୱ ଦେଖିଲା ଏକତା ଓ ଭାରତୀୟ ପରମ୍ପରାର ମହାନତା
ଓଡିଶା ଭାସ୍କର; ଅଯୋଧ୍ୟା ଶ୍ରୀରାମ ମନ୍ଦିରର ନିର୍ମାଣକାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ନିର୍ମାଣ ଶେଷ ହେବା ପରେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ଏହି ମନ୍ଦିରର ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି…
ଏହି ୫ ଖେଳାଳିଙ୍କ ପାଇଁ ବିଶ୍ୱକପ ସେମିରୁ ବାଦ୍ ପଡ଼ିଲା ପାକିସ୍ତାନ! ବାବରଙ୍କୁ ଠକିଦେଲେ ନିଜ ସାଥୀ କ୍ରିକେଟର
ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ରୁ ବାଦ୍ ପଡ଼ିଛି ପାକିସ୍ତାନ କ୍ରିକେଟ ଟିମ୍ । ଟ୍ରଫି ଜିତିବା ଆଶାରେ ଭାରତକୁ ଆସିଥିବା ପାକିସ୍ତାନ ସେମି-ଫାଇନାଲରେ ପ୍ରବେଶ କରିବା ପାଇଁ ମଧ୍ୟ ଫେଲ ମାରିଛି । ଫଳରେ ପଏଣ୍ଟ ଟେବୁଲର ପଞ୍ଚମ…
ଏହା ହେଉଛି ବିଶ୍ୱର ସବୁଠାରୁ ବିପଜ୍ଜନକ ପକ୍ଷୀ…ନାମ ଜାଣିବା ସହ ଜାଣନ୍ତୁ କିଛି ଅଜଣା କଥା
ଓଡିଶା ଭାସ୍କର; ସାଧାରଣତଃ ପକ୍ଷୀ କଥା ଆସିଲେ ଆମ ମନରେ ସେମାନଙ୍କ ପାଇଁ ବହୁତ ଭଲ ପାଇବା ଆସିଯାଇଥାଏ । ସେହିପରି ଅନେକ ଜଣ ପକ୍ଷୀ ପ୍ରେମୀ ଅଛନ୍ତି ଯେଉଁମାନେ ପକ୍ଷୀ ପାଳନ କରିବାକୁ ଭାରି ଆଗ୍ରହୀ ହୋଇଥାନ୍ତି । ତେବେ…
WC-2023 ସେମି-ଫାଇନାଲରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ: ଖାଲି ହାତରେ ଫେରିବ ପାକିସ୍ତାନ
ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ପଏଣ୍ଟ ଟେବୁଲ ବର୍ତ୍ତମାନ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରୁ ଖାଲି ହାତରେ ପେରିବା ପାଇଁ ବାଧ୍ୟ ହୋଇଛି ପାକିସ୍ତାନ । ପଣ୍ଟ ଟେବୁଲର ନେଟ୍ ରନ୍ ରେଟ୍ ଅନୁସାରେ…
ମାତ୍ର ୧୪ ଘଣ୍ଟାରେ ୮୦୦ ଭୂକମ୍ପ… ମାଟି ତଳେ ତରଳିଲାଣି ଲାଭା! ଜରୁରୀକାଳୀନ ପରିସ୍ଥିତି ଘୋଷଣା
ନୂଆଦିଲ୍ଲୀ: ବର୍ତ୍ତମାନ ପୃଥିବୀର ବିଭିନ୍ନ ସ୍ଥାନରେ ଲଗାତାର ଭୂମିକମ୍ପ ଦେଖିବାକୁ ମିଳୁଛି । ଅଧିକାଂଶ ସମୟରେ ତୀବ୍ର ଭୂମିକମ୍ପ ବହୁ ଜନଜୀବନ ନଷ୍ଟର ପ୍ରମୁଖ କାରଣ ପାଲଟିଛି । ତେବେ ନିକଟ ଅତୀତରେ କିଛି ତୁର୍କୀ ଏବଂ…
World Cup-2023ରେ ସୃଷ୍ଟି ହେଲା ଐତିହାସିକ ରେକର୍ଡ: ଟୁର୍ଣ୍ଣାମେଣ୍ଟକୁ ସ୍ପେଶାଲ କଲେ ଦର୍ଶକ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ବର୍ତ୍ତମାନ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି । ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇସାରିଛି । ଆସନ୍ତାକାଲି ଶେଷ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ…
ସାଉଥ ସିନେମାରେ ‘ଅମାବାସ୍ୟା’: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସୁପରଷ୍ଟାର ଚନ୍ଦ୍ରମୋହନ
ମୁମ୍ବାଇ: ସାଉଥ ସିନେମା ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଲହରୀ । ତେଲୁଗୁ ସିନେମାର ପ୍ରତିଭାଶାଳୀ ତଥା ବରିଷ୍ଠ ଅଭିନେତା ଚନ୍ଦ୍ରମୋହନ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି…
(video)ରଶ୍ମିକା, ସାରାଙ୍କ ପରେ ଐଶ୍ୱର୍ଯ୍ୟା ରାୟ ହେଲେ DeepFakeର ଶିକାର, ଟାଇଗର ୩ ଗୀତରେ ଡ୍ୟାନ୍ସ ଭିଡିଓ ଭାଇରାଲ୍
ମୁମ୍ବାଇ: ଡିପଫେକ୍ ଭିଡିଓକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଧରିଛି । ସୋସିଆଲ ମିଡିଆରେ ପ୍ରଥମେ ରଶ୍ମିକା ମନ୍ଦାନାଙ୍କ ଏକ ଡିପଫେକ୍ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହୋଇଥିଲା । ଏହାପରେ ସଚ୍ଚିନ ତେନ୍ଦୁଲକରଙ୍କ ଝିଅ ସାରା…
World Cup ସେମି ଫାଇନାଲରୁ ବାଦ୍ ପଡ଼ିଲା ଆଫଗାନିସ୍ତାନ: ଷଷ୍ଠ ସ୍ଥାନରେ ଶେଷ କଲା ବିଶ୍ୱକପ ଯାତ୍ରା
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାସ୍ତ ହୋଇ ବିଶ୍ୱକପ ଯାତ୍ରା ଶେଷ କରିଛି ଆଫଗାନିସ୍ତାନ । ଟୁର୍ଣ୍ଣାମେଣ୍ଟରେ ୪ଟି ବିଜୟ ସହିତ ଷଷ୍ଠ ସ୍ଥାନରେ ରହି ଆଫଗାନୀ ଦଳ ଏହି ଯାତ୍ରାରୁ ବିଦାୟ ନେଇଛି । ସେମି ଫାଇନାଲ…
World Cup-2023 ଭିତରେ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ ଖେଳାଳି: ସମସ୍ତ ଫର୍ମାଟରୁ ବିଦାୟ
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ ଇଣ୍ଡିଆ । ତେବେ ଏହା ମଧ୍ୟରେ ଭାରତୀୟ ଦଳର ଜଣେ କ୍ରିକେଟର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି…