Browsing Category

ଖବର

ଫିକା ପଡ଼ିଲା ଅଷ୍ଟ୍ରେଲିଆର ବୋଲିଂ: ଘାତକ ବ୍ୟାଟିଂ କରି ୪୦୦ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଉପରେ ଭାରୀ ପଡ଼ିଛି ଭାରତର ବ୍ୟାଟିଂ ଅର୍ଡର । ଅଷ୍ଟ୍ରେଲିଆର ଖତରନାକ ବୋଲିଂ ବିଭାଗକୁ ଧରାଶାୟୀ କରି ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ…

ଗଣଦୁଷ୍କର୍ମ କରି ମହିଳାଙ୍କୁ ଛାଡ଼ି ଦେଲେ ଅଭିଯୁକ୍ତ: ତା’ପରେ ହେଲା ଏଭଳି କିଛି କାଣ୍ଡ…

ନୂଆଦିଲ୍ଲୀ: ଗଣଦୁଷ୍କର୍ମ ଶିକାର ହୋଇଥିବା ଜଣେ ମହିଳାଙ୍କ ଏକ ଭୟଙ୍କର ନିଷ୍ପତ୍ତି ଦେଖିବାକୁ ମିଳିଛି । ଯାହାର ଖୁଲାସା କରିଛନ୍ତି ପୀଡ଼ିତା ମହିଳାଙ୍କ ପିଲାମାନେ । ଜମି କିଣା-ବିକା ମାମଲାକୁ ନେଇ ମହିଳାଙ୍କୁ ଧମକ ଏବଂ…

ମୁସଲମାନଙ୍କ ବିରୋଧରେ ଘୃଣା ପ୍ରସାର କରି ଦେଶର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ବୋକା ବନାଯାଉଛି: ମୌଲାନା ମଦନି

ନୂଆଦିଲ୍ଲୀ: ଜମିୟତ ଉଲେମା-ଏ-ହିନ୍ଦର ମୌଲାନା ମହମ୍ମଦ ମଦନି ରବିବାର ଦେଶର ମୁସଲମାନଙ୍କ ଅବସ୍ଥାକୁ ନେଇ କହିଛନ୍ତି ଯେ ସମଗ୍ର ବିଶ୍ୱର ମୁସଲମାନମାନେ ଏଥିରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଉପସାଗରୀୟ ଦେଶ ଆମ ଭୂମିକା ଉପରେ…

Asian Games ଫାଇନାଲରେ ପହଞ୍ଚିଲା ଭାରତ: ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ଆରମ୍ଭର ୨୪ ଘଣ୍ଟା ଭିତରେ ଦୁଇଟି ସ୍ୱର୍ଣ୍ଣ ହାସଲ କରିସାରିଛି ଭାରତ । ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଦଳ ଉପରେ ରହିଛି ସମସ୍ତଙ୍କ ନଜର । ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ…

ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକରଙ୍କ କଶ୍ମୀର ପ୍ରସଙ୍ଗକୁ କଡ଼ା ଜବାବ ଦେଇଛି ଭାରତ। ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ପ୍ରଥମ ସଚିବ ପେଟାଲ…

(Video) ମହାନତାର ପ୍ରମାଣ ଦେଲେ ଅଧିନାୟକ: ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନ ପୁଣି ଫେରିଲେ କ୍ରିଚକୁ

ନୂଆଦିଲ୍ଲୀ: କ୍ରିକେଟକୁ ଭଦ୍ରଲୋକଙ୍କର ଖେଳ ବୋଲି କୁହାଯାଇଥାଏ । ତେବେ ଅନେକ ସମୟରେ ସ୍ଲେଜିଂ କାରଣରୁ ଦୁଇପକ୍ଷର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ହେଉଥିବାର ଦେଖାଯାଇଥାଏ । ସେହିପରି ଅନେକ ଖେଳାଳି ପଡ଼ିଆରେ ନିଜର…

(Video) ପ୍ରଧାନମନ୍ତ୍ରୀଙ୍କୁ ‘NAMO’ ଲେଖାଥିବା ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ମହାଦେବ ସହରର ଏହି ନୂଆ ଷ୍ଟାଡିମୟକୁ ଭଗବାନ…

୨୦୨୪ ନିର୍ବାଚନରେ ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ଭୁବନେଶ୍ୱର: କିଛିଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମାଲକାନଗିରି ଗସ୍ତରେ ଯାଇଥିଲେ । ତାଙ୍କୁ ସେଠାରେ ଶହ ଶହ ଜନତା ଓ ବିଜେପି କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସେହି ସମୟରେ ବିଜେପି ରାଜ୍ୟ ସଭାପତି…

ISROର ଆଶ୍ଚର୍ଯ୍ୟଜନକ ସୂଚନା: କେବେ ଉଠିବେ ବିକ୍ରମ-ପ୍ରଜ୍ଞାନ, ହାତରେ ରହିଛି ୧୩-୧୪ ଦିନ ସମୟ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ନିଦରୁ ଉଠିବା ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବିକ୍ରମ ଲ୍ୟାଣ୍ଡରର କିଛି ସର୍କିଟସକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୋଇବାକୁ ଦେଇ…

ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ

ଭୁବନେଶ୍ଵର: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ। ପ୍ରାଥମିକ ଶିକ୍ଷକ ସଙ୍ଘର ଆଲୋଚନା ପରେ ନିଷ୍ପତି। ଆନ୍ଦୋଳନ ସ୍ଥଗିତ ନେଇ ସଙ୍ଘ ମହାସଚିବଙ୍କ ସୂଚନା। ତିନି ଦଫା ଦାବିରେ ଚଳାଇଥିଲେ ଆନ୍ଦୋଳନ।…