fbpx
Browsing Category

ଖବର

ଆଜି ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଉଦୟ ଉମେଶ ଲଲିତ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନ୍ନା ଶନିବାର ତାଙ୍କର ଦାୟିତ୍ୱରୁ ଅବସର ଗ୍ରହଣ କରିବେ । ଶନିବାର ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଉଦୟ ଉମେଶ ଲଲିତ ।…

ଆଜିଠୁ ଏସିଆ କପ୍ ମୁକାବିଲା: ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାମୁହିଁଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ, ଭାରତ-ପାକିସ୍ତାନ୍‌ ଲଢ଼େଇକୁ ଦର୍ଶକଙ୍କ…

ଦୁବାଇ:  ଆଜିଠୁ ଏସିଆ କପ୍‌ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏସିଆ କପ୍ କ୍ରିକେଟ ସମସ୍ତ ଅଂଶ ଗ୍ରହଣକାରୀ ଦଳ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଆଗାମୀ ବିଶ୍ୱକପ ପୂର୍ବରୁ ଏସିଆ ମହାଦେଶ ଦଳ ଗୁଡିକର ଅସଲ…

ସମୁଦ୍ରର ଶାର୍କ ଭୂମି ଉପରେ ଚାଲୁୁଛି, ଆଗାମୀ ଦିନରେ ମାଛମାନେ ମଣିଷକୁ ସ୍ଥଳଭାଗରେ ଆକ୍ରମଣ କରିବେ! ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ସମୁଦ୍ରରେ ପହଁରୁଥିବା ଶାର୍କ ଏବେ ମାଟି ଉପରେ ଚାଲିବାର ଦେଖିବାକୁ ମିଳୁଛି । ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ଘଟୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ଶାର୍କର ସ୍ଥଳଭାଗରେ ଚାଲିବାର ଏକ ଭିଡିଓ…

ସାମ୍ନାକୁ ଆସିଲା ସୋନାଲିଙ୍କ ମୃତ୍ୟୁ ପୂର୍ବର ଭିଡିଓ, ଡ୍ରଗ୍ସ ସେବନ ପରେ ଚାଲି ପାରୁ ନଥିଲେ ସୋନାଲି

ନୂଆଦିଲ୍ଲୀ: ଗତ ୨୨ ତାରିଖରେ ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କର ମୃତ୍ୟୁ ଘଟିଥିଲା । ତେବେ ସୋନାଲିଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ବେଳେ କୁହାଯାଉଥିଲେ ହେଁ ପରେ ଏନେଇ ଆସିଥିଲା ଟ୍ୱିଷ୍ଟ ।…

ସପ୍ତାହରେ ୩ ଛୁଟି, ବାକି ଦିନରେ ଘରୁ ଯେବେ ଇଚ୍ଛା କରିବେ କାମ: ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂଆ ସଂକେତ

ନୂଆଦିଲ୍ଲୀ: ଭାରତରେ ଲେବର କୋଡ ଲାଗୁ କରିବା ପାଇଁ ନେଇ ଦୀର୍ଘ ଦିନରୁ କାମ ଚାଲୁ ରହିଛି । ବାରମ୍ବାର ଏହାର ଡେଡଲାଇନ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲାଗୁ ହୋଇ ପାରିନାହିଁ । ଏବେ କିନ୍ତୁ ଏହି ଲେବର…

Sister ତୁମ ଗୋଡ଼ ଧରୁଛି, ପ୍ଲିଜ ମୋତେ ଭୋଟ ଦେବ: ଛାତ୍ର ସଂସଦ ନିର୍ବାଚନ ଭୋଟ ହାତେଇବାର ନୂଆ ତରିକା

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନେତାମାନେ ଭୋଟ ହାତେଇବା ପାଇଁ ଭୋଟରଙ୍କ ନିକଟରେ ବିଭିନ୍ନ ପ୍ରକାରର କଳ କୌଶଳ ପ୍ରୟୋଗ କରିଥାନ୍ତି । ତେବେ ଅନୁରୂପ ଭାବେ କଲେଜ ନିର୍ବାଚନରେ ପ୍ରାର୍ଥୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ…

ଏହି କମ୍ପାନୀ ଦେଉଛି ଦରମା ସହ ବିଜୁଳି ବିଲ୍: ଲୋକେ କହିଲେ ମାଲିକ ହେବ ତ ଏମିତି

ବ୍ରିଟେନ: ଆପଣ ବିଭିନ୍ନ କମ୍ପାନୀର କିଛି ଭଲ ଓ ଖରାପ ମାଲିକମାନଙ୍କ ବିଷୟରେ ଶୁଣିଥିବେ ଏବଂ ଜାଣିଥିବେ । କିଛି କମ୍ପାନୀର ମାଲିକ ନିଜ କର୍ମଚାରୀଙ୍କୁ ପରିବାରର ସଦସ୍ୟ ଭଳି ଭାବୁଥିବା ବେଳେ କିଛି କମ୍ପାନୀର ମାଲିକମାନେ…

ରେଲୱେର ବଦଳିଲା ଏହି ନିୟମ: ବର୍ତ୍ତମାନ ଆପଣଙ୍କ ସିଟରେ ବସିପାରିବେ ନାହିଁ ଅନ୍ୟ ଯାତ୍ରୀ

ନୂଆଦିଲ୍ଲୀ:ଦୂର ଯାତ୍ରା ପାଇଁ ଟ୍ରନ ସବୁଠାରୁ ଆରାମ ଦାୟକ ଏବଂ ସୁରକ୍ଷିତ ହୋଇଥାଏ । ଏହି କରାଣରୁ ଅନେକ ଲୋକେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ତେବେ ଆପଣ ଯଦି କେଉଁ ସ୍ଥାନକୁ ଟ୍ରେନ ମାଧ୍ୟମରେ ଯାତ୍ରା…

ଗୋଟିଏ ପରିବାରରୁ ୬ ଜଣଙ୍କ ମୃତ: ପୋଲିସର ତଦନ୍ତ ଆରମ୍ଭ

ହରିୟାଣା: ହରିୟାଣାର ଅମ୍ବାଲା ଜିଲ୍ଲା ନିକଟସ୍ଥ ବୁଲାନା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହାକି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେହି ଗ୍ରାମରରେ ସନ୍ଦେହଜନକ ପରିସ୍ଥିତିରେ ଗୋଟିଏ ପରିବାରର ୬ଜଣ…

(Video) ବାବୁସାନ ତାଙ୍କ ସ୍ତ୍ରୀ ତୃପ୍ତି ଓ ଶ୍ୱଶୁରଙ୍କୁ ଭୁଲ ମାଗିଲେ, ଆଉ ମୁଁ… ମୋର ଇଜ୍ଜତର କ’ଣ କିଛି ମୂଲ୍ୟ ନାହିଁ: ପ୍ରକୃତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଶିଥିଳ ପଡ଼ିଯାଇଥିଲେ ହେଁ ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ । ଏହା ମଧ୍ୟରେ…