Browsing Category
ଖବର
(Video)ଷ୍ଟେଜ୍ରେ ନାଗିନ୍ ଡ୍ୟାନ୍ସ କରୁଥିଲେ ମହିଳା, ଅଚାନକ ଷ୍ଟେଜ୍କୁ ଡିଆଁ ମାରିଲେ ୨ ନାଗ!
ଓଡ଼ିଶା ଭାସ୍କର:ସୋସିଆଲ ମିଡିଆ ଦୁନିଆରେ ସବୁ ସମୟରେ କିଛି ନା କିଛି ଚର୍ଚ୍ଚାରେ ରହିଥାଏ । ସବୁଠାରୁ ଅଧିକ ଲୋକମାନେ ଡ୍ୟାନ୍ସରେ ନିଜ କ୍ରିଏଟିଭିଟି ଦେଖାଇଥାନ୍ତି । ଏହା ଏକ ଏପରି ଫିଲ୍ଡ ଯାହା ସବୁ ବୟସର ଲୋକଙ୍କୁ…
Noodlesରୁ ବାହାରୁଛି କୀଟ-ପତଙ୍ଗ: ମାମଲାକୁ ନେଇ ରେଷ୍ଟୁରାଣ୍ଟରେ ଚାଞ୍ଚଲ୍ୟ
ଭୋପାଲ: ଆଜିକାଲି ଅଧିକାଂଶ ଲୋକଙ୍କ ପାଇଁ ଫାଷ୍ଟ ଫୁଡରେ ପ୍ରଥମ ପସନ୍ଦ ପାଲଟିଛି ନୁଡଲ୍ସ । କିନ୍ତୁ ଏହି ନୁଡଲ୍ସ ଶରୀର ପକ୍ଷେ କେତେ ଲାଭଦାୟକ, ତାହା ଖୁବ କମ୍ ଲୋକ ଜାଣିଥାନ୍ତି । ତେବେ ଅନେକ ସମୟରେ ଏହି ନୁଡଲ୍ସରୁ…
ଅସୁସ୍ଥ ହେଲେ ସାଉଥ ସିନେ ଅଭିନେତା ସାୟାଜୀ ସିନ୍ଦେ: ଛାତି ଯନ୍ତ୍ରଣା ଯୋଗୁଁ ମେଡିକାଲରେ ଭର୍ତ୍ତି
ମୁମ୍ବାଇ: ବଲିଉଡ ସିନେ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖବର । ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜର ଯାଦୁ ଅଭିନୟର ଯାଦୁ ଦେଖାଇଥିବା ସାୟାଜୀ ସିନ୍ଦେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖଳନାୟକ…
(Video) ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲା: ମିଛ ପରିଚୟ ଦେଇ କୋଲକାତାରେ ରହୁଥିଲେ ଦୁଇ ଅଭିଯୁକ୍ତ, ଏପରି ଖୋଲିଲା ରାଜ୍
ନୂଆଦିଲ୍ଲୀ: ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ୪୨ ଦିନର ତଦନ୍ତ ପରେ, ଜାତୀୟ ତଦନ୍ତକାରୀ ଏଜେନ୍ସି ଶୁକ୍ରବାର ଦିନ ପଶ୍ଚିମ ବଙ୍ଗରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଗିରଫ ପରେ ଏନଆଇଏକୁ ଜଣାପଡିଛି ଯେ,…
ଏକା ସାଙ୍ଗରେ ଫାଟିଲା ୧୦-୧୨ ସିଲିଣ୍ଡର: ଭୟାନକ ଅଗ୍ନିକାଣ୍ଡରେ ଜଳୁଛି ୪୧ ଘର
ନୂଆଦିଲ୍ଲୀ: ଗଜିଆବାଦରେ ଘଟିଯାଇଛି ଏକ ଭୟାନକ ଅଗ୍ନିକାଣ୍ଡ । ଏକାସାଙ୍ଗରେ ୧୦ରୁ ଅଧିକ ସିଲିଣ୍ଡର ବ୍ଲାଷ୍ଟ ହେବା ପରେ ନିକଟସ୍ଥ ପ୍ରାୟ ୪୧ଟି ଘର ଜଳି ନଷ୍ଟ ହୋଇ ଯାଇଥିବା ଜାଣିବାକୁ ମିଳିଛି । ତେବେ ଖବର ପାଇଁ…
କାହିଁକି ସଂସଦରେ ସିଏଏ ବିଲ୍ ଚିରିଥିଲେ; ସେ ନେଇ ସ୍ପଷ୍ଟିକରଣ ରଖିଲେ ଅସଦୁଦ୍ଦିନ ଓୱେସି
ହାଇଦ୍ରାବାଦ: କେନ୍ଦ୍ର ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ଅସାମ୍ବିଧାନିକ ବୋଲି ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି କହିଛନ୍ତି । ବିଜେପି…
(Video) ସୁନା ପାଇଁ ଭାଙ୍ଗିଗଲା ବାହାଘର: ଅଧିକ ସୁନା ପାଇଁ ଜିଦି କଲେ ପୁଅଘର ଲୋକେ, ସୁନା ଦର ଦେଖି ମୁଣ୍ଡରେ ହାତଦେଲେ ଝିଅଘର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୁନା ଦର ହୁ ହୁ ହୋଇ ବଢ଼ୁଛି । କିଛି ଦିନ ତଳେ ସୁନା ଦର ୬୦ ହଜାର ଉପରେ ଥିବାବେଳେ ଏବେ ୭୩ ହଜାରରେ ପହଞ୍ଚି ଗଲାଣି । ଗତ ୧୧ ତାରିଖରେ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା…
(Video) ‘ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରେ ନିର୍ଯାତନା ଦିଆଯାଉଛି’; AAP ସାଂସଦ ସଞ୍ଜୟ ସିଂହଙ୍କ ବଡ଼ ଦାବି
ନୂଆଦିଲ୍ଲୀ: ଶନିବାର ଆପ ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏକ ପ୍ରେସ କନଫରେନ୍ସ କରିଥିଲେ । ଏହି ସମୟରେ ସେ ଅନେକ ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲ ଭିତରେ…
(Video) ତତେ ସ୍ତ୍ରୀ ନୁହେଁ ରକ୍ଷିତା କରିବି: ୭ ବର୍ଷର ସମ୍ପର୍କ ପରେ ରାଣୀ ପଣ୍ଡାଙ୍କୁ କହିଲା ପ୍ରେମିକ ବିକ୍ରମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା…
ମିଛ କହୁଛନ୍ତି କ୍ୟାପ୍ଟେନ ରିଷଭ! DRS ମାଗି ପୁଣି ମନା କରିଦେଲେ ପନ୍ତ: ବିବାଦ ଆରମ୍ଭ
ନୂଆଦିଲ୍ଲୀ: ଦୀର୍ଘ ୧୪ ମାସ ପରେ ଚଳିତ ଆଇପିଏଲରେ କମବ୍ୟାକ କରିଛନ୍ତି ଷ୍ଟାର ୱିକେଟ କିପର ରିଷଭ ପନ୍ତ । ଏହି ସିଜନରେ ସେ ଦମଦାର ବ୍ୟାଟିଂ ଏବଂ ୱିକେଟ କିପିଙ୍ଗ ଦକ୍ଷତା ଦେଖାଇଛନ୍ତି । କିନ୍ତୁ ଅଧିନାୟକ ଭାବରେ ସେ…