Browsing Category
ଖବର
କାମ କରୁନି UPI Service: SBI ଆକାଉଣ୍ଟରୁ ଅନଲାଇନରେ ଟଙ୍କା ପଠାଇବା ହେଲା ମୁସ୍କିଲ
ଓଡ଼ିଶା ଭାସ୍କର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ୟୁପିଆଇ ପେମେଣ୍ଟ । ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଡିଜିଟାଲ ସେବା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି…
ବଡ଼ ଖବର; ‘ପଦ୍ମ ପୋଖରୀ’କୁ ପଶିବେ ଅନୁଭବ! BJPରେ ସାମିଲ ହୋଇପାରନ୍ତି କେନ୍ଦ୍ରାପଡ଼ା ସାଂସଦ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୈତିକ ପଦକ୍ଷେପକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । କେଉଁ ପଦକ୍ଷେପ…
ନିର୍ବାଚନ ଡ୍ୟୁଟିରୁ ବର୍ତ୍ତିବା ପାଇଁ ବାହାନା, ୭ ଦିନରେ ୫୦୦ରୁ ଅଧିକ କର୍ମଚାରୀଙ୍କ ଆବେଦନ
ରାଞ୍ଚି: ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ । ଏଥିପାଇଁ ପଲ୍ଲୀରୁ ସହର ସବୁଆଡ଼େ ନିର୍ବାଚନୀ ମାହୋଲ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଜୋରସୋରରେ ଜାରି ରଖିଛନ୍ତି ନିର୍ବାଚନୀ…
(video)‘ଦେଶ ପାଇଁ ରାହୁଲ ଗାନ୍ଧୀ ଜୀବନ ଦେଇ ସହୀଦ ହୋଇଛନ୍ତି’, ମହାର୍ୟାଲିରେ ଏପରି କହିଲେ ଖଡ୍ଗେ
ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ମହାର୍ୟାଲି ଆୟୋଜନ କରାଯାଇଥିଲା । ଏହି ର୍ୟାଲିରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ତେଜସ୍ୱୀ ଯାଦବଙ୍କ ସହିତ ୨୮ ବିରୋଧୀ ଦଳର ନେତା ସାମିଲ…
ଆଜି ସ୍ପେଶାଲ ‘Double Century’ କରିବେ ରବି ଅଶ୍ୱୀନ: ଧୋନୀ-ବିରାଟ କ୍ଲବରେ ହେବେ ସାମିଲ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦମଦାର ଆରମ୍ଭ କରିଛି ରାଜସ୍ଥାନ ରୋୟଲ୍ସ । ଗରୋଇ ମାଟିରେ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି ରାଜସ୍ଥାନ । ତେବେ ଆଜି ୱାଙ୍ଖେଡେ ଷ୍ଟାଡିମୟରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲଢିବ ସଞ୍ଜୁ…
‘ପ୍ରତ୍ୟେକ ଗାଁରେ ଖୋଲାଯିବ Beer Bar…’ ବଡ଼ ଘୋଷଣା କଲେ ମହିଳା ନେତା: ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି
ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ଏବେ ରାଜନୀତି ମାହୋଲ ଅସ୍ତବ୍ୟସ୍ତ ହୋଇଉଠିଛି । ଲୋକଙ୍କ ମନ ଜିତିବା ପାଇଁ ନେତା-ମନ୍ତ୍ରୀ ବିଭିନ୍ନ ପ୍ରକାର ଘୋଷଣା କରିବାରେ ଲାଗିଛନ୍ତି । କିନ୍ତୁ ସବୁ ପ୍ରତିଶ୍ରୁତି ସବୁ ଘୋଷଣା…
ସାବଧାନ ରୁହ, ବଢୁଛି ତାତି… ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ରାଜ୍ୟରେ ଅସହ୍ୟ ଗରମ ଏବଂ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ତେବେ ଖରା ଓ ତାତି ବଢୁଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ…
Team India ପାଇଁ କିଏ ଖେଳିବେ T20 Wc-2024? ଏପ୍ରିଲ ଶେଷରେ ଘୋଷଣା କରିବ ବିସିସିଆଇ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ବ୍ୟସ୍ତ ରହିଛି ସାରା କ୍ରିକେଟ ଜଗତ । କିନ୍ତୁ ଆଇପିଏଲ ସରିବା ମାତ୍ରେ ଆରମ୍ଭ ହୋଇଯିବ ଟି-୨୦ ବିଶ୍ୱକପ-୨୦୨୪ । ଏଥିପାଇଁ ବିସିସିଆଇ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ଖୁବଶୀଘ୍ର…
ଚାକିରି ଛାଡ଼ିବା ପାଇଁ ବାଧ୍ୟ କରୁଥିଲେ ପୁରଷ ବନ୍ଧୁ, ରାଜି ନହେବାରୁ ହତ୍ୟା କଲେ
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରେମିକାର ଚାକିରିରୁ ଅସନ୍ତୁଷ୍ଟ ଥିବା ଜଣେ ପ୍ରେମିକ ତା’ର ହତ୍ୟା କରିଛି । ମୃତକ ମହିଳା ଜଣଙ୍କ ହେଉଛନ୍ତି କୋଲକାତା ନିବାସୀ…
(Video) Dhoni Finish In Style… ଦିଲ୍ଲୀ ବିପକ୍ଷରେ ଫେରିଲେ ଫେରିଲେ ଭିଣ୍ଟେଜ ମାହି: ମନେ ପଡ଼ିଲା ପ୍ରଥମ ଶତକ
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଚଳିତ ସିଜନର ପ୍ରଥମ ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗସ । ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ବିସ୍ଫୋରକ ଇନିଂସ ପରେ ମଧ୍ୟ ଚେନ୍ନାଇ ଏହି ମ୍ୟାଚରେ ୨୦…