Browsing Category
ଖବର
ଖୁବ୍ ଶୀଘ୍ର ଦିଲ୍ଲୀରେ ଗଡ଼ିବ Uber ବସ୍, ଯାତ୍ରୀଙ୍କୁ ମିଳିବ ଏହି ସବୁ ସୁବିଧା
ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ଅଟୋ, ବାଇକ୍ ଏବଂ ଟ୍ୟାକ୍ସି ପରେ ଖୁବ୍ ଶୀଘ୍ର ଦିଲ୍ଲୀରେ ଗଡ଼ିବ Uber ବସ୍ । ଆପ୍ ଆଧାରିତ ଅନଲାଇନ୍ କ୍ୟାବ୍ ବୁକିଂ ସେବା ପ୍ରଦାନକାରୀ କମ୍ପାନୀ Uber କୁ ଦିଲ୍ଲୀ…
(Video) ଦିନରେ କହିଲେ ଭଗବାନ ଜଗନ୍ନାଥ ପିଏମ ମୋଦୀଙ୍କ ଭକ୍ତ, ରାତି ଅଧରେ ଭୁଲ ମାଗିଲେ ସମ୍ବିତ ପାତ୍ର
ପୁରୀ: ଓଡ଼ିଶା ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭକ୍ତ କହିଥିବାରୁ ଭୁଲ ମାଗିଛନ୍ତି । ସେ କହିଛନ୍ତି ଯେ, ଏହି ଭୁଲର ପ୍ରାୟଶ୍ଚିତ କରିବା…
ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ ହେଲେ ମହମ୍ମଦ ମୋଖବର
ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ ହେଲେ ମହମ୍ମଦ ମୋଖବର। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି ସୋମବାର ଏହି…
(Video) କିଏ ଏହି ଯୁବକ, ଶ୍ରୀମନ୍ଦିର ଗୁମୁଟ ଉପରକୁ ଚଢ଼ିଲେ କାହିଁକି?…ସାମ୍ନାକୁ ଆସିଲା ଫଟୋ
ପୁରୀ: (ଓଡ଼ିଶା ଭାସ୍କର) ହାତରୁ ମାଙ୍କଡ ଝିଙ୍କି ନେଲା ମୋବାଇଲ । ଶ୍ରୀମନ୍ଦିର ଗୁମୁଟ ଉପରକୁ ଚଢିଗଲେ ଭକ୍ତ । ଶ୍ରୀମନ୍ଦିର ଆଗରେ ମୋବାଇଲ ଧରି ଠିଆ ହୋଇଥିଲେ ଯୁବକ ହଠାତ୍ । ମାଙ୍କଡ ପଛେ ପଛେ ଶ୍ରୀମନ୍ଦିର ଗୁମୁଟ…
ସାବଧାନ! ପିଲାଙ୍କୁ ଦେଉଛନ୍ତି କି Fruit Juice? ଏଭଳି ଭୁଲ ସ୍ୱାସ୍ଥ୍ୟ ପାଇଁ ହେଇପାରେ ହାନିକାରକ
ନୂଆଦିଲ୍ଲୀ: କୁହାଯାଏ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଫଳ ଅତ୍ୟନ୍ତ ଆବଶ୍ୟକ। ଆଉ ଫଳ ରସ ଆମ ସ୍ୱାସ୍ଥ୍ୟ ପାଇଁ ଏକ ଟନିକ୍ ଭାବରେ କାମ କରେ । ଏହା ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଏହାକୁ ଅନେକ ରୋଗରୁ ମଧ୍ୟ ରକ୍ଷା…
ସମ୍ପୂର୍ଣ୍ଣ ଧ୍ୱଂସ ହେଲା ମିଆଁମାରରେ ଥିବା ରୋହିଙ୍ଗ୍ୟାଙ୍କ ଦ୍ବିତୀୟ ବୃହତ୍ତମ ସହର; ଚିନ୍ତା ପ୍ରକଟ କଲା ଜାତିସଂଘ
ନୂଆଦିଲ୍ଲୀ: ମିଆଁମାରର ରଖାଇନ୍ ରାଜ୍ୟରେ ରୋହିଙ୍ଗ୍ୟା ବହୁଳ ଏକ ସହରକୁ ଧ୍ୱଂସ କରାଯିବା ନେଇ ଉଦ୍ ବେଗ ପ୍ରକାଶ କରିଛନ୍ତି ଜାତିସଂଘ ମାନବାଧିକାର ମୁଖ୍ୟ । ସହର ଛାଡ଼ି ପଳାଇଲେ ରଖାଇନ୍ ରାଜ୍ୟର ବୁଥିଡୋଙ୍ଗ ସହରର…
(Video) ଖଲ୍ଲିକୋଟ ରାଜନୈତିକ ହିଂସା ଘଟଣାରେ ମୃତ୍ୟୁ ବରଣ କରିଥିବା ଦିଲୀପଙ୍କ ପତ୍ନୀ ଦେଲେ ଭୋଟ
ଗଞ୍ଜାମ: ( ଓଡ଼ିଶା ଭାସ୍କର ) ରାଜନୈତିକ ହିଂସାରେ ମୃତ୍ୟୁ ବରଣ କରିଥିବା ଦିଲୀପଙ୍କ ପତ୍ନୀ ଦେଲେ ଭୋଟ । ଗତ ୧୫ ତାରିଖ ରାତିରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ରାଜନୈତିକ ହିଂସାରେ ପ୍ରାଣ ହରାଇ ଥିବା ଦିଲୀପ ପାହାନଙ୍କ…
BIG BREAKING…ସତର୍କ କଲେ SRC; ପ୍ରବଳ ବର୍ଷାର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପଳଙ୍କୁ ଚିଠି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସତର୍କ କଲେ SRC । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିକୁ ନେଇ ସତର୍କ କରାଇଲେ SRC । ରାଜ୍ୟର ସମସ୍ତ ଜିଲ୍ଲାପଳ, ଆରଡିସିଙ୍କୁ ଲେଖିଲେ ଚିଠି । ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ…
(Video) ‘ବଚପନ୍ କେ ପ୍ୟାର’ ସହ M.S Dhoni: ଆଇପିଏଲ ପରେ ରାଞ୍ଚିରୁ ମାହିଙ୍କ ଅଦ୍ଭୁତ ଭିଡିଓ
ନୂଆଦିଲ୍ଲୀ: ନକ୍ ଆଉଟ୍ ମ୍ୟାଚରେ ପରାସ୍ତ ହୋଇ ଆଇପିଏଲ-୨୦୨୪ରୁ ବାଦ୍ ପଡ଼ିଛି ଚେନ୍ନାଇ ସୁପର କିଙ୍ଗସ । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ବିପକ୍ଷ ମ୍ୟାଚରେ ପରାଜୟ ଚେନ୍ନାଇକୁ ପ୍ଲେ-ଅଫରୁ ଦୂରେଇ ଦେଇଛି । ଏହାସହିତ…
(Video) ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ… କିଏ ପାଆନ୍ତି ଅଧିକ ଦରମା? ଜାଣନ୍ତୁ ସମସ୍ତଙ୍କ ସାଲାରୀ କେତେ
ଓଡ଼ିଶା ଭାସ୍କର: ଯିଏ ଚାକିରି କରେ ସେ ଦରମା ପାଆନ୍ତି । ହେଲେ ଏମାନେ ହେଉଛନ୍ତି ଦେଶର ସର୍ବ ବୃହତ ଆସନରେ ବସିଥିବା ବ୍ୟକ୍ତି । ଯେଉଁ ମାନେ ଦେଶ ରାଜ୍ୟକୁ ଚଳାଉଛନ୍ତି । କେବେ ଭାବିଛନ୍ତି କି ଯେଉଁ ମାନେ ଦେଶକୁ…