Browsing Category

ଖବର

(video)ପ୍ରେଗନାନ୍ସୀ ଅବସ୍ଥାରେ ଭୋଟ ଦେବାକୁ ପହଞ୍ଚିଲେ ଦୀପିକା, ହାତ ଧରି ଯତ୍ନର ସହ ବୁଥ୍ ମଧ୍ୟକୁ ନେଇଗଲେ ରଣବୀର

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ୨୦୨୪ ଲାଗି ମେ’ ୨୦ରେ ୫ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ମହାରାଷ୍ଟ୍ରରେ ଆଜି ଭୋଟିଂ ହେଉଛି । ତେବେ ମୁମ୍ବାଇର ସମସ୍ତ ସେଲିବ୍ରିଟି ନିଜର ଏହି ଗଣତାନ୍ତ୍ରିକ ଅଧିକାରକୁ ଉପଭୋଗ…

ପୁଅର ଭୁଲ୍ ପାଇଁ ବାପା-ମା’ଙ୍କୁ ଦଣ୍ଡ ଦେଲେ ଗାଁ ଲୋକ; ଦଳିତ ଦମ୍ପତିଙ୍କୁ ମାଡ଼ ମାରିବା ସହ ପିନ୍ଧାଇଲେ ଜୋତାମାଳ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାରେ ଜଣେ ବୃଦ୍ଧ ଦଳିତ ଦମ୍ପତିଙ୍କୁ ମାଡ଼ ମାରିବା ସହ ଜୋତାମାଳ ପିନ୍ଧାଇବା ଅଭିଯୋଗ ହୋଇଛି। ରବିବାର ପୋଲିସ ଏହି ସୂଚନା ଦେଇଛି। ପୁଲିସ କହିଛି ଯେ ପୀଡ଼ିତା ଦମ୍ପତିଙ୍କ ପୁଅ…

ଓଲଟିଲା ଗାଡ଼ି; ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୮ ମୃତ୍ୟୁ, ୮ ଜଣ ଗୁରୁତର

କୱର୍ଦ୍ଧା: ଛତିଶଗଡ଼ର କୱର୍ଦ୍ଧା ଅଞ୍ଚଳରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ପିକ୍-ଅପ୍ ଗାଡ଼ି ଓଲଟି ଯିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଯାଇଛି । ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା…

(Video)‘ଭୋଟ ନ ଦେଉଥିବା ଲୋକଙ୍କ ଉପରେ ସରକାର ଟିକସ ଲାଗୁ କରିବା ଉଚିତ୍‌’: ମତଦାନ ପରେ ଏପରି କହିଲେ ପରେଶ ରାୱଲ

ନୂଆଦିଲ୍ଲୀ: ଆଜି ଦେଶରେ ୫ମ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ଅନେକ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ ନେତା-ମନ୍ତ୍ରୀ ଭୋଟ ଦେଉଛନ୍ତି । ତେବେ ବଲିଉଡ ଅଭିନେତା ପରେଶ…

(Video) ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ଝାଞ୍ଜ-କୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ

ପୁରୀ: ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ରୋଡ ସୋ କାର୍ଯ୍ୟକ୍ରମ ଚାଲିଛି । ଏହି ରୋଡ ସୋରେ ମନମୋହନ ସାମଲ, ସମ୍ବିତ ପାତ୍ର ସାମିଲ ହୋଇଛନ୍ତି । ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ରୋଡ ସୋ…

(Video) କୋର୍ଟରେ Butter Chicken ମାମଲା… କିଏ ଉଦ୍ଭାବନ କରିଥିଲେ ଏହି Item? ନିଷ୍ପତ୍ତି ନେବେ ବିଚାରପତି

ନୂଆଦିଲ୍ଲୀ: ସମସ୍ତଙ୍କ ପସନ୍ଦ ବଟର ଚିକେନ୍ । ପାଟିକୁ ଯାହା ଭଲ ଲାଗିଲା ତାହା ଆମେ ଖାଇ ଯାଉଛେ । ହେଲେ ପ୍ରଥମେ ସେହି ଖାଦ୍ୟ କିଏ ବନାଇଥିଲେ ସେ ବିଷୟରେ କେହି ଜାଣିବାକୁ ଚେଷ୍ଟା ବି କରନ୍ତି ନାହିଁ । କିନ୍ତୁ ଏବେ…

ORS ପାଣି ପିଇବାରୁ ମସ୍ତିଷ୍କରେ ପଡ଼ୁଛି ପ୍ରଭାବ… କିପରି ଚିହ୍ନିବେ ଅସଲି ଓଆରଏସ ପାଣି? ଜାଣନ୍ତୁ ଉପାୟ

ଓଡ଼ିଶା ଭାସ୍କର: ମାର୍କେଟରେ ବର୍ତ୍ତମାନ ଅନେକ ଜିନିଷର ନକଲି ତଥା ଅପମିଶ୍ରିତ ଦ୍ରବ୍ୟ ବିକ୍ରି ହେଉଛି । ଅନେକ ଗୁଡ଼ିଏ ଡ୍ରିଙ୍କସ ମଧ୍ୟ ଏହିସବୁ ତାଲିକାରେ ସାମିଲ ହେଇଛି, ଯାହା ଖାଲି ଆଖିରେ ଚିହ୍ନିବା ବି କଷ୍ଟକର ।…

ଅତ୍ୟଧିକ ମିଠା ଖାଇବା ଛଡ଼ାଇ ନେବ ଯୌବନ! ସମୟ ପୂର୍ବରୁ ଆସିବ ବୃଦ୍ଧାବସ୍ଥା, ଗମ୍ଭୀର କ୍ଷତି

ଖରାପ ଲାଇଫଷ୍ଟାଇଲ୍ ଏବଂ ଖାଇବା ଅଭ୍ୟାସ, ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କ୍ରନିକ୍ ରୋଗ ଏବଂ ପରିବେଶଗତ କାରଣରୁ ଧିରେ ଧିରେ ମନୁଷ୍ୟର ହାରାହାରି ବୟସ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ସମଗ୍ର…

IPL ଇତିହାସରେ ପ୍ରଥମ… Punjab Kings ରଚିଲା ବିରାଟ ଇତିହାସ: ହାଇଦ୍ରାବାଦରେ ଅଦ୍ଭୁତ ରେକର୍ଡ

ନୂଆଦିଲ୍ଲୀ: ଶେଷ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ମାତ୍ ଦେଇଛି ସନରାଇଜର୍ସ ହାଇଦ୍ରାବାଦ୍ । ତେବେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୧୫ ରନର ଲକ୍ଷ୍ୟ ଦେଇଥିବା ବେଳେ ମ୍ୟାଚର ଶେଷ ଓଭରରେ ଏହାକୁ ହାସଲ କରିବାରେ ସଫଳ…

ରିସର୍ଚ୍ଚରୁ ଖୁଲାସା: ସପ୍ତାହରେ ୩-୪ ଥର SEX କଲେ କମେ ପୁରୁଷଙ୍କ Prostate Cancer ଆଶଙ୍କା

ନୂଆଦିଲ୍ଲୀ: କ୍ୟାନସର ଆଜି ସାରା ବିଶ୍ୱରେ ଏକ ଘାତକ ରୋଗ ଭାବେ ସାବ୍ୟସ୍ତ ହୋଇଛି । ଉଭୟ ପୁରୁଷ ଓ ମହିଳା ଏହାର ଶିକାର ପାଲଟୁଥିବା ବେଳେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଏହା ସଂକ୍ରମିତ କରିଥାଏ । ତେବେ ନିକଟରେ…