Browsing Category

ଖବର

ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ଜୟପୁର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନ ରାଜ୍ୟସଭା ନିର୍ବାଚନ୨୦୨୪ରେ ୨ ଜଣ ବିଜେପି ଓ ଜଣେ କଂଗ୍ରେସ ପ୍ରାର୍ଥୀ…

ଶିଖ୍ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ କହିବାକୁ ନେଇ ତେଜୁଛି ବିବାଦ; ମମତା କହିଲେ ବିଜେପି ବିଭାଜନକାରୀ ରାଜନୀତି କରୁଛି

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ବିଜେପିର ବିଭାଜନକାରୀ ରାଜନୀତି ସାମ୍ବିଧାନିକ ସୀମାକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ଏହା ସହ ଜଡିତ ଏକ ଭିଡିଓ ମଧ୍ୟ ସେ ନିଜ ଏକ ଟ୍ୱିଟରେ…

ଖୁସି ଖବର: ବାହାଘର ସିଜନରେ ଖସିଲା ସୁନା ଦର, ଆଜି ହିଁ ଉଠାନ୍ତୁ ଫାଇଦା

ଓଡ଼ିଶା ଭାସ୍କର: ବର୍ତ୍ତମାନ ଦେଶରେ ଜାରି ରହିଛି ବାହାଘର ସିଜନ। ଫଳରେ ବଜାରରେ ସୁନା ଦର କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଆଜି ସସ୍ତାହର ଦ୍ୱିତୀୟ ଦିନରେ ଏଥିରେ ହ୍ରାସ ଘଟିଛି। ତେବେ ଏଭଳି ପରିସ୍ଥିତିରେ ସୁନା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୩ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ…

(Video) M.S Dhoni ନା ରୋହିତ… କିଏ IPLର ସର୍ବଶ୍ରେଷ୍ଠ ଅଧିନାୟକ? ମିଳିଲା ଉତ୍ତର

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪କୁ ଆଉ ମାତ୍ର କେଇଟା ଦିନର ଅପେକ୍ଷା । ତେବେ ଏହାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଆରମ୍ଭ ହୋଇଗଲାଣି । ଆଇପିଏଲ ଇତିହାସରେ ସର୍ବଶ୍ରେଷ୍ଠ ଅଧିନାୟକ କିଏ? ଏ ପ୍ରଶ୍ନକୁ ନେଇ ଖୁବ ଆଲୋଚନା…

(Video) ଖେଳନା ଭାବି ସାପକୁ ଚୋବାଇବାକୁ ଲାଗିଲା ଏହି ଶିଶୁ, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପିଲାମାନେ କିଛି ନା କିଛି ଜିନିଷକୁ ପାଟିରେ ଚୋବଇଥାନ୍ତି । ଯଦି ସେମାନଙ୍କୁ ମନାକରାଯାଏ ତେବେ ଆହୁରି ଚୋବାଇବାକୁ ଲାଗନ୍ତି । ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶିଶୁଟି ଏକ…

ବର୍ଷକୁ ୨ ଥର ବୋର୍ଡ ପରୀକ୍ଷାରେ ବସିପାରିବେ ଛାତ୍ରଛାତ୍ରୀ: ମାଟ୍ରିକ-ଦ୍ୱାଦଶ ପରୀକ୍ଷାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପିଲାଙ୍କ ବୋର୍ଡ ପରୀକ୍ଷା । ଏହା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଲାଙ୍କ ବୋର୍ଡ ପରୀକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଆସନ୍ତା…

ରେକର୍ଡ଼େଡ୍ କଲ ପ୍ରତି ସାବଧାନ୍ ! ମହିଳାଙ୍କ Delivery app accountରୁ ଉଡ଼ିଗଲା ୯୭ ହଜାର ଟଙ୍କା, ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଯୁଗ । ତେଣୁ ଦିନକୁ ଦିନ ଅନଲାଇନ୍ ଠକେଇ ଭଳି ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନଲାଇନ୍ ଠକମାନେ ମଧ୍ୟ ବେଶ ସକ୍ରିୟ ହୋଇଗଲେଣି । ସେମାନେ ଠକିବା ପାଇଁ ସବୁବେଳେ ଭିନ୍ନ ଭିନ୍ନ ପନ୍ଥା…

‘ରାଜନୀତି’ ଦୁନିଆରେ ପାଦ ଥାପିଲେ ଶୁଭମନ ଗିଲ୍: Election Commission ଦେଲେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲଙ୍କୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବଡ଼ ଦାୟିତ୍ୱ ମିଳିଛି । ପଞ୍ଜାବର ନିର୍ବାଚୟ ଆୟୋଗ ଶୁଭମନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ଆସନ୍ତା ନିର୍ବାଚନ…

ଚାକିରି ଛାଡ଼ି ଯାଉଥିଲେ Google କର୍ମଚାରୀ, ଜାଣନ୍ତୁ କର୍ମଚାରୀଙ୍କୁ ଅଟକାଇବା ପାଇଁ କ’ଣ ଅଫର ଦେଲା କମ୍ପାନୀ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ଭାବେ ଜଣାଶୁଣା ଗୁଗୁଲ । ଗୁଗୁଲ କମ୍ପାନୀ ସବୁବେଳେ କର୍ମଚାରୀଙ୍କ ଛଟେଇକୁ ନେଇ ଚର୍ଚ୍ଚାରେ ରହି ଆସିଛି । ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ…