Browsing Category
ଖବର
ନୂଆ ଟେକ୍ନୋଲୋଜୀ: ଯଦି ଚଲାଉଛନ୍ତି ଅଧିକ ସ୍ପିଡରେ କାର୍, ମନକୁ ମନ କମ୍ ହୋଇଯିବ slow
ନୂଆଦିଲ୍ଲୀ: ରାସ୍ତାରେ ଦ୍ରୃତ ଗତିରେ ଯାଉଥିବା ଗାଡ଼ିକୁ କାବୁ କରିବା ପାଇଁ ନୂଆ ଟେକ୍ନୋଲୋଜୀ ଆସୁଛି । ଏହି ଟେକ୍ନୋଲୋଜୀ ଦ୍ୱାରା କୌଣସି ଗାଡ଼ି ନିର୍ଦ୍ଧାରିତ ସ୍ପିଡ ଲିମିଟରୁ ଅଧିକରେ ଯାଇପାରିବ ନାହିଁ । କାରଣ ଏହି…
(Video) ମୁଁ କ’ଣ ସତରେ ଅପବିତ୍ର, ସାଇ ପଡ଼ିଶା କହୁଛନ୍ତି ମୁଁ ଛୋଟ ଜାତି: ମୁଖ୍ୟମନ୍ତ୍ରୀଙ୍କୁ ଶୁଭଦ୍ରାଙ୍କ କୋହଭରା ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋର ଜନ୍ମକଲା ବାପା-ମାଆ କିଏ ମୁଁ ଜାଣିନି । ମୁଁ ହତଭାଗିନୀଟିଏ । ମୁଁ ଦ୍ୱିତୀୟ ଶ୍ରେଣୀରେ ପାଢ଼ ପଢ଼ୁଥିବା ସମୟରେ ମୋତେ ଲାଳନ ପାଳନ କରୁଥିବା ବାପା ମୋତେ ଛାଡ଼ି ଆରପାରିକୁ ଚାଲିଗଲେ ।…
ମୁଣ୍ଡୁଳିରେ କମୁଛି ଜଳସ୍ତର: ପ୍ରେସମିଟରେ ସୂଚନା ଦେଲେ SRC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ବନ୍ୟା ସ୍ଥିତି ରହିଛି । ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଶହ ଶହ ଲୋକ । ବୁଡ଼ିଯାଇଛି ଗାଁ ଗଣ୍ଡା । ନଷ୍ଟ ହୋଇଛି ଚାଷବେଉସା । ଯାହାକୁ ନେଇ ଚିନ୍ତାରେ ବନ୍ୟା ପ୍ରଭାବିତ ।…
PM Kisaan Yojna: ଖୁସି ଖବର ! ୧୨ ଦିନ ପରେ କୃଷକଙ୍କ ଖାତାକୁ ଆସିବ ଦ୍ୱାଦଶ କିସ୍ତିର ୨,୦୦୦ ଟଙ୍କା
ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ସଞ୍ଚାଳିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ନୂତନ କିସ୍ତିକୁ ନେଇ ଆସିଛି ଏକ ବଡ ଖୁସି ଖବର । ଖୁବଶୀଘ୍ର ହିତାଧିକାରୀମାନଙ୍କୁ ମିଳିବ ଏହି ଯୋଜନାର ଦ୍ୱାଦଶ କିସ୍ତି ।…
Video: ଚଳନ୍ତା ଟ୍ରେନରୁ ଓହ୍ଲାଇବାବେଳେ ଖସିଗଲା ଗୋଡ଼, ବଞ୍ଚାଇଦେଲେ ଆରପିଏଫ୍ ଯବାନ, ନହେଲେ…
ମୁମ୍ବାଇ: ତରତର ହୋଇ ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବା ଅନେକ ସମୟରେ ଅସୁବିଧାର କାରଣ ହୋଇଛି । ଏବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଜଣେ ମହିଳା ସନ୍ତୁଳନ…
ବନ୍ୟାରେ ଭାସିଯାଇଥିଲା ୮୭ କାର୍, ନୂଆ କରିକି ବିକିଦେଲେ !
ଆପଣ ଅନେକ ସମୟରେ ଦେଖିଥିବେ ଯେ ଚୋରମାନେ ଗାଡ଼ି ଚୋରି କରି ଏହାକୁ ବିଭିନ୍ନ ଉପାୟରେ ବିକ୍ରି କରିଦେଇଥାନ୍ତି । କିନ୍ତୁ ଏବେ ପଞ୍ଜାବରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିଲେ ଆପଣ ମୁଣ୍ଡରେ ହାତଦେଇଦେବେ ।…
ଅବକାରୀ ନୀତି ଘୋଟାଲାରେ ମନୀଷ ସିସୋଦିଆ ମୁଖ୍ୟ ଅଭିଯୁକ୍ତ: CBI
ନୂଆଦିଲ୍ଲୀ: ଅବକାରୀ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଏହି ମାମଲାରେ ଆଜି ସିବିଆଇ ତାଙ୍କ ବାସଭବନରେ ରେଡ କରିଛି । ଜଣେ ସରକାରୀ ଅଧିକାରୀଙ୍କ ଘରେ ମଧ୍ୟ ରେଡ୍…
ମଙ୍କିପକ୍ସ ରୋଗ ହେଲେ ଶରୀରରେ ଦେଖାଯାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ କ’ଣ ଏହି ରୋଗ…
ନୂଆଦିଲ୍ଲୀ: ବିଶ୍ୱରେ ମଙ୍କିପକ୍ସ(Monkeypox) ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂଯାୟୀ ଏପର୍ଯ୍ୟନ୍ତ ୮୦ ଦେଶରେ ୨୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ତେବେ କ'ଣ…
ବଢ଼ୁଛି ବିପଦ ! ମଙ୍କିପକ୍ସ ମଣିଷଙ୍କ ଠାରୁ ଡେଉଁଛି ପଶୁଙ୍କୁ, ଫ୍ରାନ୍ସରୁ ଆସିଲା ପ୍ରଥମ ମାମଲା
ନୂଆଦିଲ୍ଲୀ: ବିଶ୍ୱରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଫ୍ରାନ୍ସର ପ୍ୟାରିସରେ ମଣିଷଙ୍କ ଠାରୁ କୁକରକୁ ମଙ୍କିପକ୍ସ ସଂକ୍ରମିତ ହେଉଥିବା ମାମଲା…
ରାହୁଲ ଗାନ୍ଧିଙ୍କ PA ଗିରଫ: ସାମ୍ନାକୁ ଆସିଲା କଂଗ୍ରେସ ଦପ୍ତର ଭଙ୍ଗାରୁଜା ବେଳର ଦୃଶ୍ୟ
ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପିଏଙ୍କୁ ପୋଲିସ ଗିରଫ କରିଛି । ଗତ ଜୁନ ମାସ ୨୪ରେ ରାହୁଲଙ୍କ ଅଫିସରେ ଭଙ୍ଗାରୁଜା କରାଯାଇଥିଲା । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ…