Browsing Category

ଖବର

ମୁଣ୍ଡୁଳିରେ କମୁଛି ଜଳସ୍ତର: ପ୍ରେସମିଟରେ ସୂଚନା ଦେଲେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ବନ୍ୟା ସ୍ଥିତି ରହିଛି । ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଶହ ଶହ ଲୋକ । ବୁଡ଼ିଯାଇଛି ଗାଁ ଗଣ୍ଡା । ନଷ୍ଟ ହୋଇଛି ଚାଷବେଉସା । ଯାହାକୁ ନେଇ ଚିନ୍ତାରେ ବନ୍ୟା ପ୍ରଭାବିତ ।…

PM Kisaan Yojna: ଖୁସି ଖବର ! ୧୨ ଦିନ ପରେ କୃଷକଙ୍କ ଖାତାକୁ ଆସିବ ଦ୍ୱାଦଶ କିସ୍ତିର ୨,୦୦୦ ଟଙ୍କା

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ସଞ୍ଚାଳିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ନୂତନ କିସ୍ତିକୁ ନେଇ ଆସିଛି ଏକ ବଡ ଖୁସି ଖବର । ଖୁବଶୀଘ୍ର ହିତାଧିକାରୀମାନଙ୍କୁ ମିଳିବ ଏହି ଯୋଜନାର ଦ୍ୱାଦଶ କିସ୍ତି ।…

Video: ଚଳନ୍ତା ଟ୍ରେନରୁ ଓହ୍ଲାଇବାବେଳେ ଖସିଗଲା ଗୋଡ଼, ବଞ୍ଚାଇଦେଲେ ଆରପିଏଫ୍ ଯବାନ, ନହେଲେ…

ମୁମ୍ବାଇ: ତରତର ହୋଇ ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବା ଅନେକ ସମୟରେ ଅସୁବିଧାର କାରଣ ହୋଇଛି । ଏବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଜଣେ ମହିଳା ସନ୍ତୁଳନ…

ବନ୍ୟାରେ ଭାସିଯାଇଥିଲା ୮୭ କାର୍, ନୂଆ କରିକି ବିକିଦେଲେ !

ଆପଣ ଅନେକ ସମୟରେ ଦେଖିଥିବେ ଯେ ଚୋରମାନେ ଗାଡ଼ି ଚୋରି କରି ଏହାକୁ ବିଭିନ୍ନ ଉପାୟରେ ବିକ୍ରି କରିଦେଇଥାନ୍ତି । କିନ୍ତୁ ଏବେ ପଞ୍ଜାବରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିଲେ ଆପଣ ମୁଣ୍ଡରେ ହାତଦେଇଦେବେ ।…

ଅବକାରୀ ନୀତି ଘୋଟାଲାରେ ମନୀଷ ସିସୋଦିଆ ମୁଖ୍ୟ ଅଭିଯୁକ୍ତ: CBI

ନୂଆଦିଲ୍ଲୀ: ଅବକାରୀ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଏହି ମାମଲାରେ ଆଜି ସିବିଆଇ ତାଙ୍କ ବାସଭବନରେ ରେଡ କରିଛି । ଜଣେ ସରକାରୀ ଅଧିକାରୀଙ୍କ ଘରେ ମଧ୍ୟ ରେଡ୍…

ମଙ୍କିପକ୍ସ ରୋଗ ହେଲେ ଶରୀରରେ ଦେଖାଯାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ କ’ଣ ଏହି ରୋଗ…

ନୂଆଦିଲ୍ଲୀ: ବିଶ୍ୱରେ ମଙ୍କିପକ୍ସ(Monkeypox) ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂଯାୟୀ ଏପର୍ଯ୍ୟନ୍ତ ୮୦ ଦେଶରେ ୨୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ତେବେ କ'ଣ…

ବଢ଼ୁଛି ବିପଦ ! ମଙ୍କିପକ୍ସ ମଣିଷଙ୍କ ଠାରୁ ଡେଉଁଛି ପଶୁଙ୍କୁ, ଫ୍ରାନ୍ସରୁ ଆସିଲା ପ୍ରଥମ ମାମଲା

ନୂଆଦିଲ୍ଲୀ: ବିଶ୍ୱରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଫ୍ରାନ୍ସର ପ୍ୟାରିସରେ ମଣିଷଙ୍କ ଠାରୁ କୁକରକୁ ମଙ୍କିପକ୍ସ ସଂକ୍ରମିତ ହେଉଥିବା ମାମଲା…

ରାହୁଲ ଗାନ୍ଧିଙ୍କ PA ଗିରଫ: ସାମ୍ନାକୁ ଆସିଲା କଂଗ୍ରେସ ଦପ୍ତର ଭଙ୍ଗାରୁଜା ବେଳର ଦୃଶ୍ୟ

ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପିଏଙ୍କୁ ପୋଲିସ ଗିରଫ କରିଛି । ଗତ ଜୁନ ମାସ ୨୪ରେ ରାହୁଲଙ୍କ ଅଫିସରେ ଭଙ୍ଗାରୁଜା କରାଯାଇଥିଲା । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ…

ମଧ୍ୟାହ୍ନ ଭୋଜନ ଖାଇ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ୬ ଗୁରୁତର…

ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଲେ ୫୦ରୁ ଅଧିକ ଛାତ୍ରଛାତ୍ରୀ । ଏମାନଙ୍କ ମଧ୍ୟରୁ ୬ ଜଣକ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଘଟିଛି…

ନୂଆଖାଇ ପାଇଁ ହେଲା ଲଗ୍ନ ସ୍ଥିର, ଜାଣନ୍ତୁ କେଉଁ ସମୟରେ ମାଆ ସମଲେଶ୍ବରୀଙ୍କ ପାଖରେ ଲାଗି ହେବ ନବାନ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ସ୍ଥିର ହୋଇଛି ଲଗ୍ନ । ସ୍ଥିର ହୋଇଥିବା ଲଗ୍ନରେ ମା' ସମଲେଶ୍ୱରୀଙ୍କ ଠାରେ ଲାଗୁହେବ ନବାନ୍ନ । ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୂଯାୟୀ ଭାଦ୍ରବ ମାସ ପଞ୍ଚମୀ ତିଥି ତୁଳା…