Browsing Category
ଖବର
କର୍ଣ୍ଣାଟକର ସମସ୍ତ ବିଦ୍ୟାଳୟ ଓ କଲେଜରେ ଜାତୀୟ ସଂଗୀତ ଗାନ ବାଧ୍ୟତାମୂଳକ, ଅବହେଲା କଲେ କାର୍ଯ୍ୟନୁଷ୍ଠାନ
ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାର ଏକ ନିର୍ଦ୍ଦେଶ ଜାରିକରି ରାଜ୍ୟର ସମସ୍ତ ବିଦ୍ୟାଳୟ ଏବଂ ପ୍ରି-ୟୁନିଭରସିଟି କଲେଜରେ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ସକାଳେ ଜାତୀୟ ସଙ୍ଗୀତ ଗାନ କରିବା ବାଧ୍ୟତାମୂଳକ କରିଛନ୍ତି ।…
କାର୍ଯ୍ୟରେ ଅବହେଳା ଅଭିଯୋଗ, ଫାଣ୍ଡି ଅଧିକାରୀଙ୍କ ସହ ୪ କନେଷ୍ଟବଳ ନିଳମ୍ବିତ
ମାଲକାନଗିରି, (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ଚାରି ଜଣ କନ ଷ୍ଟେବଲଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ନିଳମ୍ବିତ କରାଯାଇଛିା ଏ ସମ୍ବନ୍ଧରେ ଓର୍କେଳ ଥାନା…
ବିଲୀନ ହୋଇଯିବ କି ଜୀବଜଗତ ? କମୁଛି ପୃଥିବୀର ଗତି, ବଢ଼ୁଛି ବୈଜ୍ଞାନିକଙ୍କ ଚିନ୍ତା
ନୂଆଦିଲ୍ଲୀ: ବିଲୀନ ହୋଇଯିବ କି ଜୀବଜଗତ ? କାହିଁକି କମୁଛି ପୃଥିବୀର ଗତି? କାହିଁକି ବଢୁଛି ପୃଥିବୀରେ ଦିନର ଅବଧି ? କ’ଣ ହୋଇପାରେ ଏହା ପଛର ରହସ୍ୟ ? ଏପରି ରହସ୍ୟ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବନି ତ ?…
ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ, ସ୍ୱାମୀ ଅଟକ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜଧାନୀର ଖାରବେଳନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ତାଙ୍କ ତାଙ୍କ ଘରୁ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ହେଉଛନ୍ତି ବିଷ୍ଣୁ ମୋହନ ପ୍ରହରାଜଙ୍କ ସ୍ତ୍ରୀ…
୨୦୨୪ ସାଧାରଣ ନିର୍ବାଚନ: ରୋଡ୍ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ବିଜେଡି-ବିଜେପି, ୩୦ ଜିଲ୍ଲା ପାଇଁ ବିଜେଡିର ୬ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଠାରୁ ନିଜର ରଣନୀତି ଆରମ୍ଭ କରିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ଓ ପୁରୀ ଜିଲ୍ଲାପାଳ
ପୁରୀ,(ଭାସ୍କର ନ୍ୟୁଜ୍) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ୍ । ଶ୍ରୀ ପାଣ୍ଡିଆନ୍ ଗୁରୁବାର ସନ୍ଧ୍ୟାରେ ପୁରୀ ଗସ୍ତ କରି…
ଆସୁଛି ଆଉ ଏକ ବଡ଼ ବର୍ଷା: ଆଜିଠୁ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଆସୁଛି ଆଉ ଏକ ବଡ଼ ବର୍ଷା । ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତୁଞ୍ଜୟ ମହାପାତ୍ର । ସୂଚନା ଅନୁଯାୟୀ ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ…
ରାଷ୍ଟ୍ରପତିଙ୍କ ସଚିବ ହେଲେ ଓଡ଼ିଶା କ୍ୟାଡର IAS, ଜାଣନ୍ତୁ କିଏ…
ନୂଆଦିଲ୍ଲୀ: ଆଇଏଏସ ରାଜେଶ ବର୍ମାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କ ସଚିବ ଭାବରେ ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି । ରାଜେଶ ବର୍ମା ୧୯୮୭ ବ୍ୟାଚର…
ଆଶ୍ଚର୍ଯ୍ୟ! ପୃଥିବୀପୃଷ୍ଠର ବାୟୁମଣ୍ଡରେ ହଠାତ୍ ଦୃଶ୍ୟମାନ ହେଲା ଏକ ଅଦ୍ଭୂତ ଦୃଶ୍ୟ
ନୂଆଦିଲ୍ଲୀ: ପୃଥିବୀର ବାୟୁମଣ୍ଡଳରେ ଅଚାନକ ଏକ ରହସ୍ୟମୟୀ ଜେଲୀଫିଶ ଆକାରର ଜିନିଷ ଦୃଶ୍ୟମାନ ହୋଇଛି । ଏହି ଅସାଧାରଣ ଦୃଶ୍ୟଟି ଲାଞ୍ଜ ଭଳି ଲମ୍ବିଛି । କିଛି ସମୟ ଦୃଶ୍ୟମାନ ହେବା ପରେ ଏହା ବାୟୁମଣ୍ଡଳରେ ଫାଟି…
ମାଗଣାରେ ବାଣ୍ଟିଲେ ୧ ଲକ୍ଷ ଗୁପଚୁପ୍, କାରଣ ଜାଣିଲେ ଆପଣ ବି କହିବେ…
କୁହାଯାଏ ଝିଅ ହେଉଛି ଘରର ଲକ୍ଷ୍ମୀ । ଝିଅ ଥିଲେ ଘର ସୁଖ ସମୃଦ୍ଧିରେ ଭରିଯାଏ । ବୋଧ ହୁଏ ଏହି କଥାକୁ ଠିକ୍ ଭାବରେ ବୁଝିଛନ୍ତି ଏହି ବ୍ୟକ୍ତି । ସେଥିପାଇଁ ତ' ନିଜ ଝିଅର ପ୍ରଥମ ଜନ୍ମବାର୍ଷିକୁ ପାଳନ କରିବା ଏବଂ ଏହାକୁ…