Browsing Category

ଖବର

Ind vs Ban; ଅସମ୍ଭବ କ୍ୟାଚ ଧରିଲେ କେ.ଏଲ ରାହୁଲ: ଧୋନୀଙ୍କୁ ମନେ ପକାଇଲା ସାରା ଭାରତ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଦମଦାର ଖେଳ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ପାକିସ୍ତାନକୁ ମାତ୍ ଦେବା ପରେ ଏବେ ବାଂଲାଦେଶ ସହ ମୁହାଁମୁହିଁ ହୋଇଛି । ତେବେ ଏହି ମ୍ୟାଚରେ ଷ୍ଟାର…

କାଲିଠୁ ଗଡିବନି ବସ୍ ; ନିଜ ନିଷ୍ପତିରେ ଅଟଳ ରହିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର; କାଲିଠୁ ରାଜ୍ୟରେ ଗଡିବନି ଘରୋଇ ବସ୍ । ନିଜ ନିଷ୍ପତିରେ ଅଟଳ ରହି ଆସନ୍ତା କାଲିଠାରୁ ଧର୍ମଘଟ କରିବାକୁ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । କାଲି ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧର୍ମଘଟ…

World Cupରୁ ବାଦ୍ ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା? ତେବେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଆହତ ହୋଇ ପାଭିଲିୟନକୁ ଫେରି ଯାଇଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଗୋଡ଼ରେ ଆଘାତ ଲାଗିଥିବାରୁ ସମ୍ପୂର୍ଣ୍ଣ ମ୍ୟାଚରେ ସେ ବୋଲିଂ କିମ୍ବା ଫିଲ୍ଡିଂ କରିପାରିବେ…

ନିଗମ କମିଶନରଙ୍କ ଗାଡିକୁ ଫିଙ୍ଗିଲେ ସିନ୍ଦୁର ଲଗା କଟା ଲେମ୍ବୁ: ଥାନାରେ ମାମଲା, ତନ୍ତ୍ର କରାଯାଇଥିବା ସନ୍ଦେହ

ଓଡିଶା ଭାସ୍କର: ମଧ୍ୟ ପ୍ରଦେଶର ଇନ୍ଦୋରରୁ ଆସିଛି ଏକ ଅଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା । ପ୍ରକୃତ ଘଟଣା ହେଉଛି ଇନ୍ଦୋରର ନଗର ନିଗମ ହର୍ଷୀକା ସିଂହଙ୍କ ଗାଡିରେ କେହି ସିନ୍ଦୁର ଲଗା କଟା ଲେମ୍ବୁ ଫିଙ୍ଗିଛି । ଯାହାକୁ…

(Big News) ଆଉ ବୋଲିଂ କରିବେନି ହାର୍ଦ୍ଦିକ! ଆହତ ପରେ ସ୍କାନ ପାଇଁ ଗଲେ ଉପ-ଅଧିନାୟକ, ଚିନ୍ତାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ପାଭିଲିୟନ ଫେରି ସାରିଛନ୍ତି । ଗୋଡ଼ରେ ଆଘାତ ଯୋଗୁଁ ପଡ଼ିଆ ଛାଡ଼ି ବାହାରକୁ ଚାଲିଯାଇଛନ୍ତି ଦଳର ଉପ-ଅଧିନାୟକ । କିନ୍ତୁ ବର୍ତ୍ତମାନ…

‘ମୁଁ ଛାଡ଼ିବାକୁ ଚାହୁଁଛି, ମୁଖ୍ୟମନ୍ତ୍ରୀ ପଦ ହିଁ ମୋତେ ଛାଡ଼ିବାକୁ ଚାହୁଁନି…’ ବଡ଼ ବୟାନ ଦେଲେ ଗେହଲଟ

ନୂଆଦିଲ୍ଲୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ଇଚ୍ଛା କରିଛନ୍ତି । ଏଭଳି ଏକ ବୟାନ ଦେଇ ରାଜସ୍ଥାନ ରାଜନୀତିକୁ ହଲଚଲ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ । ସେ କହିଛନ୍ତି…

Ind vs Ban; ଆହତ ହୋଇ ପାଭିଲିୟନ ଫେରିଗଲେ ହାର୍ଦ୍ଦିକ: ଉପ-ଅଧିନାୟକ ବିନା ଖେଳୁଛି ରୋହିତ ସେନା

ପୁଣେ: ବାଂଲାଦେଶ ବିପକ୍ଷ ମ୍ୟାଚରେ ୱିକେଟ ପାଇଁ ସଂଘର୍ଷ କରୁଛି ଟିମ ଇଣ୍ଡିଆ । ବାଂଲାଦେଶ ବ୍ୟାଟରଙ୍କ ବିପକ୍ଷରେ ଭାରତୀୟ ବୋଲର ଫେଲ ମାରୁଥିବା ଦେଖାଯାଉଛି । ତେବେ ଏହା ଭିତରେ ଟିମ ଇଣ୍ଡିଆକୁ ଲାଗିଛି ଆଉ ଏକ ଶକ୍ତ…

Sandwich ଖାଇ ସବୁ ଭୁଲିଗଲେ ନାବାଳିକା, ରିପୋର୍ଟ ଦେଖିଲା ପରେ ଡାକ୍ତର ମଧ୍ୟ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଆମେ ଯାହା ବି ଖାଉଛେ ତାହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ସେହି ପରି ଅନେକ ଲୋକଙ୍କର କେତେକ ଖାଇବା ଉପରେ କିଛି ରୁଚି ମଧ୍ୟ ଥାଏ । କେତେକ ଲୋକଙ୍କୁ ଅନେକ ଖାଦ୍ୟରୁ ଏଲାର୍ଜି ମଧ୍ୟ ଥାଏ । କିନ୍ତୁ…

ଆପଣଙ୍କ ସ୍ମାର୍ଟଫୋନ୍‌ର ବି ରହିଛି ଏକ୍ସପାୟାର ଡେଟ୍‌, ଏହି ଡେଟ୍ ପରେ ଫୋନ୍ ବ୍ୟବହାର କରିବାରେ ରହିଛି ବିପଦ

ନୂଆଦିଲ୍ଲୀ: ଏକ ସ୍ମାର୍ଟଫୋନକୁ ଆପଣ କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । ବର୍ଷେ, ୨ ବର୍ଷ କିମ୍ବା ଏହା ସଂପୂର୍ଣ୍ଣ ଖରାପ ହେବା ପର୍ଯ୍ୟନ୍ତ । କିନ୍ତୁ ଏକ ସ୍ମାର୍ଟଫୋନ ଏକ୍ସପାୟାର ହୋଇଯିବା ପରେ ଏହାକୁ…

ରାଜ୍ୟର ଗ୍ରାମ୍ୟ ଅର୍ଥନୀତିକୁ ମିଳିବ ନୂଆ ଦିଗ: PACS ଓ LAMPSର ଦାୟିତ୍ୱ ବୃଦ୍ଧି କରାଯିବ, ଗ୍ରାମାଞ୍ଚଳରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ବୃହତ ଅଞ୍ଚଳ ବହୁମୁଖୀ ସମବାୟସମିତି (ଲ୍ୟାମ୍ପସ)ର ଦାୟିତ୍ୱ ବୃଦ୍ଧି କରାଯିବ । ଗ୍ରାମ୍ୟ ଅର୍ଥନୀତିକୁ ନୂଆ ଦିଗ ଦେବା କ୍ଷେତ୍ରରେ…