Browsing Category
ଖବର
ଜିଏସଟି ଅତିରିକ୍ତ କମିଶନର ନା’ କୁବେର! ନାଁରେ ରହିଛି ୧୧ ପ୍ଲଟ୍, ଆହୁରି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଥିବା ଖୋଦ୍ ଜିଏସଟି ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି । କଟକ ସିଟି ଓ ଜିଏସଟି ଅତିରିକ୍ତି କମିଶନର ଥିବା ପୀୟୂଷଙ୍କୁ ଘରେ…
HDFC ବ୍ୟାଙ୍କ୍ ବଢ଼ାଇଲା ସୁଧ ହାର, ପୁଣି ମହଙ୍ଗା ହେବ୍ ଲୋନ୍
ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ୍ ଏହାର ସବୁ ପ୍ରକାରର ଲୋନ୍ ଉପରେ ସୁଧ ହାର ବୃଦ୍ଧି କରିଛି । ମିଳିଥିବା ସୂଚନା ଅନୂଯାୟୀ ବ୍ୟାଙ୍କ୍ ୫-୧୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ଏହି ବୃଦ୍ଧି ସହ ହୋମ୍ ଲୋନ୍, କାର୍ ଲୋନ୍,…
୨୮କୋଟି ପିଏଫ୍ ଖାତାଧାରକଙ୍କ ଡାଟା ଅନ୍ଲାଇନ୍ରେ ଲିକ୍, ଆଧାରରଠୁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନେଇ ଗଲେ ହ୍ୟାକର
ନୂଆଦିଲ୍ଲୀ: ଯଦି ଆପଣ ବି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ରେ ସାମିଲ ଅଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖବର । ଏକ ରିପୋର୍ଟରେ ଦାବି କରାଯାଇଛି କି ପାଖାପାଖି ୨୮କୋଟି ପିଏଫ୍ ଖାତାଧାରକଙ୍କ ଡାଟା…
ଶ୍ରୀଲଙ୍କା ପରେ ବାଂଲାଦେଶରେ ଆର୍ଥିକ ସ୍ଥିତି ଅସମ୍ଭାଳ, ଦରବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ବିରୋଧ
ଢ଼ାକା: ମୁଦ୍ରାସ୍ଫୀତି ଯୋଗୁଁ ବାଂଲାଦେଶର ଲୋକମାନେ ଅସୁବିଧାରେ ପଡ଼ିଛନ୍ତି । ଏଠାରେ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୫୨ପ୍ରତିଶତ ବୃଦ୍ଧି କରିଛନ୍ତି । ଏଥିରେ ଉତ୍ୟକ୍ତ ହୋଇ ଲୋକମାନେ ରାଜଧାନୀ ଢାକା ସମେତ ଅନେକ…
‘ଓଡ଼ିଶା ଭାସ୍କର’ର ପ୍ରଭାବ: ଦିବ୍ୟାଙ୍ଗ ମହିଳାଙ୍କୁ ମିଳିଲା ଉତ୍ତମ ଚିକିତ୍ସା ସେବା, ଆଣ୍ଠୁରେ ବଢ଼ୁଥିବା ମାଂସ ପିଣ୍ଡୁଳାକୁ ଅଲଗା କରାଗଲା
ଲାଞ୍ଜିଗଡ଼, (ଭାସ୍କର ନ୍ୟୁଜ୍): ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଖବର ପ୍ରସାରଣ ଦ୍ୱାରା ତାଙ୍କ ଆଣ୍ଠୁରେ ବଢୁଥିବା ମାଂସ ପିଣ୍ଡୁଳାର ସଠିକ୍ ଅପରେସନ ସମ୍ଭବ ହୋଇପାରିଛି । ଯେଉଁ ହସ୍ପିଟାଲରୁ ଦିନେ ନିରାଶ ହୋଇ ଫେରିଥିଲେ…
ବିଶ୍ୱନାଥ ଆନନ୍ଦ ଫିଡେ ଉପ-ସଭାପତି ନିର୍ବାଚିତ
ଚେନ୍ନାଇ: ଭାରତୀୟ କିମ୍ବଦନ୍ତୀ ଚେସ ତାରକା ତଥା ପାଞ୍ଚଥର ବିଶ୍ୱ ଚାମ୍ପିଅନ ବିଶ୍ୱନାଥନ ଆନନ୍ଦ ବିଶ୍ୱ ଚେସର ସର୍ବୋଚ୍ଚ ସଂସ୍ଥା ଫିଡେର ଉପ ସଭାପତି ଓ ବର୍ତ୍ତମାନର ଫିଡେ ସଭାପତି ଆରକଡେି ଭୋରକୋଭିକ ଦ୍ୱିତୀୟ ଥର ପାଇଁ…
ଲଗାଣ ବର୍ଷାରେ ଭାଙ୍ଗିଲା ଦ୍ରୌପଦୀଙ୍କ ଘର, ତିନି ପ୍ରାଣୀ ଛତା ତଳେ ରାତି କାଟିଲେ
ଧର୍ମଗଡ଼, (ଭାସ୍କର ନ୍ୟୁଜ୍): ମୁଇ ଥୁରି ଥାରୀ ହେଇକି ଏ ଘରେ ସେ ଘରେ ରହୁଛେ । ରେତ ସାରା ଛତା ଗୋଟେ ଅଡ଼ି କରି ପୋ, ନାତି, ନାତେନ ଝରୋ ଝରୋ ବର୍ଷା ନେ ରାଏତ କଟାଲୁ’ । ଏଥିଲା ଏକ ଦୁର୍ଦ୍ଦିନରେ କାଳ କାଟୁ ଥିବା ଜଣେ…
ବନ୍ଦରରେ ଲକ୍ଷ ଲକ୍ଷ ଟଙ୍କାର କୋଇଲା ହେରଫେର ମଧୁଚନ୍ଦ୍ରିକା, ସ୍ୱସ୍ତିକ ଷ୍ଟିଭେଡରକୁ ସୋ-କଜ୍ ନୋଟିସ୍
ପାରାଦୀପ,( ଭାସ୍କର ନ୍ୟୁଜ୍): ସିବିଆଇ ଖୋଳତାଡକୁ ନେଇ ପାରାଦୀପ ଉଠୁଛି ପଡୁଛି । ତା ଭିତରେ ପୁଣି ଏକ ଷ୍ଟିଭେଡର ସଂସ୍ଥା ଅଡୁଆରେ ପଡିଥିବା ନଜରକୁ ଆସିଛି । ଇମ୍ପୋର୍ଟେଡ୍ କୋକିଂ କୋଲ୍ ବେଆଇନ ଚାଲାଣ ଉଦ୍ୟମ କରି…
ଆଜି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଅମିତ୍ ଶାହ, କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ କଟକରେ ଅମୃତ ମହୋତ୍ସବ ଅବସରରେ ନେତାଜୀ…
ଆଜି ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ, ୱେବସାଇଟ୍ରୁ ଫଳ ଜାଣିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆଜି ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷାଫଳ । ଏନେଇ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଅପରାହ୍ଣ ୪ଟାରେ +୨ କଳା ସହ…