Browsing Category

ଖବର

ଏଲୋନ୍ ମସ୍କଙ୍କ ୭୬ ବର୍ଷିୟ ପିତାଙ୍କ ଆଉ ଏକ ଖୁଲାସା, ଶୁକ୍ରାଣୁ ଦାନ କରିବା ନେଇ ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ମୁଖ୍ୟ ଏଲୋନ୍ ମସ୍କଙ୍କ ପିତା ଏରୋଲ୍ ମସ୍କ ଆଉ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଦି ସନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଏରୋଲ୍ ମସ୍କ କହିଛନ୍ତି ଯେ…

ଚାରି ଦେଶ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରୁଛନ୍ତି, ପଡୋଶୀ ଚୀନ୍ ବାଟ ଓଗାଳୁଛି

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ରାସ୍ତାରେ ପୁଣି କଣ୍ଟା ସାଜିଛି ଚୀନ। ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଚାରିଜଣ ସ୍ଥାୟୀ ଆସନ ପାଇଁ ଭାରତର…

ଆର୍‌ଆଇଏଲ୍‌ର ନିଟ୍ ଲାଭ ୪୦.୮ % ବୃଦ୍ଧି, ତେଲ ଓ ଟେଲିକମ୍ ସେକ୍ଟର ବ୍ୟବସାୟରେ ପ୍ରବଳ ରୋଜଗାର

ମୁମ୍ବାଇ: ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆର୍‌ଆଇଏଲ୍‌) ର ନିଟ୍ ଲିମିଟେଡ୍ ଲାଭରେ ୪୦.୮ % ବୃଦ୍ଧି ହୋଇଛି। ୨୦୨୨-୨୩ ଆର୍ଥିକ…

ଜିରାଫ୍‌ର ନାହିଁ ଭୋକାଲ୍‌ କଡ୍‌, ସାରା ଜୀବନ ନୀରବରେ ବିତେଇ ଥାଏ

ନୂଆଦିଲ୍ଲୀ:  ସାଧାରଣରେ ପ୍ରାୟ ସବୁ ପ୍ରାଣୀଙ୍କର ଭୋକାଲ୍‌ କଡ୍‌ ବା ସ୍ୱର ତନ୍ତ୍ରି ଥାଏ । ସେଥିଲାଗି ମଣିଷ କଥା କହେ । ଗାଈ ହମ୍ବା ରଡ଼ି ଛାଡ଼େ । ସିଂହ ଗର୍ଜନ କରେ । ମାତ୍ର ଏମିତି ଏକ ପ୍ରାଣୀ ହେଉଛି ଜିରାଫ୍‌ ଯାହାର…

ପଞ୍ଚଦଶତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ଆଙ୍କି ଚର୍ଚ୍ଚାରେ ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ, ରାଇସିନା ହିଲକୁ ପଠାଇବେ ଫଟୋ…

କେନ୍ଦ୍ରାପଡ଼ା, (ଭାସ୍କର ନ୍ୟୁଜ୍‌): ଭାରତର ନବ ନିର୍ବାଚିତ ରାଷ୍ଟ୍ରପତି ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରାପଡ଼ାର ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ । ୩…

ପୁଣି ଘାରିଲା ସୌରଝଡ଼ ଭୟ, ପୃଥିବୀ ଆଡକୁ ମାଡ଼ି ଆସୁଛି: ବିଶ୍ୱରେ ରେଡିଓ ବ୍ଲାକଆଉଟ୍‌ ଭଳି ସ୍ଥିତି ଉପୁଜିପାରେ

ନୂଆଦିଲ୍ଲୀ: ଚଳିତବର୍ଷ ପ୍ରାରମ୍ଭରୁ ସୂର୍ଯ୍ୟରେ ବିସ୍ଫୋରଣ ଘଟଣା ବୃଦ୍ଧି ପାଇଚାଲିଛି । ସୂର୍ଯ୍ୟରେ ଏଭଳି ଏକ ବଡ଼ ବିସ୍ଫୋରଣ ହୋଇ ସୁନାମୀ ଆସିଛି ଯାହାର ପ୍ରଭାବ ଶନିବାର ପୃଥିବୀ ଉପରେ ପ୍ରଭାବ ପକାଇପାରେ । ସୂର୍ଯରୁ…

ମାଛଧରାଳୀଙ୍କ ଜାଲରେ ପଡିଲା ବିରାଟ କୁମ୍ଭୀର, ଧରିପାରିଲେନି ବନ ବିଭାଗ କି ଅଗ୍ନିଶମ କର୍ମଚାରୀ : ସ୍ଥାନୀୟ ଅଞ୍ଚଳରେ କୁମ୍ଭୀର ଆତଙ୍କ

ବାରଙ୍ଗ(ଭାସ୍କର ନ୍ୟୁଜ୍‌): କାଠଯୋଡୀ ନଦୀକୁ ମାଛ ଧରାଳୀ ମାଛ ଧରିବାକୁ ଯାଇଥିବାବେଳେ ତାଙ୍କ ଜାଲରେ ପଡିଲା ବିରାଟକାୟ କୁମ୍ଭୀର । ଖବରରୁ ପ୍ରକାଶ କଟକ ମହାନଗର ନିଗମ ୩ ନମ୍ବର ୱାର୍ଡ ଅଧିନସ୍ଥ ବିଦ୍ୟାଧରପୁର ଗ୍ରାମର…

ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ନୂଆ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ଯୋଗ ଦେବେ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୫ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି…

ଅମ୍ପୟାରଙ୍କ ପାଇଁ ଏ+ କ୍ୟାଟେଗୋରୀ ଲାଗୁ କଲା ବିସିସିଆଇ: ତାଲିକାରେ ୪ ଭାରତୀୟ ଅମ୍ପାୟରଙ୍କ ନା, ଜାଣନ୍ତୁ କଣ ମିଳିବ ସୁବିଧା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଖେଳାଳିଙ୍କ ପାଇଁ ବିଭିନ୍ନ ଗ୍ରେଡେସନ ବ୍ୟବସ୍ଥା ଲାଗୁ କରିଥିବା ବେଳେ ବର୍ତ୍ତମାନ ଅମ୍ପାୟରଙ୍କ ପାଇଁ ନୂତନ ଭାବେ ଲାଗୁ କରିଛି ଏ+ କ୍ୟାଟୋଗୋରୀ ଗ୍ରେଡେସନ…

ଉପାନ୍ତରୁ ଉପକୂଳ, ମିଳିବନି ନିସ୍ତାର: ୨୬ ଯାଏଁ ପ୍ରବଳ ଛେଚିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଉପାନ୍ତରୁ ଉପକୂଳ, ମିଳିବନି ନିସ୍ତାର । ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ…