Browsing Category
ଖବର
(Video) ଆଧାରକାର୍ଡ ଦେଖାଇଲେ ଭୋଜିରେ ମିଳିବ ଖାଇବା: ନଚେତ୍ ଭୋଜିରୁ ଖାଲି ପେଟରେ ହିଁ ଫେରିବାକୁ ପଡିବ
ଅନେକ ସ୍ଥାନରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରାଯାଏ । ବିଭିନ୍ନ ସରକାରୀ ଯୋଜନା ହେଉ କିମ୍ବା ପରିଚୟପତ୍ର ଭାବରେ ଏହାକୁ ବ୍ୟବହାର କରାଯାଏ । କିନ୍ତୁ କ'ଣ ଆପଣ ଶୁଣିଛନ୍ତି ଯେ…
ବୈଜ୍ଞାନିକଙ୍କ ଅଦ୍ଭୁତ ସୃଷ୍ଟି : ତିଆରି କରିଲେ ଏହି ଜିନିଷ, ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…
ନୂଆଦିଲ୍ଲୀ:ବୈଜ୍ଞାନିକମାନେ ପୃଥିବୀ ସମେତ ମହାକାଶରେ କଣ ସବୁ ରହିଛି ତାହା ଜାଣିବା ପାଇଁ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିଥାନ୍ତି । ଏତିସହିତ ସେହି ରିସର୍ଚ୍ଚକୁ ସଫଳ କରିବା ପାଇଁ ଅନେକ ପ୍ରରାର ପରିକ୍ଷଣ ମଧ୍ୟ…
ଜାପାନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ହେବେ ସାମିଲ
ନୂଆଦିଲ୍ଳୀ: ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ପିଏମ ନରେନ୍ଦ୍ର ମୋଦୀ ଟୋକିଓ ପହଞ୍ଚିଛନ୍ତି ।…
(Video) ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଚକମା ଦେଇ ଖସି ପଳାଇଲା ଅଜଗର: ଭୟରେ ଗାଁ ଲୋକେ…
ମାଲକାନଗିରି: ସ୍ନେକ ହେଲ୍ପଲାଇନ୍କୁ ଚକମା ଦେଇ ଖସିଗଲା ବିଶାଳ ଅଜଗର । ପ୍ରଥମେ ଧରା ଦେଲା ଓ ତାପରେ ଖସି ପଳାଇଲା । ଧରିକି ବି ଧରିପାରିଲେନି ସ୍ନେକ୍ ହେଲ୍ପଲାଇନ ସଦସ୍ୟ । କାମୁଡ଼ିବାକୁ ଗୋଡ଼ାଇବାରୁ ଭୟରେ ଛାଡ଼ିଦେଲେ ।…
ୱେବସିରିଜ୍ ନିର୍ମାଣକୁ ଅଞ୍ଜନାଙ୍କ ବିରୋଧ: କହିଲେ ବନ୍ଦ ନହେଲେ ଆଇନର ଆଶ୍ରୟ ନେବେ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେଉଛି ଏକ ୱେବ ସିରିଜ୍ ବାରଙ୍ଗ -୧୯୯୯ । ତେବେ ତାଙ୍କ ଅଜାଣତରେ ୱେବସିରିଜ୍ ନିର୍ମାଣ ହେଉଥିବା…
ଆଷ୍ଟରଏଡକୁ ରାସ୍ତାରୁ ହଟାଇଦେଲା NASA ର ସ୍ପେସକ୍ରାଫ୍ଟ: ସଫଳ ହେଲା ପୃଥବୀକୁ ବଞ୍ଚାଇବା ମିଶନ
ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ପ୍ରଥମ ଥର କୌଣସି ପ୍ଲାନେଟେରୀ ଡିଫେନ୍ସ ଟେଷ୍ଟ ଅର୍ଥାତ୍ ଡବଲ ଆଷ୍ଟରଏଡ ରିଡାଇରେକ୍ସନ ଟେଷ୍ଟ (DART) ମିଶନକୁ ସଫଳତା ମିଳିଛି । ଏବେ ଯଦି ଭବିଷ୍ୟତରେ ପୃଥିବୀ ଉପରକୁ କୌଣସି…
(Video) ସିଲ୍ ଦେଉଛି ଫଟୋ ପାଇଁ ପୋଜ୍: ମଜାଦାର ଅନ୍ଦାଜ ଦେଖିଲେ ଆପଣ ବି ହସି ହସି ଗଡ଼ିବେ…
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା’ କିଛି ଭାଇରାଲ ହୋଇଥାଏ । ଭାଇରାଲ ଭିଡିଓରେ ଅନେକ ସମୟରେ ପଶୁପକ୍ଷୀଙ୍କ ମଜାଦାର ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ଏବେ ଏଭଳି ଏକ ଭିଡିଓ…
Video: ଆର୍ମି କ୍ୟାମ୍ପରେ ଫୁଟବଲ୍ ଖେଳିଲା ହାତୀ, ବଲ୍କୁ ଦେଲା ରିଟର୍ନ-କିକ୍
ନୂଆଦିଲ୍ଲୀ: ଫୁଟବଲ୍ ପ୍ରେମରେ ପଡ଼ିଲା ବଣୁଆ ହାତୀ। ଆସାମର ଗୁଆହାଟୀ ଆର୍ମି କ୍ୟାମ୍ପରେ କିଛି ଲୋକେ ଫୁଟ୍ବଲ୍ ଖେଳୁଥିବା ସମୟରେ ଏକ ହାତୀ ପଡିଆ ଭିତରକୁ ଆସି ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହାତୀଟି ନମ୍ର…
(Video) ପ୍ରେମିକ ସହ ବିବାହ କରାଇଦେବାକୁ ମା’ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ପ୍ରେମିକା: ଦାନ ବାକ୍ସରେ ପକାଇଥିଲେ ଚିଠି…
ସମ୍ବଲପୁର: ପ୍ରେମ ପାଇଁ କେହି କିଛିବି କରିବା ପାଇଁ ପ୍ରସ୍ତୁତ । ଆପଣ ଏପରି ଅନେକ ଉଦାହରଣ ମଧ୍ୟ ଦେଖିଥିବେ । ଅନେକ ସମୟରେ ପ୍ରେମକୁ ପରିବାରର ସମର୍ଥନ ମିଳିନଥାଏ । କିନ୍ତୁ ଆଜି ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି ।…
ଏହି ଦେଶରେ ହୁଏନାହିଁ ସୂର୍ଯ୍ୟାସ୍ତ: ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ହୁଅନ୍ତି ନାହିଁ ଅସ୍ତ….
ନୂଆଦିଲ୍ଲୀ: ଆର୍କଟିକ୍ ସର୍କଲରେ ଏକ ଏଭଳି ଦେଶ ଅଛି, ଯେଉଁଠାରେ ଦୁଇ ମାସ ପାଇଁ ସୂର୍ଯ୍ୟାସ୍ତ ହୁଏ ନାହିଁ । କେବଳ ଦିଗବଳୟ ଠାରେ ଅଟକି ରହିଥାନ୍ତି ସୂର୍ଯ୍ୟ । ରାତି ୧୨ ଟାରେ ମଧ୍ୟ ସେଠାରେ ରହିଥାଏ । ଏଥିପାଇଁ ଏହି…