CHARIDHAM
Browsing Category

ଖବର

ତନ୍ତ୍ର କରି ବାହାଘର କରାଇଥିଲେ; ସ୍ତ୍ରୀ ଅନ୍ୟତ୍ର ପଳାଇବାରୁ ତାନ୍ତ୍ରିକକୁ ହତ୍ୟା କଲେ

ଜୟପୁର: ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ସାମଦାରୀରୁ ଜଣେ ତାନ୍ତ୍ରିକର ମୃତଦେହ ଉଦ୍ଧାର କରାଯାଇଛି। ଏବେ ପୋଲିସ ଏହି ଘଟଣାର ସମାଧାନ କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣ ଅଭିଯୁକ୍ତଙ୍କୁ…

କର୍ଣ୍ଣାଟକରେ ମନ୍ଦିରରେ ଟିକସ ଲଗାଇବା ପ୍ରସଙ୍ଗ; ବିଧାନ ପରିଷଦରେ ଖାରଜ ହେଲା ବିଲ୍

ବେଙ୍ଗାଲୁର: କର୍ଣ୍ଣାଟକରେ ବାର୍ଷିକ ୧ କୋଟିରୁ ଅଧିକ ଆୟ କରୁଥିବା ମନ୍ଦିରଗୁଡ଼ିକର ଆୟ ଉପରେ ୧୦ ପ୍ରତିଶତ ଟିକସ ଲଗାଇବା ବିଲ୍ ବିଧାନ ପରିଷଦରେ ଖାରଜ ହୋଇଛି। ଦୁଇ ଦିନ ତଳେ ରାଜ୍ୟ ବିଧାନସଭାରେ ଏହି ବିଲ୍ ପାରିତ…

ଟିଭି ଆଙ୍କରଙ୍କୁ ଦେଖି ପାଗଳ ହେଲେ ମହିଳା; ବାହା ହେବା ପାଇଁ କଲେ ଅପହରଣ, ଏବେ…

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ମହିଳା ଜଣେ ଟିଭି ଆଙ୍କରଙ୍କୁ ବିବାହ କରିବା ପାଇଁ ତାଙ୍କୁ ଅପହରଣ କରି ନେଇଛନ୍ତି। ଜଣେ ମହିଳା ବ୍ୟବସାୟୀ ଜଣେ ଟିଭି ମ୍ୟୁଜିକ୍ ଚ୍ୟାନେଲ୍ ଆଙ୍କରଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ…

ଭଗବନ୍ତ ସରକାରଙ୍କ ଉପରେ ଚାପ ବଢ଼ାଇଲେ କୃଷକ ନେତା; କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ନୂଆଦିଲ୍ଲୀ: ପଞ୍ଜାବର ହରିୟାଣାର ଖାନୌରୀ ସୀମାରେ ଜଣେ ଯୁବ କୃଷକଙ୍କ ମୃତ୍ୟୁ ପରେ କୃଷକ ସଂଗଠନଗୁଡ଼ିକ ପଞ୍ଜାବର ଭଗବନ୍ତ ସରକାରଙ୍କ ଉପରେ ଚାପ ବଢ଼ାଇଛନ୍ତି। କୃଷକ ନେତାମାନେ ଦାବି କରିଛନ୍ତି ଯେ ବୁଧବାର ର ଆକ୍ରମଣ…

MIWvsDCW: ଶେଷ ବଲରେ ୬ମାରି ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ; ୪ୱିକେଟରେ ଜିତିଲା ମ୍ୟାଚ୍

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ୨୦୨୪ର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟରେ ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଶେଷ ବଲରେ ମୁମ୍ବାଇକୁ ୫ ରନ୍ ଦରକାର ଥିବା…

ରାଜଧାନୀ ଭୁବନେଶ୍ୱରରେ କୋହଲା ପାଗକୁ ଝିପିଝିପି ବର୍ଷା; ଯାତାୟତରେ ଅସୁବିଧା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜି ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ହାଲୁକା ବର୍ଷା ହେଉଛି । ଏହା ବ୍ୟତୀତ ସାମାନ୍ୟ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ଏହି ପାଗ ଆସନ୍ତାକାଲି ପର୍ଯ୍ୟନ୍ତ…

‘ଆମକୁ ଉଚିତ୍ ସମ୍ମାନ ମିଳୁ…’ କାଠଗଡ଼ାରେ ଆତ୍ମସମ୍ମାନର ଭିକ ମାଗୁଛି ଅନ୍ନଦାତା

ନୂଆଦିଲ୍ଲୀ: ନ୍ୟୁନତମ ସମର୍ଥନ ମୂଲ୍ୟ(MSP) ଦାବି ନେଇ କୃଷକ ମୋର୍ଚ୍ଚା ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଏ ମାମଲାରେ କୃଷକ ସଂଗଠନ ଆଜି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଅଦାଲତରେ କେନ୍ଦ୍ର ଏବଂ…

କୁମ୍ଭ କଳ୍ପ ମେଳା ପାଇଁ ଚଳଚଞ୍ଚଳ ରାଜୀମ: ‘ରାମୋତ୍ସବ’ ବିଷୟବସ୍ତୁ ଉପରେ ହେବ ମେଳାର ଆୟୋଜନ

ରାୟପୁର: ଛତିଶଗଡ଼ର ତୀର୍ଥ ନଗରୀ ରାଜୀମରେ ହେବାକୁ ଥିବା କୁମ୍ଭ କଳ୍ପରେ ଦେଖିବାକୁ ମିଳିବ ଭାରତୀୟ ସନାତନ ପରମ୍ପରାର ଅଦ୍ଭୁତ ଦୃଶ୍ୟ । ଏହି ଅବସରରେ ଉତ୍ତରାଖଣ୍ଡରୁ ତାମିଲନାଡୁ ପର୍ଯ୍ୟନ୍ତ ଭାରତଭୂମୀର ସାଧୁ ପରମ୍ପରା…

ଖୁବଶୀଘ୍ର ଆସିବ ସରକାରୀ TrueCaller: ଫର୍ଜି କଲ୍ ଉପରେ ଲାଗିବ ଲଗାମ୍, ଜଣାପଡ଼ିବ ଅସଲି ଲୋକ

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ମୋବାଇଲକୁ ଆସୁଥିବା ଫର୍ଜି କଲ୍ ଉପରେ ଲାଗିବ ଲଗାମ୍ । ଏଥିପାଇଁ ସରକାର ଜାଲ ବିଛାଇବାକୁ ପ୍ରସ୍ତୁତ ହୋଇଛନ୍ତି । ଏଣିକି ୟୁଜର ଜାରିପାରିବେ ସେମାନଙ୍କ ପାଖକୁ କଲ୍ କରୁଥିବା ବ୍ୟକ୍ତିଙ୍କ…

PayTm UPI ୟୁଜରଙ୍କ ପାଇଁ ଖୁସି ଖବର: ସର୍ଭିସ ବନ୍ଦ ନ କରିବା ପାଇଁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ଆପ୍ ‘PayTm’ ଉପରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ PayTmର UPI ସେବା ଉପରେ ମଧ୍ୟ ଏକ ବଡ଼ ପଦକ୍ଷେପ…