CHARIDHAM
Browsing Category

ଖବର

BharatPayକୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ନୋଟିସ୍; କର୍ମଚାରୀଙ୍କୁ ଧମକ ଦେବା ନେଇ ହୋଇଥିଲା ବିବାଦ

ନୂଆଦିଲ୍ଲୀ: କମ୍ପାନୀ ଆଇନ ଧାରା ୨୦୬ ଅନୁଯାୟୀ ଗ୍ରୋଭରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ମାଗିଛି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ)। ସୂତ୍ରରୁ ମିଳିଥିବା ସୂଚନା…

ମିଆଁମାରର ଏହି ରାଜ୍ୟକୁ ନଯିବାକୁ ନାଗରିକଙ୍କୁ କହିଲା ଭାରତ

ନୂଆଦିଲ୍ଲୀ: ମିଆଁମାରର ରଖାଇନ୍ ରାଜ୍ୟକୁ ଯାତ୍ରା ନ କରିବାକୁ ଭାରତ ତା'ର ନାଗରିକମାନଙ୍କୁ କହିଛି। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ନିରାପତ୍ତା ସ୍ଥିତି ବିଗିଡ଼ିବା, ଯୋଗାଯୋଗ ସେବା…

Porn Video ଦେଖି ନିଜ ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ଭାଇ

ଲକ୍ଷ୍ନୌ: ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କରେ କଳଙ୍କ। ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଘଟିଛି। Porn Video ଦେଖି ୧୭ ବର୍ଷୀୟା ଭଉଣୀକୁ ଦୁଷ୍କର୍ମ…

ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ; ଉଦିତନଗରରୁ ପାନପୋଷକୁ କରିବେ ପଦଯାତ୍ରା

ରାଉରକେଲା: (ଓଡ଼ିଶା ଭାସ୍କର) ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ । ଉଦିତନଗର ଛକରୁ ପାନପୋଷକୁ ପଦଯାତ୍ରା ସହ ସମାବେଶ କରିବେ। ରାଜଗାଙ୍ଗପୁର, କୁତ୍ରା ଓ ବଡ଼ଗାଁ ଦେଇ…

ହକି ଖେଳାଳି ବରୁଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ; ବିବାହ ପ୍ରତିଶ୍ରୁତି ଦେଇ ହୋଟେଲରେ କରୁଥିଲେ ଦୁଷ୍କର୍ମ!

ନୂଆଦିଲ୍ଲୀ: ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ। ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ବୟସ ୪ ବର୍ଷ ହୋଇଥିବା ବେଳେ ପୀଡ଼ିତା ନାବାଳିକା ଜଣକ…

ମଧୁବାବୁ ପେନସନ ଯୋଜନାରେ ଆଉ ୪ଲକ୍ଷ ଲୋକଙ୍କୁ କରାଯିବ ସାମିଲ; ପ୍ରସ୍ତାବ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଧୁବାବୁ ପେନସନ ଯୋଜନାରେ ଆଉ ୪ଲକ୍ଷ ଲୋକଙ୍କୁ ସାମିଲ କରାଯିବ । ଏନେଇ ପ୍ରସ୍ତାବ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ବୃଦ୍ଧି…

ମୁଖ୍ୟମନ୍ତ୍ରୀ କଳାକାର ଯୋଜନା: ସାମିଲ ହେବେ ଆଉ ୩୦ ହଜାର କଳାକାର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଳାକାରଙ୍କୁ ସୁବିଧା-ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ରାଜ୍ୟର ବିଭିନ୍ନ କଳାକାର । ଏହି ଯୋଜନାରେ ଆଉ ୩୦…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪: ଉନ୍ମୋଚିତ ହେଲା ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସୂଚନା…

ବିକ୍ରମ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ସାଉଥ ଅଭିନେତ୍ରୀ ମାଲବୀ ମାଲହୋତ୍ରା

ମୁମ୍ୱାଇ: ତେଲୁଗୁ, ତାମିଲ ଓ ମାଲାୟାଲମ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ମାଲବୀ ମାଲହୋତ୍ରା ବିକ୍ରମ ଭଟ୍ଟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ହିମାଚଳ ପ୍ରଦେଶରେ ଜନ୍ମିତ ମାଲଭି ୨୦୧୭ରେ ହିନ୍ଦୀ ଟିଭି…

ଖେଳିବେନି ରୋହିତ-ବିରାଟ? ଟି-୨୦ ବିଶ୍ୱକପ ପରେ ଏକ ବଡ଼ ସିରିଜ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । କିନ୍ତୁ ବିସିସିଆଇ ଏହାମଧ୍ୟରେ ଆଉ ଏକ ବଡ଼ ଘୋଷଣା କରିଛି । ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ…