Browsing Category
ଖବର
ମରାଠା ସଂରକ୍ଷଣ ମାମଲା; ଅନଶନ ଭାଙ୍ଗିଲେ ମନୋଜ ଜାରଙ୍ଗେ ପାଟିଲ
ମୁମ୍ଵାଇ: ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଇଥିବା ମନୋଜ ଜାରଙ୍ଗେ ପାଟିଲ ଅନଶନ ଶେଷ କରିଛନ୍ତି। ମହାରାଷ୍ଟ୍ର ସରକାର ତାଙ୍କ ଦାବିକୁ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଏକ…
ପାଦର ଆଙ୍ଗଠି କହିଥାଏ ବ୍ୟକ୍ତିତ୍ୱ, ଜାଣନ୍ତୁ କେମିତି… ଜାଣନ୍ତୁ କେମିତି…
ଓଡ଼ିଶା ଭାସ୍କର: ସାମ୍ରୁଦିକ ଶାସ୍ତ୍ର ଅନୁଯାୟୀ ଶାରୀରିକ ଗଠନ ଆଧାରରେ କୌଣସି ବ୍ୟକ୍ତିର ଚରିତ୍ର ବିଷୟରେ ସହଜରେ ନିର୍ଣ୍ଣୟ କରାଯାଇପାରିବ । କେବଳ ହାତ କିମ୍ବା ମଥାର ରେଖା ନୁହେଁ ବରଂ ପାଦର ଆକାରକୁ ନେଇ ମଧ୍ୟ…
INDvsENG ଟେଷ୍ଟ: ପ୍ରଥମ ଇନିଂସରେ ୪୩୬ ରନରେ ସୀମିତ, ୧୯୦ ରନରେ ଆଗୁଆ ଭାରତ
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ହାଇଦ୍ରାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୪୩୬ ରନ୍ କରିଛି। ରବୀନ୍ଦ୍ର ଜାଦେଜା, କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡ ଉପରେ…
ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ବୈଠକ ଡାକିଲା ବିଜେପି
ନୂଆଦିଲ୍ଲୀ: ବିହାରରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ବିଜେପି ନିଜ ସାଂସଦ ଓ ବିଧାୟକମାନଙ୍କୁ ନେଇ ଏକ ବୈଠକ ଡାକିଛି। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଆଲୋଚନା ହେବ। ଏହି ବୈଠକରେ…
ଦୀକ୍ଷାନ୍ତ ସମାରୋହରେ ଛାତ୍ରଙ୍କ ଏଭଳି କାରନାମା…ସମସ୍ତେ ହେଲେ ଚକିତ
ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଅଯୋଧ୍ୟାରେ ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ରାମ ନାମର ଯାଦୁ ଦେଖିବାକୁ ମିଳିଥିଲା । ନିକଟରେ ଏଭଳି…
ବସୁନ୍ଧରା ରାଜେଙ୍କୁ ଭେଟିଲେ ଭଜନଲାଲ ଶର୍ମା; ଜାଣନ୍ତୁ କ’ଣ ରହିଛି ରାଜନୈତିକ କାରଣ?
ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗଣତନ୍ତ୍ର ଦିବସ ସମାରୋହରୁ ମୁକ୍ତ ହେବା ପରେ ଶୁକ୍ରବାର (ଜାନୁଆରୀ ୨୬) ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ…
ଜ୍ଞାନବାପି ମସଜିଦ ମାମଲା: ASI ସର୍ଭେ କେବଳ ଏକ ରିପୋର୍ଟ, ନିଷ୍ପତ୍ତି ନୁହେଁ- ମସଜିଦ୍ କମିଟି
ନୂଆଦିଲ୍ଲୀ: ବାରଣାସୀର ଜ୍ଞାନବାପି ମସଜିଦ୍ ସର୍ଭେ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI)ର ରିପୋର୍ଟ ସାର୍ବଜନୀନ ହେବା ପରେ ମସଜିଦ କମିଟି କହିଛି ଯେ ଏହା ଏକ ରିପୋର୍ଟ, ନିଷ୍ପତ୍ତି ନୁହେଁ। ସେପଟେ…
ଯୌନ ନିର୍ଯାତନା ମାମଲାରେ ୮୩.୩ କୋଟି ଡଲାର ଦେବେ ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାନହାନି ମାମଲାରେ ୮.୩୩ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ ଅଦାଲତ। ସେ ରାଷ୍ଟ୍ରପତି ଥିବା ବେଳେ ଲେଖକ ଏପି…
ଜାତିସଂଘ କୋର୍ଟଙ୍କ ରାୟ ପରେ ୩ ଇସ୍ରାଏଲ ବନ୍ଦୀ ମହିଳାଙ୍କ ଭିଡିଓ ଜାରି କଲା ହାମାସ
ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଶୁକ୍ରବାର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଅକ୍ଟୋବର ୭ ଆକ୍ରମଣ ପରଠାରୁ ଗାଜାରେ ୩ ଜଣ ଇସ୍ରାଏଲ ମହିଳା ବନ୍ଦୀ ଥିବା ଦେଖାଯାଇଛି।
ପାଞ୍ଚ ମିନିଟ୍ର ଏହି…
ବିହାର ରାଜନୀତି ଓ ନୀତୀଶ କୁମାରଙ୍କୁ ନେଇ କ’ଣ କହିଲେ ବାବା ରାମଦେବ?
ପାଟନା: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ରାମଦେବ କହିଛନ୍ତି ଯେ ନୀତୀଶ କୁମାର ମଧ୍ୟ ଦେଶର ମୌଳିକ ଭାବନା ସହିତ…