Browsing Category

ଖବର

ଆଜି ଶ୍ରୀମନ୍ଦିରରେ ମହାପ୍ରଭଙ୍କୁ ଖସାପଡ଼ା ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ(ଭାସ୍କର ନ୍ୟୁଜ୍): ଆଜି ଶ୍ରୀମନ୍ଦିର ମହାପ୍ରଭଙ୍କୁ ଖସାପଡ଼ା ନୀତି ସମ୍ପନ୍ନ ହେବ। ଏହା ଶ୍ରୀଜିଉଙ୍କ ଗୁପ୍ତ ସେବା ହୋଇଥିବାରୁ ଏହି ସେବା ସମୟରେ ଠାକୁରଙ୍କ ଦର୍ଶନ ବାରଣ କରାଯାଇଛି । ଏଥିପାିର୍ ଅପରାହ୍ନରେ…

ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, କଳିଙ୍ଗ ଷ୍ଟାଡିୟମ୍‌ରେ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ): ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନବ ନିଯୁକ୍ତ ଶିକ୍ଷକଙ୍କୁ…

ରାଜ୍ୟଗୋଷ୍ଠୀ କ୍ରୀଡା: ୫୦ମିଟର ବ୍ୟାକଷ୍ଟ୍ରୋକ ସେମିକୁ ଗଲେ ଶ୍ରୀହରି

ବର୍ମିଂହାମ: ଭାରତୀୟ ଯୁବ ସନ୍ତରଣକାରୀ ଶ୍ରୀହରି ନଟରାଜ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପୁରୁଷ ୫୦ ମିଟର ବ୍ୟାକଷ୍ଟ୍ରୋକ ଇଭେଣ୍ଟ ସେମିଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ରବିବାର ଅନୁଷ୍ଠିତ ଏହି ଇଭେଣ୍ଟର…

ଆଜିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକମାନଙ୍କୁ ସ୍ୱାଗତ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

ପଟ୍ଟାମୁଣ୍ଡାଇ/ରାଜନଗର (ଭାସ୍କର ନ୍ୟୁଜ୍‌) :  ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ହେବ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିଥିଲା । ଭିତରକନିକାକୁ…

ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଅଗଷ୍ଟ ୧୫ ପର୍ଯ୍ୟନ୍ତ ଡିପିରେ ଲଗାନ୍ତୁ ତ୍ରିରଙ୍ଗା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ର ୯୧ ତମ ଅଧ୍ୟାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥର 'ମନ କି ବାତ' ଅତ୍ୟନ୍ତ ସ୍ୱତନ୍ତ୍ର…

Video: ଓଡିଶା ଜାତୀୟ ଉଦ୍ୟାନରେ ବିରଳ ବ୍ଲାକ୍ ଟାଇଗର, ଦେଖନ୍ତୁ ବାଘଟି କିପରି ନିଜ ଅଞ୍ଚଳରେ ଛାପ ଛାଡ଼ୁଛି

ଭୁବନେଶ୍ୱର: ଓଡ଼ିଶାରେ ବିରଳ କଳା ବାଘ। ଶିମିଳିପାଳ ଜାତୀୟ ଉଦ୍ୟାନରେ ଏହି ବାଘ ଦେଖାଯାଇଥିବା କୁହାଯାଉଛି। ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଟ୍ୱିଟରରେ ପୋଷ୍ଟ କରାଯାଇଥିବା ୧୫ ସେକେଣ୍ଡର କ୍ଲିପ୍‌ରେ ଏକ ଗଛରେ…

ଭାରତର ପ୍ରଥମ ମଙ୍କିକ୍ସ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ, ଖୁବଶୀଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

ଥିରୁବାନ୍ତପୁରମ୍‌: ଦେଶର ପ୍ରଥମ ମଙ୍କିକ୍ସ ରୋଗୀ ତଥା ଥିରୁବାନ୍ତପୁରମ୍‌ ସରକାରୀ ମେଡିକାଲ୍‌ କଲେଜରେ ଚିକିତ୍ସିତ ହେଉଥିବା କେରଳର ଜଣେ ବ୍ୟକ୍ତି ଏହି ରୋଗରୁ ମୁକ୍ତି ପାଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭେନା…

ଭାରତୀୟ ମହିଳା ହକି ଦଳକୁ ଝଟକା : ନବଜୋତ କୌରଙ୍କୁ କରୋନା ପଜିଟିଭ, ଖୁବଶୀଘ୍ର ଫେରିବେ ଭାରତ

ବର୍ମିଂହାମ: ଭାରତୀୟ ମହିଳା ହକି ଦଳକୁ ଝଟକା । କରୋନାରେ ଆକ୍ରାନ୍ତ ହେବା କାରଣରୁ ଖୁବ ଶୀଘ୍ର ସ୍ୱଦେଶ ଫେରିବେ ଭୋତୀୟ ମହିଳା ହକି ଦଳର ମିଡଫିଲ୍ଡର ନବଚୋତ କୌର । ତେଣୁ ଏତିକିରେ କୌରଙ୍କର ରାଜ୍ୟଗୋଷ୍ଠୀ କ୍ରୀଡା…

ଏସିଆର ସବୁଠୁ ଧନୀ ମହିଳା ତାଲିକାରେ ଭାରତର ସାବିତ୍ରୀ ଜିନ୍ଦଲ, ରହିଛି ଏତିକି ହଜାର କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ଭାରତର ସାବିତ୍ରୀ ଜିନ୍ଦଲ ଏବେ ଏସିଆର ସବୁଠୁ ଧନୀ ମହିଳା ଭାବେ ନିଜକୁ ନାମିତ କରିଛନ୍ତି । ବ୍ଲମବର୍ଗ ରିପୋର୍ଟ ଅନୁସାରେ ସାବିତ୍ରୀଙ୍କ ପାଖରେ ୮୯.୪୯ ହଜାର କୋଟି ଟଙ୍କାର ସଂପତ୍ତି ରହିଛି । ଦ୍ୱିତୀୟ…

ଇଡି ସ୍କାନରରେ ଆଉ ଜଣେ ତୃଣମୂଳ ବିଧାୟକ, ଖୁବ୍‌ଶୀଘ୍ର ହୋଇପାରେ ଆକ୍ସନ୍

ନୂଆଦିଲ୍ଲୀ: କୋଲକାତା ଭିତ୍ତିକ ଦୁଇଟି ଚ୍ୟାନେଲ ଓ ନିଜ ଖାଇବା ତେଲ କମ୍ପାନୀ ମଧ୍ୟରେ ବିବାଦୀୟ ଆର୍ଥିକ କାରବାରକୁ ନେଇ ତୃଣମୂଳ କଂଗ୍ରେସ ବିଧାୟକଙ୍କ କମ୍ପାନୀକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ରୁ ନୋଟିସ ଜାରି…