Browsing Category
ଖବର
ଦିଗପହଣ୍ଡି ଦୁର୍ଘଟଣା: ପ୍ରଧାନମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି, ମିଳିବ ୨ ଲକ୍ଷ
ଗଞ୍ଜାମ: ଦିଗପହଣ୍ଡି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୨ ଜଣ ଯାତ୍ରୀଙ୍କ ପାଇଁ ଗଭୀର ଶୋକ…
ପ୍ରେମିକା ଦେଲା ଭୟଙ୍କର Love Bite: ଚାଲିଗଲା ବୟଫ୍ରେଣ୍ଡର ଜୀବନ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଅଧିକାଂଶ ପ୍ରେମୀଯୁଗଳ ସାଥୀଙ୍କୁ ଲଭ ବାଇଟ ଦେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଲଭ୍ ବାଇଟ ଖୁବ ଭୟଙ୍କର ହୋଇପାରେ,ଏମିତିକି ଏହି ଲଭ ବାଇଟ ଆପଣଙ୍କ ଜୀବନ ବି ନେଇପାରେ । ଏମିତି ଏକ ଘଟଣା ବର୍ତ୍ତମାନ…
‘ଦୁହେଁ ଦୁହିଁଙ୍କୁ ଚପଲରେ ପିଟିବେ… ଭାଙ୍ଗିଯିବ କର୍ଣ୍ଣାଟକ ସରକାର’: ଦାବି କରୁଛନ୍ତି ବିଜେପି ବିଧାୟକ
ବେଙ୍ଗଲୁରୁ: ଏକ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକର ବିଜେପି ନେତା ତଥା ବିଧାୟକ ବସନଗୌଡା ପାଟିଲ ଯତନାଲ । ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀଙ୍କୁ ନେଇ ସେ ଏହି ବଡ ବୟାନ…
ପ୍ରଧାନମନ୍ତ୍ରୀଙ୍କ ଆମେରିକା-ମିସର ଗସ୍ତରୁ ଭାରତକୁ ମିଳିଲା କ’ଣ? ଏହିସବୁ ଚୁକ୍ତି କରିଛନ୍ତି ମୋଦୀ
ନୂଆଦିଲ୍ଲୀ: ଆମେରିକା ଏବଂ ମିସର ରାଜକୀୟ ଗସ୍ତ ଶେଷ କରି ଭାରତକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଉଭୟ ଗସ୍ତରେ ବିଦେଶର ରାଷ୍ଟ୍ରମୁଖ୍ୟ ମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ…
ବନ୍ୟା ବିତ୍ପାତରେ ୬ ମୃତ, ବୁଡିଗଲା ୧୨ ଗାଡି: ୭୨ ଘଣ୍ଟାରେ ସବୁକିଛି ଛାରଖାର
ଶିମଲା: ପ୍ରବଳ ବର୍ଷା ବର୍ତ୍ତମାନ ହିମାଚଳ ପ୍ରଦେଶରେ ନେଇଛି ଏକ ଭୟଙ୍କର ରୂପ । ବାଦଲ ଫଟା ବର୍ଷା ପରେ ଏଠାରେ ଭୀଷଣ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଅନେକ ଜନହାନୀ ଘଟୁଥିବା ବେଳେ ୧୨ଟି ଗାଡିକୁ ଧୋଇ ନେଇଛି…
ଦିଗପହଣ୍ଡି ଦୁର୍ଘଟଣା: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର
ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ଛକରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୨ ଜଣ ଯାତ୍ରୀ । ଏଥିସହିତ ପ୍ରାୟ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟରାରେ…
ଭୟଙ୍କର ବସ୍ ଦୁର୍ଘଟଣାରେ ଚାଲିଗଲା ୧୨ ଜଣଙ୍କ ଜୀବନ: ବିବାହ ଉତ୍ସବ ସାରି ଘରକୁ ଫେରୁଥିଲେ ପରିବାର
ଗଞ୍ଜାମ: ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖଦ ଘଟଣାକୁ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି ଓଡିଶାବାସୀ । ଏହାକୁ ମାସେ ନ ପୁରୁଣୁରୁ ଆଉ ଏକ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ପୁଣି କିଛି ନିରୀହ ଜୀବନ । ସକାଳୁ ସକାଳୁ ବସ୍…
RBI କୁ ଫେରିଛି ଏତିକି ୨୦୦୦ ଟଙ୍କିଆ ନୋଟ: ସୂଚନା ଦେଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ: ମେ' ୧୯ ତାରିଖରୁ ଭାରତରେ ଅଚଳ ହୋଇଯାଇଛି ୨୦୦୦ ଟଙ୍କିଆ ନୋଟ୍ । ଏହି ନିଷ୍ପତ୍ତିକୁ ୟା ଭିତରେ ଏକ ମାସରୁ ଉଦ୍ଧାର ବିତି ସାରିଛି । ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ…
ବାହାନଗା ଦୁର୍ଘଟଣା ପରେ ଓଡିଶାକୁ ମିଳିବ ‘କବଚ’ ବ୍ୟବସ୍ଥା! କ’ଣ ନିଷ୍ପତ୍ତି ନେବେ ରେଳମନ୍ତ୍ରୀ?
ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଚଳିତ ଦଶନ୍ଧିର ସର୍ବଶ୍ରେଷ୍ଠ ଦୁର୍ଘଟଣା ମଧ୍ୟରୁ ଅତି ଭୟଙ୍କର ହୋଇଛି । ଦୁର୍ଘଟରାରେ ୨୯୨ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଦିକ ଯାତ୍ରୀ ଆହତ ହୋଇଛନ୍ତି । ଏହାପରେ ବି…
(Video) ପୁଣି ବଡ଼ ଧରଣର ରେଳ ଦୁର୍ଘଟଣା, ଭରା ନଦୀରେ ଭାଙ୍ଗିଲା ବ୍ରିଜ… ପାଣିରେ ବୁଡିଗଲା ଟ୍ରେନ
ନୂଆଦିଲ୍ଲୀ: ପୁଣି ଘଟିଯାଇଛି ଆଉ ଏକ ରେଳ ଦୁର୍ଘଟଣା । ବାହାନଗା ରେଳ ଦୁର୍ଘଟଣା ପରେ ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଘଟି ଚାଲିଛି । ଯାହାକି ରେଳଯାତ୍ରୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି । କେତେବଳେ ଟ୍ରେନ…