Browsing Category
ଖବର
ଶିବ ପାର୍ବତୀଙ୍କ ବୁଲେଟରୁ ସରିଗଲା ପେଟ୍ରୋଲ: ଶିବଙ୍କୁ ଧରିଲା ପୋଲିସ
ନୂଅଦିଲ୍ଲୀ: ଭଗବାନ ଶିବ ଓ ପାର୍ବତୀ ଉଭା ହୋଇଛନ୍ତି ରୟାଲ ଏନଫିଲ୍ଡ ବୁଲେଟରେ । ଆଉ ବୁଲେଟରେ ଯାତ୍ରା କରୁଥିବା ସମୟରେ ପେଟ୍ରୋଲ ସରି ଯିବାରୁ ରୁଷି ଯାଇଥିଲେ ପାର୍ବତୀ । ଏନେଇ ଦୁଇଜଣଙ୍କ ମଧ୍ୟରେ ଦେଖାଯାଇଥିଲା ବିବାଦ…
ଏମିତି ବି ଆସେ କାଳ : ଘରେ ଶୋଇଥିବା ଚୋଟ ମାରିଲା ବିଷଧର ସାପ, ଉଡିଗଲା ୨ ଭାଇଙ୍କ ପ୍ରାଣବାୟୁ
ଫୁଲବାଣୀ, (ଭାସ୍କର ନ୍ୟୁଜ୍) : ପବିତ୍ର ବାହୁଡ଼ା ଯାତ୍ରା ଦିନ ଏକ ବଡ଼ ଧରଣର ଅଘଟଣ ଘଟିଛି । ସାପକାମୁଡ଼ାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଫୁଲବାଣୀ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ…
ସରକାରୀ ବିଦ୍ୟାଳୟରେ ରବିବାର ନୁହେଁ ଶୁକ୍ରବାର ଦିନ ସାପ୍ତାହିକ ଛୁଟି, ଜାଣନ୍ତୁ କ’ଣ ରହିଛି ପୁରା ଖବର
ରାଞ୍ଚି: ଦେଶ ତଥା ବିଦେଶର ସମସ୍ତ ବିଦ୍ୟାଳୟମାନଙ୍କରେ ପ୍ରତ୍ୟେକ ରବିବାର ଛୁଟି ହୋଇଥାଏ। ଏହା ସମସ୍ତେ ଜାଣନ୍ତି। କିନ୍ତୁ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ବିଦ୍ୟାଳୟମାନଙ୍କରେ ରବିବାର ବଦଳରେ ଶୁକ୍ରବାର ଛୁଟି ରହୁଥିବା…
ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ, ରାଜଧାନୀରେ ଲାଗିଲା କର୍ଫ୍ୟୁ
ନୁଆଦିଲ୍ଲୀ: ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶର ରାଜନେତାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହେଉଛି। ଏହି କ୍ରମରେ ଆଜି ଯେତେବେଳେ ବିକ୍ଷୋଭକାରୀମାନେ ଶ୍ରୀଲଙ୍କା ରାଷ୍ଟ୍ରପତି…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୫ଦିନ ବର୍ଷିବ
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରବାବରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ।…
ରାଷ୍ଟ୍ରପତିଙ୍କ ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଭୋଟ୍ ଦେବା ହେବ ନାହିଁ ସହଜ
ନୁଆଦିଲ୍ଲୀ: ଆଉ ଗୋଟିଏ ସପ୍ତାହ ପରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ମତଦାନ। ଏହା ପୁର୍ବରୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ସମୁହଙ୍କ ପ୍ରାର୍ଥି ଜଶବନ୍ତ ସିହ୍ନା ନିଜ ପାଇଁ ରାଜ୍ୟ…
ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ୍: ବିରାଟଙ୍କ ଉପରେ ସମସ୍ତଙ୍କ ନଜର, ଏମିତି ହୋଇପାରେ ଭାରତର ପ୍ଳେୟିଙ୍ଗ-୧୧
ବର୍ମିଂହାମ୍: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଆଜି ବର୍ମିଂହାମ୍ରେ ଖେଳାଯିବ। ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚ୍ ଜିତି ଭାରତ ସିରିଜକୁ…
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଭାରତୀୟ ମୂଳ ଋଷି ସୁନକ, ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜକୁ ପ୍ରାର୍ଥୀ ଘୋଷଣା କଲେ
ନୁଆଦିଲ୍ଲୀ: ଭାରତୀୟ ମୂଳ ଋଷି ସୁନକ ବ୍ରିଟେନ୍ର ଆଗାମୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ମୂଳ…
ବର୍ଷାରେ ଭିଜି ବାହୁଡିବେ ମହାବାହୁ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ସମୁଦ୍ର ଅଞ୍ଚଳରେ ମଧ୍ୟ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ବାୟୁମଣ୍ଡଳରେ…
ସିଞ୍ଜୋ ଆବେଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ କହିଲେ-‘ଜଣେ ବନ୍ଧୁଙ୍କୁ ହରାଇଲି’, କାଲି ଭାରତରେ ଦିନିକିଆ ରାଷ୍ଟ୍ରିୟ ଶୋକ
ନୁଆଦିଲ୍ଲୀ: ଜାପାନର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ଲାଗିବା ପରେ ତାଙ୍କର ମୃତ୍ୟୁ ଖବରକୁ ବିଶ୍ୱ ଆଶ୍ଚର୍ଯ୍ୟ କରି ଦେଇଛି। ତାଙ୍କର ହଠାତ୍ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ…