Browsing Category

ଖବର

ବଦ୍ରିନାଥ ଧାମ ଆଖପାଖରେ ପାଳନ କରାଯିବ ନାହିଁ ଇଦ୍, ବୈଠକରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବଦ୍ରୀନାଥ ଧାମର ନିକଟବର୍ତ୍ତୀ ଅଞ୍ଚଳରେ ଇଦ୍ ପାଳନ କରାଯିବ ନାହିଁ । ବଦ୍ରିନାଥ ଧାମର ପଣ୍ଡା ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ବଦ୍ରିନାଥ ଧାମରେ ଇଦ୍ ପାଳନ…

ଆଡପ ଦର୍ଶନ ହେଲା ଶେଷ ଦର୍ଶନ, ସନ୍ଧ୍ୟା ଦର୍ଶନ ପରେ ଭକ୍ତଙ୍କ ଶେଷ ଯାତ୍ରା

ଭୁବନେଶ୍ୱର:  ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ମହାପ୍ରଭୁଙ୍କ ଆଡପ ଦର୍ଶନ ଥିଲା । ସନ୍ଧ୍ୟା ୫ଟା ୨୦ ରେ ଏହି ଦର୍ଶନ ବନ୍ଦ ହୋଇଥିଲା । ଏହି ଉପଲକ୍ଷେ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗିଥିଲା ।…

(Video) ରଥରୁ ଓହ୍ଲାଇ ଆସିଲେ ଶ୍ରୀଜୀଉ: ମହିଳାଙ୍କ ପରଟା ଉପରେ ଦିଶିଲା କଳାଶ୍ରୀମୁଖ

ଅତ୍ର ତତ୍ର ସର୍ବତ୍ର ଜଗନ୍ନାଥ । ଏକଥା ଆମେ କେବଳ ଶୁଣିଥିଲେ, ଆଉ ପୁରାଣକୁ ବିଶ୍ୱାସ କରି ଚାଲିଥିଲୋ କିନ୍ତୁ ଏବେ ଏହାର ମିଳିଛି ପ୍ରମାଣ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରଥରୁ ଓହ୍ଲାଇ ଆସିଛନ୍ତି କଳାବାମନ । ଦିନେ…

ଭଡାଘର ବି ହୋଇପାରିବ ନିଜର: କେତେ ଦିନ ପରେ ମାଲିକାନା ଜାହିର କରିପାରିବେ ଭଡାଟିଆ?

ଭୁବନେଶ୍ୱର: ଛୋଟ ଘର ହେଉ କି ବଡ ଫ୍ଲାଟ, ବର୍ତ୍ତମାନ ସମୟରେ ଘରକୁ ଭଡା ଦେଇ ଟଙ୍କା ରୋଜଗାର କରିବା ଟ୍ରେଣ୍ଡରେ ରହିଛି । ବଙ୍ଗଳା ବା ଫ୍ଲାଟ କିଣି ଘରକୁ ଭଡାରେ ଲଗାଇ ଦେବା ସହ ସେଥିରୁ ଖୁବ ସହଜରେ ଭଲ ରୋଜଗାର ମଧ୍ୟ…

ଦିନିକିଆ ବିଶ୍ୱକପର ଘୋଷଣା:ଏହିଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଶେଷ ହୋଇଛି ଅପେକ୍ଷା । ଆଇସିସି ତରଫରୁ ଦିନିକିଆ ବିଶ୍ୱକପ ପାଇଁ ସୂଚୀ ଘୋଷଣା ହୋଇ ସାରିଛି । କ୍ରିକେଟର ଏହି ମହାକୁମ୍ଭକୁ ଆଉ ୧୦୦ ଦିନ ବାକି ଥିବା ବେଳେ ଆଇସିସି ଏଥିପାଇଁ ଟାଇମ ଟେବୁଲ ଘୋଷଣା କରିଛି ।…

‘ମିଶନ ଶକ୍ତି’ରେ କେତେ ହେଉଛି ରୋଜଗାର? ରାଜ୍ୟ ସରକାରଙ୍କ ଯୋଜନାରେ ମହିଳା କରୁଛନ୍ତି ବାର୍ଷିକ ୧୫ ହଜାର କୋଟିର ବ୍ୟବସାୟ

ଭୁବନେଶ୍ୱର: ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ‘ମିଶନ ଶକ୍ତି’ ଯୋଜନା ଖୁବ ସହାୟକ ହୋଇଛି । ଏହି ଯୋଜନା ପାଇଁ ଆଜି ରାଜ୍ୟର ବିଭିନ୍ନ ଗାଁ ଗହଳିର ମହିଳାମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି…

ଦିଗପହଣ୍ଡି ବସ୍ ଦୁର୍ଘଟଣା: ପୋଲିସ ନେଲା ବଡ କାର୍ଯ୍ୟାନୁଷ୍ଠାନ, ଡ୍ରାଇଭର ଗିରଫ

ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାରେ ସମ୍ପୃକ୍ତ ଓଏସଆରଟିସି ବସ୍ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଦୁର୍ଘଟଣା ପରେ ଡ୍ରାଇଭର ମାନସ…

ପୁଣି ଭାରସାମ୍ୟ ହରାଇ ଓଲଟିଲା ବସ୍: ୧୦ ଯାତ୍ରୀ ଆହତ

ବାରିପଦା: ଓଡିଶାର ପିଛା ଛାଡୁନି ଦୁର୍ଘଟଣା । ଗୋଟି ପରେ ଗୋଟିଏ ସ୍ଥାନରେ ବଡ ବଡ ଦୁର୍ଘଟଣାମାନ ଘଟି ଚାଲିଛି । ଆଜି ବାରିପଦା ମେଡିକାଲ କଲେଜ ରଙ୍ଗାମାଟିଆ ଛକରେ ଘଟିଛି ଆଉ ଏକ ବସ୍ ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ…

ସାବଧାନ! ଏଣିକି ଚାଲାଣ କଟାଯିବନି, ସିଧା ୨ ବର୍ଷ ପାଇଁ ହେବ ଜେଲ: ଏହି ନିୟମ ଭାଙ୍ଗିବା ବନ୍ଦ କରନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ଟ୍ରାଫିକ ନିୟମ ଦିନକୁ ଦିନ ଖୁବ କଡାକଡି କରାଯାଉଛି । ବିଭିନ୍ନ କାଗଜପତ୍ର ସାଙ୍ଗକୁ ଡ୍ରାଇଭରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଭୁଲ ଅନୁସାରେ ଚାଲାଣ କାଟୁଛନ୍ତି ଟ୍ରାଫିକ ପୋଲିସ ।…

ଭୟଙ୍କର ରୂପ ନେବ ଗ୍ରୀଷ୍ମ ଲହରୀ: ଏଲନିନୋ ବଢାଉଛି ବିପଦ, ଆହୁରି ଉତ୍ତପ୍ତ ହୋଇପାରେ ପୃଥିବୀ

ନୂଆଦିଲ୍ଲୀ: ଏହି କିଛି ଦିନ ମଧ୍ୟରେ ଘାତକ ରୂପ ନେଇଛି ଗ୍ରୀଷ୍ମଲହରୀ । ପ୍ରବଳ ଖରା ଏବଂ ତାତିକୁ ସହି ନ ପାରି ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତେବେ ମୌସୂମୀଭାରତରେ ପାଦ ଥାପିବା ପରେ ଏହି ହିଟେଓଭରୁ ସାମାନ୍ୟ…