Browsing Category

ଖବର

ମାର୍କେଟକୁ ୧୦୦ ଟଙ୍କିଆ କଏନ୍ ଆଣିବେ ପଧାନମନ୍ତ୍ରୀ: ୧୦୦ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ହେବ ଉନ୍ମୋଚନ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଭାରତୀୟ ମୁଦ୍ରାର ରୂପ ପରିବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ୫୦୦ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କିଆ ନୋଟକୁ ନୂଆ ରୂପରେ ଆଣିବା ପରେ ଏବେ କଏନ୍ ରେ ମଧ୍ୟ ପରିବର୍ତ୍ତନ…

ନିଜକୁ ଆତ୍ମସମପଣ କଲା ଅମୃତପାଲ: ପଞ୍ଜାବ ମୋଗା ପୋଲିସ ଆଗରେ ସରେଣ୍ଡର

ନୂଆଦିଲ୍ଲୀ: ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଆଜି ପୋଲିସ ଆଗରେ ଆତ୍ମସମର୍ପଣ କରିଛି ଅମୃତପାଲ ସିଂହ । ମାର୍ଚ୍ଚ ୧୮ ତାରିଖରୁ ପୋଲିସକୁ ଲୁଚି ଏଣେତେଣେ ବୁଲୁଥିଲା ଅମୃତପାଲ । କିନ୍ତୁ ଆଜି ପଞ୍ଜାବର ମୋଗା ପୋଲିସ ନିକଟରେ…

ବିଶ୍ୱସ୍ତରୀୟ ହେବା ପଥରେ ଭାରତୀୟ ଟଙ୍କା: ଖୁବ ଶୀଘ୍ର ଆନ୍ତର୍ଜାତୀୟ ବାଣିଜ୍ୟରେ ଟଙ୍କାରେ ହେବ କାରବାର-ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ଭାରତୀୟ ଟଙ୍କା ବିଶ୍ୱ ମୁଦ୍ରା ହେବାର ପଥରେ ଆଗକୁ ବଢି ଚାଲିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର ଆଶା ପ୍ରକଟ କରିଛନ୍ତି ଯେ ବ୍ୟବସାୟୀମାନେ ଖୁବ ଶୀଘ୍ର ବୈଦେଶିକ ବାଣିଜ୍ୟକୁ ଟଙ୍କାରେ…

ହେ ବନ୍ଧୁ ବିଦାୟ… ପଞ୍ଚଭୂତରେ ଲୀନ ହେଲେ ବୀର ଦେବାଶିଷ: ଗାଁ ଶ୍ମଶାନରେ ଶେଷକୃତ୍ୟ

ପୁରୀ: ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଭାରତ । କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ଦେବାଶିଷ ବିଶ୍ୱାଳ । ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି…

ବିଶ୍ୱକପରେ ଋଷଭ ପନ୍ତଙ୍କ ସ୍ଥାନ ନେବେ ଏହି ଖେଳାଳି: ବିସିସିଆଇ ଦେଲା ସଂକେତ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ନେଇ ଏକ ବଡ ସଂକେତ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ୱିକେଟ କିପର ଋଷଭ ପନ୍ତଙ୍କ ସ୍ଥାନରେ କେଉଁ ଖେଳାଳି ପାଇବେ ବିଶ୍ୱକପ ଟିକେଟ, ସେ ନେଇ ଏକ ବଡ ସୂଚନା ଦେଇଛି ବିସିସିଆଇ ।…

(video)ଭୋ ଭୋ ହେଇ କାନ୍ଦୁଛି ପରିବାର, ଶେଷ ଥର ପାଇଁ ନିଜ ଗାଁ ପରିକ୍ରମା କରୁଛନ୍ତି ସହିଦ ଦେବାଶିଷ

ଭୁବନେଶ୍ୱର: ଯେଉଁମାଟିରେ ଖେଳି ଛୋଟରୁ ବଡ ହୋଇଥିଲେ ଆଜି ସେହି ଗାଁ ମାଟି ସହିଦଙ୍କ ପାଇଁ ଲୁହରେ ଭିଜୁଛି । କେବଳ ପରିବାର ଲୋକ କି ଧର୍ମପତ୍ନୀ ନୁହେଁ ସାରା ଗାଁର ଲୋକ ଭୋ ଭୋ ହୋଇ କାନ୍ଦୁଛନ୍ତି । ସ୍ତ୍ରୀ ସ୍ୱାମୀର…

ଓଃ ହୋ… ଏତେ ଦିନ ପରେ ଆଜି ସନ୍ଧ୍ୟାରେ ମିଳିବ ଇଣ୍ଟରନେଟ୍: ୯ ଦିନରୁ ଥିଲା ବନ୍ଦ

ସମ୍ବଲପୁର: ଆଜି ସନ୍ଧ୍ୟା ସୁଦ୍ଧା ସମ୍ବଲପୁରରେ ପୁଣି ଥରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ । ୯ ଦିନ ପରେ ଆଜି ପୁଣିଥରେ ଇଣ୍ଟରନେଟ ବ୍ୟବହାର କରିପାରିବେ ସମ୍ବଲପୁରର ବାସିନ୍ଦା । ସନ୍ଧ୍ୟା ୬ଟା ସୁଦ୍ଧା ଜିଲ୍ଲାରେ…

ସହୀଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳଙ୍କୁ ଗାର୍ଡ ଅଫ ଅନର: ରାଜ୍ୟପାଳ ଦେଲେ ଶ୍ରଦ୍ଧା ସୁମନ

ଭୁବନେଶ୍ୱର: ଓଡିଶା ମାଟିରେ ପହଞ୍ଚିଛି ସହୀଦ ଦେବାଶିଷ ବିଶ୍ୱାଳଙ୍କର ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ବୀର ଯବାନଙ୍କୁ ଦିଆଯାଇଛି ମହା ସମ୍ମାନ । ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ସେଠାରେ ପହଞ୍ଚି…

ମିଳିଲା ଶ୍ରୀମନ୍ଦିର ପ୍ରଶାସନର ଉଭୟ ଫାଇଲ: ହଜି ନଥିଲା ବୋଲି କହିଲେ ସଚିବ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ହଜି ଯାଇଥିବା ଦୁଇଟି ଯାକ ଫାଇଲ ମିଳିଥିବା ନେଇ ସୂଚନା ମିଳିଛି । ଏ ନେଇ ଆଇନ ବିଭାଗର ପୁରୁଣା ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଫାଇଲ ଅନ୍ୟ କେଉଁଠି ହଜି…

ସକାଳୁ ସକାଳୁ ବଡ ଦୁର୍ଘଟଣା: ବସ୍-ଟ୍ରକ୍ ଧକ୍କାରେ ୭ ଜଣଙ୍କ ମୃତ୍ୟୁ, ୪୦ ଆହତ

ଲକ୍ଷ୍ନୌ: ରାତି ପାହାନ୍ତାରୁ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଉତ୍ତରପ୍ରଦେଶ ଗୋରଖପୁର ଜାତୀୟ ରାଜପଥରେ ଏଭଳି ଏକ ମମନ୍ତୁଦ…