CHARIDHAM
Browsing Category

ଖବର

ଗୁଜୁରାଟ ପ୍ରଶ୍ନପତ୍ର ଲିକ; ମାଲକାନଗିରି ଶିକ୍ଷକ ଗିରଫ

ଭୁବନେଶ୍ୱର: ବର୍ତ୍ତମାନ ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ଲିପ୍ତ ଥିଲେ । ତେଣୁ ପୋଲିସ ଆଜି ମାଲକାନଗିରି…

(Video) ନବ ଦାସ ହତ୍ୟା ମାମଲା: ଜେଲ ଗଲେ ବହିଷ୍କୃତ ASI ଗୋପାଳ ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଏଏସଆଇ ଗୋପାଳ ଦାସଙ୍କୁ ଗତକାଲି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଜର…

ପାକିସ୍ତାନ ମସଜିଦରେ ବିସ୍ଫୋରଣ: ୬୩ ମୃତ, ୧୫୦ ଆହତ

ଇସଲାମାବାଦ: ତହରିକ-ଏ-ତାଲିବାନ(ଟିଟିପି) ଆତଙ୍କ ପାକିସ୍ତାନରେ ବଢିବାକୁ ଲାଗିଛି । ଗତକାଲି ପାକିସ୍ତାନର ପେଶାୱରରେ ଏହି ଆତଙ୍କି ସଂଗଠନ କଡ଼ା ସୁରକ୍ଷା ଭିତରେ ନମାଜ ପଢାଯାଉଥିବା ମସଜିଦରେ ପ୍ରବେଶ କରି ଆତ୍ମଘାତୀ…

ତାଲିବାନ ସରକାରରେ ଫାଟ, ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ହେଲା କାରଣ

କାବୁଲ: ଆଫଗାନିସ୍ତାନରେ ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ତାଲିବାନ ପାଇଁ ମାହଙ୍ଗା ପଡିପାରେ। ତାଲିବାନ ସରକାରଙ୍କ ସର୍ବୋଚ୍ଚ ନେତା ମୁଲ୍ଲା ହିବତୁଲ୍ଲା ଆଖୁନ୍ଦଜାଦାଙ୍କ ପାଇଁ ଏହା ଏବେ ଅସୁବିଧା ସୃଷ୍ଟି…

ଚାକିରିରୁ ବିଦା ହେଲା ଏଏସ୍‌ଆଇ ଗୋପାଳ ଦାସ, ବହିଷ୍କାର କଲେ ଝାରସୁଗୁଡ଼ା ଏସ୍‌ପି

ଝାରସୁଗୁଡ଼ା: ଚାକିରିରୁ ବିଦା ହେଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ। ଝାରସୁଗୁଡ଼ା ଏସ୍‌ପି ଗୋପାଳଙ୍କୁ ଚାକିରିରି ବରଖାସ୍ତ କରିଛନ୍ତି। ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ…

ନବ ଦାସଙ୍କ ଶେଷ କୃତ୍ୟ ସମ୍ପନ, ମୁଖାଗ୍ନି ଦେଲେ ପୁଅ ବିଶାଲ ଦାସ

ଝାରସୁଗୁଡ଼ା: ବିଦାୟ ନେଲେ ନବ ଦାସ। ଝାରସୁଗୁଡ଼ା ଖେରୁଆଲ୍ ଶ୍ମଶାନରେ ଶେଷ ହେଲା ନବଙ୍କ ଶେଷକୃତ୍ୟ। ପୁଅ ବିଶାଲ ଦାସ ପିତାଙ୍କ ମର ଶରିରରେ ମୁଖାଗ୍ନି ଦେଇଛନ୍ତି। ଶ୍ମଶାନରେ ନବ ଦାସଙ୍କ ବାପା ଏବଂ ପୁଅ ଉପସ୍ଥିତ…

ଗୋପାଳଙ୍କୁ କ୍ରାଇମବ୍ରଞ୍ଚର ଜେରା; ସାମ୍ନାକୁ ଆସିଲା ରୋଚକ ତଥ୍ୟ

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରଇମବ୍ରଞ୍ଚ ଜେରା କରୁଛି । ଫଳରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଗୋପାଳଙ୍କ ସର୍ଭିସ ବୁକ୍…

BIG BREAKING: ସ୍ୱାସ୍ଥ୍ୟମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ବର୍ତ୍ତମାନ ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ନିରଞ୍ଜନ ଓ ଅର୍ଥମନ୍ତ୍ରୀ ଥିବା ବେଳେ ବର୍ତ୍ତମାନ…

ପରିବା ଦୋକାନକୁ ମାଡ଼ିଗଲା ଗାଡ଼ି: ୨ମୃତ, ୨ ଗୁରୁତର

ଖଲ୍ଲିକୋଟ: ପ୍ରତିଦିନ ରାଜ୍ୟରେ ବଡ଼ ବଡ଼ ଦୁର୍ଘଟଣା ଦେଖାଯାଉଥିବା ବେଳେ ଆଜି ଏକ ଦୋକାନ ଉପରେ ଗାଡ଼ି ଚଢାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କ ମୃତ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ସୂଚନା…

ରିସର୍ଚ୍ଚରୁ ଖୁଲାସା: ଏହି ଉପାୟରେ ମନୋବିଶେଷଜ୍ଞମାନେ ଜାଣନ୍ତି ବ୍ୟକ୍ତିର ମନକଥା

ଅଜିକାଲି ଅନେକ ସମୟରେ ସୋସିଆଲ୍ ମିଡିଆରେ ଯାଦୁଗରମାନେ ଯାଦୁ ଦେଖାଉଥିବାର ଭିଡିଓ ଦେଖିବାକୁ ମିଳୁଛି । ଯେଉଁଥିରେ ମାନସିକବାଦୀମାନେ ବ୍ୟକ୍ତିଙ୍କ ମନରେ କ’ଣ ଘଟୁଛି ତାହା କହିଥାନ୍ତି । ଯାହାକୁ ଦେଖି ଅନେକ ଲୋକ…