Browsing Category

ଖବର

ମସଜିଦରୁ ଭିତରୁ ମିଳିଲା ଘୁଷୁରୀ ମାଂସ ଭର୍ତ୍ତି ପ୍ୟାକେଟ, ଜାଣନ୍ତୁ ପୁରା ଘଟଣା

ଆସାମ: ମସଜିଦ ଭିତରୁ ମିଳିଲା ଘୁଷୁରୀ ମାଂସର ପ୍ୟାକେଟ। ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଆସାମର ଗୌହାଟୀରେ। ଦୁଇ ଦିନ ପୂର୍ବେ ଏଠାରେ କେହି ଜଣେ ଏକ ପ୍ୟାକେଟ ଏବଂ ଏକ ଚିଠି ଫିଙ୍ଗି ଦେଇଥିଲେ। ପ୍ୟାକେଟ ଭିତରେ…

ରାସ୍ତାରୁ ମିଳିଲା ମହିଳାଙ୍କ ମୃତଦେହ ଭର୍ତ୍ତି ବସ୍ତା, ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ପଞ୍ଜାଵ: ଜଣେ ମହିଳାଙ୍କ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ରାସ୍ତାରେ ଫୋପାଡ଼ି ଦେଇ ଚାଲିଯାଇଥିଲେ ଦୁର୍ବୁତ୍ତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଲୁଧିଆନାରେ। ଏକ ମୋଟରସାଇକେଲରେ ଦୁଇଜଣ ବ୍ୟକ୍ତି…

ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜ୍ ଭିତରେ ଆସିଲା ବଡ଼ ଦୁଃଖଦ ଖବର; ପରଲୋକରେ ଏହି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ଶୋକର ଛାୟା । ବର୍ତ୍ତମାନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ସିରିଜର ତୃତୀୟ ମ୍ୟାଚ୍ ୧୦ ଜୁଲାଇରୁ ଲଣ୍ଡନର ଲର୍ଡସରେ ଆରମ୍ଭ ହେବ, ଏହାରି…

11ରେ ସମ୍ବିଧାନ ବଞ୍ଚାଅ ସମାବେଶ; ପ୍ରସ୍ତୁତି ଜାରି, ଓଡ଼ିଶା ଆସିବେ ରାହୁଲଙ୍କ ସହ ଖଡ୍‌ଗେ

ଭୁବନେଶ୍ବର: ଆସନ୍ତା 11 ତାରିଖରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ହେବ କଂଗ୍ରେସର ସମାବେଶ । ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଯୋଗ ଦେବେ ଲୋକସଭାର ବିରୋଧି ଦଳ…

ସ୍କୁଲ ପିଲାଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ, ଫେଲ ହେଲେ 2 ମାସରେ ପୁଣି ଦେବେ ପରୀକ୍ଷା

ଭୁବନେଶ୍ବର: ଆଉ ନାହିଁ ସବୁ ଶ୍ରେଣୀରେ ପାସ୍ ବ୍ୟବସ୍ଥା । ବଦଳିଲା ସ୍କୁଲ ପରୀକ୍ଷା ନିୟମ । ପଞ୍ଚମ,ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ହେଲା ଲାଗୁ । ଫେଲ ହେଲେ 2 ମାସରେ ପୁନଃ ପରୀକ୍ଷା ଦେବେ ପିଲା । ଏନେଇ ସୂଚନା ଦେଲେ…

ଛୋଟ ଛୁଆ ରାତିରେ ଜାଗ୍ରତ ରୁହନ୍ତି ଏବଂ ଦିନରେ ଶୋଇଯାଆନ୍ତି କାହିଁକି? ଶିଶୁ ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଜନ୍ମ ହେବା ଛୁଆମାନଙ୍କର ଶୋଇବା ସମୟ ନଥାଏ । ଜନ୍ମ ପରେ 6 ମାସ ପର୍ଯ୍ୟନ୍ତ ପିଲାମାନେ ଏକ ଅଜବ ଢଙ୍ଗରେ ଶୋଇଥାନ୍ତି । ଅଧିକାଂଶ ଶିଶୁ ଦିନସାରା ଶୋଇଥାନ୍ତି ଏବଂ ରାତି ହେବା ମାତ୍ରେ ଉଠିପଡ଼ନ୍ତି ।…

(Video) ବ୍ରାଜିଲ ପରେ ନାମ୍ବିଆରେ ପହଞ୍ଚିଲେ ମୋଦୀ, ସୂର୍ଯ୍ୟ ନମସ୍କାରରେ କରାଗଲା ସ୍ବାଗତ.. ଖୁସି ବଜାଇଲେ ଡ୍ରମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବହୁ ପ୍ରତୀକ୍ଷିତ ନାମ୍ବିଆ ଗସ୍ତରେ ପହଞ୍ଚିଛନ୍ତି । ଭାରତ ଏବଂ ନାମ୍ବିଆ ମଧ୍ୟରେ ରଣନୈତିକ ସହଭାଗୀତାକୁ ନୂତନ ଉଚ୍ଚତା ଦେବା ଦିଗରେ ଏହି ଗସ୍ତକୁ ଏକ ଐତିହାସିକ…

IPS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍‌

ଭୁବନେଶ୍ବର: ଆଜି ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି । ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍‌ । ସେହିପରି ଅଖିଳେଶ୍ବର ସିଂ ହେଲେ ସ୍ବତନ୍ତ୍ର ଗୁଇନ୍ଦା ଶାଖା DIG । ଅନ୍ୟପଟେ କେଭି ସିଂ ହେଲେ…

(Video) ପ୍ରେମ ସନ୍ଦେହରେ ପ୍ରଥମେ ବାଡ଼ାଇଲେ, ପରେ ଜବରଦସ୍ତ ପୁତୁରା ଖୁଡ଼ିଙ୍କୁ ବିବାହ କରାଇଦେଲେ ଗାଁ ଲୋକେ

ନୂଆଦିଲ୍ଲୀ: ବିହାରର ସୁପୌଲ ଜିଲ୍ଲାରେ ଜଣେ 24 ବର୍ଷୀୟ ଯୁବକଙ୍କୁ ମାଡ଼ ମରାଯିବାର ଏକ ମାମଲା ସାମ୍ନାକୁ ଆସିଛି। କିଛି ଲୋକ ଯୁବକଙ୍କୁ ଠେଙ୍ଗାରେ ନିର୍ମମ ଭାବରେ ପିଟିଥିଲେ। ଏହା ପରେ, ତାଙ୍କୁ ନିଜ ଖୁଡ଼ିଙ୍କ ସହିତ…

Monsoonରେ AC ଲଗାଉଥିଲେ ଏହି ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ ବଡ଼ କ୍ଷତି

ନୂଆଦିଲ୍ଲୀ: ବର୍ଷା ଋତୁ ଆସିବା ମାତ୍ରେ ଆମକୁ ଗରମରୁ କିଛି ଆଶ୍ୱସ୍ତି ମିଳିଥାଏ, କିନ୍ତୁ କେତେକ ସମୟରେ ପାଗରେ ଆର୍ଦ୍ରତା ହେତୁ ଆମକୁ ଏସି ଚଲାଇବାକୁ ପଡ଼ିଥାଏ । ଯଦି ଆପଣ ମୌସୁମୀରେ ଏସି ବ୍ୟବହାର କରନ୍ତି, ତେବେ…