Browsing Category

ଖବର

ମଝି ସମୁଦ୍ରରେ ବଡ଼ ଅଘଟଣ, ଏକାଥରେ ବୁଡ଼ିଲା ୨ଟି ଟ୍ରଲର, ଥିଲେ ୨୯ ଜଣ ମତ୍ସ୍ୟଜୀବୀ

ଜଳେଶ୍ୱର: ସମୁଦ୍ର ମଝିରେ ବଡ଼ ଅଘଟଣ। ମଝି ସମୁଦରେ ବୁଡ଼ିଲା ଏକାଥରେ ୨ଟି ମାଛଧରା ଟ୍ରଲର। ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ମଝିରେ ବୁଡ଼ିଗଲା ୨ଟି ବିଶାଳ ଟ୍ରଲର। ଯେଉଁ ଟ୍ରଲରରେ ଥିଲେ ୨୯ ଜଣ ମାଛ ଧରାଳି।…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପରେସନ୍ ସଫଳ ସମ୍ପନ୍ନ

ଭୁବନେଶ୍ୱର: ସଫଳ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପରେସନ୍। ନବୀନଙ୍କ ଅସ୍ତ୍ରୋପ୍ରଚାର ସଫଳ ଭାବରେ ସମ୍ପନ୍ନ ହୋଇଛି। ସର୍ଭାଇକାଲ ଆର୍ଥାରାଇଟ୍ସର ସଫଳ ଅସ୍ତ୍ରୋପ୍ରଚାର…

ଇରାନ-ଇସ୍ରାଏଲ ଯୁଦ୍ଧ ସ୍ଥିତି ଭିତରେ ଇରାନରେ ଭୟଙ୍କର ଭୂମିକମ୍ପ !

ଇରାନ: ଇରାନ-ଇଜ୍ରାଏଲ ଯୁଦ୍ଧ ଭିତରେ ଭୂକମ୍ପ ଝଟକା। ଭୂମିକମ୍ପରେ ଥରିଲା ଇରାନ। ଇରାନର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ତେବେ ଇରାନ ଏବେ ଆକ୍ରମଣାତ୍ମକ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି।…

ରଥଯାତ୍ରାରେ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା, ପୁରୀ ଜଗିବ 275 AI କ୍ୟାମେରା

ପୁରୀ: ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀ ଜଗିବ 275ଟି AI କ୍ୟାମେରା । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ପ୍ରତିକ୍ରିୟା । “ରଥଯାତ୍ରା ପାଇଁ 5 ଥାକିଆ…

ରାଜଧାନୀରେ ଚାଞ୍ଚଲ୍ୟ, ବୁଲେଇବାକୁ ନେଇ ହୋଟେଲରେ ସ୍ତ୍ରୀର ତଣ୍ଟି କାଟି ଚାଲିଗଲା ସ୍ୱାମୀ

ନୂଆଦିଲ୍ଲୀ: ରାଜଧାନୀରେ ଚାଞ୍ଚଲ୍ୟ। ହୋଟେଲରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ଯାଇ ପୋଲିସ ପାଖରେ ସରେଣ୍ଡର କରିଛି ଅଭିଯୁକ୍ତ ସ୍ୱାମୀ। ହେଲେ ସବୁଠାରୁ ବଡ଼ କଥା ହେଉଛି କି ହୋଟେଲରେ ହତ୍ୟା ହୋଇଛି…

ମାଓବାଦୀଙ୍କ ବର୍ବରକାଣ୍ଡ, 2 ଗ୍ରାମବାସୀଙ୍କୁ ମାରିଦେଲେ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀ ହିଂସା ଘଟିଛି। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ 2 ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।…

ଇସ୍ରାଏଲ-ଇରାନ-ଆମେରିକା: ଭାରତରେ ଯୁଦ୍ଧ ପ୍ରଭାବ, ମଝି ଆକାଶରୁ ଫେରିଲା ବିମାନ

ନୁଆଦିଲ୍ଲୀ: ଲଣ୍ଡନ ଯାଉଥୁବା ବିମାନ ହାଇଦ୍ରାବାଦରେ ଅଟକିଲା । ହାଇଦ୍ରାବାଦ ରନୱେରେ ଅଟକି ରହିଛି ବିମାନ । 2 ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଅଟକି ରହିଛି । ଯୁଦ୍ଧ କାରଣରୁ ବିମାନକୁ ମିଳିପାରିନି ଅନୁମତି । ଏପଟେ…

ଆମେରିକାର ଆକ୍ରମଣ ପରେ ବଢ଼ିଲା ଇରାନ-ଇସ୍ରାଏଲ ଯୁଦ୍ଧ, ଇସ୍ରାଏଲରେ ଉଡ଼ିବନି କୌଣସି ବିମାନ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଇରାନ ଉପରେ ଆକ୍ରମଣ କଲା ଆମେରିକା। ଆଉ ଆମେରିକାର ଆକ୍ରମଣ ପରେ ଚିହିଁକି ଉଠିଲା ଇରାନ। ଅଧିକ କଲା ଆକ୍ରମଣ। ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଇରାନ ସୁଧୁରିବ କ'ଣ…

ପୁଣି ଏକ ବଡ଼ ଯୁଦ୍ଧର ବିଗୁଲ ବାଜିଲା ! ଆମେରିକାରେ ହାଇଆଲର୍ଟ ଜାରି ହେଲା

ଆମେରିକା: ଆମେରିକାରେ ହାଇଆଲର୍ଟ।  ଇରାନ ଉପରେ ଆମେରିକା ଆକ୍ରମଣ କରିବା ପରେ ଆମେରିକାରେ ହାଇଆଲର୍ଟ। କୌଣସି ସମୟରେ କିଛି ବି ହୋଇପାରେ। ସେପଟେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ଉପରେ ରାଗ…

ପହଲଗାମ ଆକ୍ରମଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା 2 ସହଯୋଗୀ ଗିରଫ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ଘଟଣାରେ NIAକୁ ବଡ଼ ସଫଳତା । 2 ସ୍ଥାନୀୟ ଲୋକଙ୍କୁ ଗିରଫ କଲା NIA । ବାରକୋଟର ପରଭେଜ ଅହମ୍ମଦ ଓ ପହଲଗାମର ବସିର ଅହମ୍ମଦ ଗିରଫ । ଲସ୍କର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା 2…