Browsing Category
ଖବର
ଲୋମ ଟାଙ୍କୁରି ଉଠିବ…ଜ୍ୱାଇଁଙ୍କୁ ଲଙ୍କା ପାଣି ପିଆଇ କାନରେ ତେଲ ଭର୍ତ୍ତି କଲେ, ଆତ୍ମା ଛଡାଇବାକୁ ପାଣି ଟବରେ ମୁଣ୍ଡ ବୁଡାଇ ମାରିଦେଲେ
ନୂଆଦିଲ୍ଲୀ: ରାଜସ୍ଥାନର ଚୁରୁରୁ ଏକ ଲୋମହର୍ଷଣକାରୀ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଠାରେ ଶ୍ୱଶୁର ଘର ଲୋକେ, ଜ୍ୱାଇଁଙ୍କୁ ଦୁଷ୍ଟ ଆତ୍ମା ଦ୍ୱାରା ଆକ୍ରାନ୍ତ ବୋଲି ଦାବି କରି ତାଙ୍କୁ ଏପରି ମୃତ୍ୟୁ ଦେଲେ ଯାହା…
ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖାଯିବା ଉଚିତ… ଆପତ୍ତିଜନକ ବୟାନ ଦେଲେ ମହୁଆ ମୋଇତ୍ରାଙ୍କ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଷୟରେ ଏକ ଆପତ୍ତିଜନକ ବୟାନ ଦେଇଛନ୍ତି । ଏହି ବୟାନ ଦେବା ସମୟରେ ସେ ସମସ୍ତ ସୀମା ଅତିକ୍ରମ କରି କହିଛନ୍ତି ଯେ…
ମହଙ୍ଗା ହୋଇଯିବ ଦୁଇଚକିଆ ଯାନ, 40% GST ଲଗାଇବେ ସରକାର
ନୂଆଦିଲ୍ଲୀ: ଏବେ ମହଙ୍ଗା ହେବାକୁ ଯାଉଛି ଦୁଇଚକିଆ ଯାନ । 350 ସିସିରୁ ଅଧିକ ମୋଟରସାଇକେଲ ଉପରେ 40% ଟିକସ ଲଗାଇବେ ସରକାର । କେନ୍ଦ୍ର ସରକାର ସାମଗ୍ରୀ ଏବଂ ସେବା ଟିକସ (GST) ପୁନଃଗଠନ କରିବାକୁ ପ୍ରସ୍ତାବ…
ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ହେଲ୍ପଲାଇନ୍ ନମ୍ୱର ଜାରି କଲେ DCP
କଟକ: ପାର୍ବଣ ସମୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ । ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ସିସିଟିଭି ଓ ଡ୍ରୋନ…
ପ୍ରଥମ ସନ୍ତାନ ପରେ ଦ୍ୱିତୀୟ ଥର ପାଇଁ କେବେ ଗର୍ଭବତୀ ହେବା ଉଚିତ? ଜାଣନ୍ତୁ WHOର ବୟାନ
ନୂଆଦିଲ୍ଲୀ: ପ୍ରଥମ ସନ୍ତାନର ଜନ୍ମ ପରେ, ପିତାମାତାଙ୍କ ମନରେ ପ୍ରାୟତଃ ଏହି ପ୍ରଶ୍ନ ଉଠେ ଯେ ଦ୍ୱିତୀୟ ସନ୍ତାନ କେବେ ଜନ୍ମ ହେବା ଉଚିତ ? କିଛି ଲୋକ ଶୀଘ୍ର ଦ୍ୱିତୀୟ ସନ୍ତାନ ଚାହାଁନ୍ତି, ଯେତେବେଳେ କିଛି ଲୋକ କିଛି…
Kidney damage: ସପ୍ତାହ ଧରି ସକାଳୁ ଏହି 5 ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୋଇପାରେ କିଡନୀ ଡ୍ୟାମେଜ୍
ଓଡ଼ିଶା ଭାସ୍କର: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯାହା ରକ୍ତକୁ ଫିଲ୍ଟର କରିବା, ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ଶରୀରର ମିନେରାଲ ସନ୍ତୁଳନ ବଜାୟ ରଖିବା ପାଇଁ କାମ କରେ। କିନ୍ତୁ ଆଜିକାଲି ଖରାପ…
ଇସ୍ତଫା ଦେବେ ରୋଜର ବିନ୍ନି! ରାଜୀବ ଶୁକ୍ଳା BCCIର କାର୍ଯ୍ୟକାରୀ ସଭାପତି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ରେ ଖୁବ୍ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଦେଖାଯାଇପାରେ । ରିପୋର୍ଟ ଅନୁଯାୟୀ, BCCI ଅଧ୍ୟକ୍ଷ ରୋଜର ବିନ୍ନି ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ଏହି ସମୟ…
ପୁଣି ଆସୁଛି ଯୋଡ଼ା ଲଘୁଚାପ, ଆସନ୍ତା 31ରୁ ସେପ୍ଟେମ୍ବର 3 ଯାଏଁ ପ୍ରବଳ କାଚିବ
ଭୁବନେଶ୍ବର: ଆସୁଛି ଆଉ ଦୁଇଟି ଲଘୁଚାପ । ସେପ୍ଟେମ୍ବର ପହିଲାରୁ ପୁଣି ବଢିବ ବର୍ଷା । ସେପ୍ଟେମ୍ବର 3 ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ଅଧିକ ଘନୀଭୂତ ହୋଇ 5ରେ ଅବପାତ ରୂପ ନେବା…
(Video) ଛୁଆ ପାଇଁ କିଛି ବି…କୁମ୍ଭୀର ଏବଂ ଗରିଲା ମଧ୍ୟରେ ଭୟଙ୍କର ଲଢ଼େଇ, କିଏ କାହା ଉପରେ ଭାରି ପଡିଲା ଦେଖନ୍ତୁ
ନୂଆଦିଲ୍ଲୀ: କୁମ୍ଭୀରକୁ ପୃଥିବୀର ସବୁଠାରୁ ବିପଦପୂର୍ଣ୍ଣ ପ୍ରାଣୀ ମଧ୍ୟରେ ଗଣନା କରାଯାଏ । ସେମାନେ କେବଳ ପାଣି ଭିତରେ ନୁହେଁ ପାଣି ବାହାରେ ମଧ୍ୟ ସମାନ ଭାବରେ ବିପଦପୂର୍ଣ୍ଣ । ଯଦି କୌଣସି ମଣିଷ କିମ୍ବା ପ୍ରାଣୀ…
ଭାଙ୍ଗିଗଲାଣି ଉତ୍ତରାଖଣ୍ଡର ଅଣ୍ଟା; ପୁଣି ବାଦଲଫଟା ବର୍ଷାରେ ଭୟଙ୍କର ପ୍ରଳୟ, ଅନେକ ନିଖୋଜ, ଦେଖନ୍ତୁ ଭିଡିଓ..
ଉତ୍ତରାଖଣ୍ଡ: ଦେବଭୂମୀରେ ପୁଣି ବାଦଲଫଟା ବର୍ଷା ଯୋଗୁଁ ଭୟଙ୍କର ପ୍ରଳୟ। ରୁଦ୍ରପ୍ରୟାଗ ଏବଂ ଚାମୋଲିରେ ବାଦଲଫଟା ବର୍ଷା ଖବର ସାମ୍ନାକୁ ଆସିଛି। ଏହି ଘଟଣା ରୁଦ୍ରପ୍ରୟାଗ ତହସିଲ ବାସୁକେଦାର ଅଞ୍ଚଳ ଅନ୍ତର୍ଗତ ବାଡେଥ୍…