Browsing Category
ଖବର
(Video) ପାକିସ୍ତାନର ଆଣବିକ ବୋମାକୁ ନେଇ ମଜାଳିଆ ଉତ୍ତର ଦେଲେ ମୋଦୀ; ‘ମୁଁ ନିଜେ ଲାହୋର ଯାଇ ଚେକ୍ କରିଛି’
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଚାଲିଛି। ପାଞ୍ଚଟି ପର୍ଯ୍ୟାୟ ଭୋଟ୍ ଦିଆଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟିଭିକୁ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ…
କଟକ: ଟଙ୍କା ବାଣ୍ଟିବା ଅଭିଯୋଗରେ ଗିରଫ ହେଲେ ଅଙ୍ଗନବାଡ଼ି ଦିଦି, ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା
କଟକ: (ଓଡ଼ିଶା ଭାସ୍କର) ଟଙ୍କା ବାଣ୍ଟିବା ଅଭିଯୋଗରେ ଅଙ୍ଗନବାଡ଼ି ଦିଦି ଅଟକ । ମର୍କତନଗର ଥାନା ଇମାମ ନଗର ବସ୍ତିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ । ଅଙ୍ଗନବାଡ଼ି ଦିଦିଙ୍କୁ ଘେରି ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା ।…
(Video) କାହିଁକି ଏହି ଦୁଇ ବୁଥ୍ରେ ୨ ଥର ହେଲା ମତଦାନ; ଏହା ପଛରେ କ’ଣ ରହିଛି କାରଣ…
ବୌଦ୍ଧ: କେନ୍ଦ୍ର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମହିସୁରପିଣ୍ଡା ଏବଂ କପାଶିରା ବୁଥରେ ସାନି ମତଦାନ ହେଉଛି ।ଗତ ୨୦ ତାରିଖ ଦିନ ମହିସୁରପିଣ୍ଡା…
(Video) ଯାହାଜ ଉପରକୁ ଆସି ମାଛ ମାଗି ଖାଇଲା ସିଲ୍ ମାଛ; ଛୋଟ ମାଛ ଦେଖି ମୁଣ୍ଡ ହଲାଇ କହିଲା ନା…
ଓଡ଼ିଶା ଭାସ୍କର: ଆଗରୁ ଆପଣ ବିଭିନ୍ନ ପଶୁ-ପକ୍ଷୀଙ୍କୁ ନେଇ ଅନେକ ମଜାଳିଆ ଭିଡିଓ ଦେଖିଥିବେ। ହେଲେ କେବେ ସିଲ୍ ମାଛକୁ ନେଇ କିଛି ମଜାଳିଆ ଭିଡିଓ ଦେଖିନଥିବେ । ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ସହ ଜଡିତ ଅନେକ ଭିଡିଓକୁ…
କର୍କଟ ଓ ହୃଦ୍ରୋଗର କାରଣ ପାଲଟିଛି ଛଣାଛଣି ପରେ ବଳିଯାଉଥିବା ତେଲର ବ୍ୟବହାର; ଆଇସିଏମ୍ଆର୍
ଓଡ଼ିଶା ଭାସ୍କର: ଛଣାଛଣି ପରେ ସାଧାରଣତଃ କଡ଼େଇରେ ଥିବା ତେଲ କେବେ ସରିନଥାଏ। ତେଣୁ ବଳକା ତେଲକୁ ସ୍ବାଭାବିକ ଭାବେ ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ସାଇତି ରଖାଯାଇଥାଏ। ମାତ୍ର ତେଲକୁ ବାରମ୍ବାର ଗରମ କରିବା…
ନାରାୟଣପୁର ସୀମାରେ ବଡ଼ ଏନକାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ୭ମାଓବାଦୀ
ରାୟପୁର: (ଓଡ଼ିଶା ଭାସ୍କର) ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଛତିଶଗଡ଼ର ବିଜାପୁର ଜିଲ୍ଲା ନାରାୟଣପୁର ସୀମାରେ ବଡ଼ ଧକଣର ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ୭ ମାଓବାଦୀ । ଅଧିକ ମୃତାହତ…
(Video) ଭୁବନେଶ୍ୱରକୁ ମାଡ଼ି ଆସିଲେ ମାଳ ମାଳ ଯବାନ; ଯୁଦ୍ଧର ପୂର୍ବ ପ୍ରସ୍ତୁତି ଭଳି ଦେଖାଗଲା ଚିତ୍ର…
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭୁବନେଶ୍ୱରକୁ ମାଡ଼ି ଆସିଲେ ମାଳ ମାଳ ଯବାନ। ଯେମିତି ଯୁଦ୍ଧ ସମୟରେ ଯବାନ ମାନେ ବନ୍ଧୁକ ଧରି ଧାଡ଼ି ବାନ୍ଧି ଚାଲନ୍ତି । ଠିକ ସେମିତି ଏହି ଦୃଶ୍ୟ ଦେଖା ଯାଉଛି । ସବୁ ଯବାନ ମାନଙ୍କ…
ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ; ପ୍ରଚାର ବେଳେ ହଠାତ୍ ବିଜେପି ଗାଡ଼ି ଉପରକୁ ଉଠିଗଲେ ଜିତୁ ମିତ୍ର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର । ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ । ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍ ସୋ'ରେ ସାମିଲ୍…
(Video) ପ୍ରଚାରରୁ ବାରି ହେଉଛି ବିଜେପିର ବିଜୟ!, ”ଲଢେଇ ନୁହଁ ଧାମନଗରରେ ଏକପାଖିଆ ବିଜୟୀ ହେବେ ସୂରଜ”
ଧାମନଗର: ରାଜ୍ୟ ରାଜନୀତି ରେ ବେଶ ଚଂଚକତା ଦେଖାଉଛନ୍ତି ପ୍ରାର୍ଥୀମାନେ। ଯିଏ ଦିନେ ଏସି ରୁମରୁ ବାହାରି ନଥିଲେ ସେ ଆଜି ଭୋଟ ଖଣ୍ଡେ ପାଇଁ ଡୋର ଟୁ ଡୋର ବୁଲି ଗୋଡ ହାତ ତଳେ ପଡି ଭୋଟ ଭିକ୍ଷା କରୁଛନ୍ତି। ତେବେ ସେଭଳି…
ଯୁବକଙ୍କ ଜଙ୍ଘ ଉପରକୁ ଚଢିଗଲା ବିଷଧର ସାପ: ଏମିତି ଜାଗାକୁ କାମୁଡ଼ି ଦେଲା… କମୁନି ଯନ୍ତ୍ରଣା
ବର୍ତ୍ତମାନ ସାପ କାମୁଡ଼ା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ସାପ କାମୁଡ଼ାରେ ଅନେକ ଜୀବନ ଯାଉଛି ତ ଅନେକ ଗୁରୁତର ହେଉଥିବା ଦେଖିବାକୁ ମିଳୁଛି । ତେବେ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ…