Browsing Category
ଖବର
(Video) ଟିମ ଇଣ୍ଡିଆକୁ ମିଳିଲେ ‘Second Dhoni’! ମା’ଙ୍କୁ ଦେଇଥିବା କଥା ରଖିଲେ ସମୀର, ବର୍ଷିଲା ଛକା
ନୂଆଦିଲ୍ଲୀ: ଆଇପିଏଲର ସପ୍ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ୬୩ ରନରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂ-ବୋଲିଂ ଉଭୟ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରି ଗୁଜୁରାଟକୁ ପରାସ୍ତ କରିଛି ଚେନ୍ନାଇ । ଶିବମ…
ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ DG ନିଯୁକ୍ତ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ DG ନିଯୁକ୍ତ । IPS ସଦାନନ୍ଦ ବସନ୍ତ NIAର ନୂଆ ଡିଜି ନିଯୁକ୍ତ । IPS ପୀୟୂଷ ଆନନ୍ଦ NDRFର ନୂଆ ଡିଜି ନିଯୁକ୍ତ । IPS ରାଜୀବ…
ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ: (ଓଡ଼ିଶା ଭାସ୍କର) ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ରୁ ରାତି ୧୦ଟା ଦର୍ଶନ ବନ୍ଦ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଦର୍ଶନ ବନ୍ଦ ରହିବ । ପ୍ରତିମାସରେ…
ଲୋକସଭା ନିର୍ବାଚନ ଲଢିବେନି ଭୂପେନ୍ଦ୍ର ସିଂହ ହୁଡ୍ଡା: ଦୀପେନ୍ଦ୍ରଙ୍କୁ ରୋହତକ ଆସନ ମିଳିବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଜାତୀୟ ଦଳ କଂଗ୍ରେସକୁ ଲାଗିଛି ଏକ ଶକ୍ତ ଝଟକା । ନିର୍ବାଚନ ଲଢିବାର ସମ୍ଭାବନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବରିଷ୍ଠ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା । ଆସନ୍ତା ଲୋକସଭା…
ବଲାଙ୍ଗୀର: ବାଇକ୍କୁ ଧକ୍କା ଦେଲା OSRTC ବସ୍, ୨ ମୃତ
ବଲାଙ୍ଗୀର: ବାଇକ୍କୁ ଧକ୍କା ଦେଲା OSRTC ବସ୍ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ । ମୃତ ୨ ବାଇକ୍ ଆରୋହୀ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଏନଏଚ୍ ୫୭ ଭଦ୍ରାପାଲି ଛକ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା । ବସ୍…
ହୋଲିରେ ଅଶାନ୍ତ ହେଲା ରାଜଧାନୀ; ବୁଲିଲା ଖଣ୍ଡା ଭୁଜାଲି, ଯାହାକୁ ଦେଖିଲେ ଗୋଡ଼ାଇ ହାଣିଲେ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ହୋଲିରେ ଅଶାନ୍ତ ହେଲା ରାଜଧାନୀର ନୟାପଲ୍ଲୀ ଗଡ଼ସାହି । ଏତେ ସୁ୍ରକ୍ଷା ସତ୍ତ୍ୱେ ମାତିଲେ ଅସାମାଜିକ ଯୁବଗୋଷ୍ଠୀ । ବୁଲାଇଲେ ଖଣ୍ଡା ଭୁଜାଲି ଆଉ କଲେ ଗୋଡେଇ ଗୋଡେଇ ଆକ୍ରମଣ । କାର…
ଆଜି ୪ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ଦେବେନି ଶ୍ରୀ ଜଗନ୍ନାଥ: ବନକଲାଗି ନୀତିରେ ବନ୍ଦ ରହିବ ଦର୍ଶନ
ପୁରୀ: ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବନକଲାଗି ନୀତି । ତେଣୁ ୩ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ୩ ଘଣ୍ଟା ପର୍ୟ୍ୟନ୍ତ ଶ୍ରୀଜୀଉଙ୍କୁ ଦର୍ଶନ…
Big Breaking; ଭୟଙ୍କର ନିଆଁରେ ଜଳୁଛି ଟ୍ରେନ: କାରିସାଥରେ ଏସି ବଗିରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ସକାଳୁ ସକାଳୁ ଆସିଲା ଆଉ ଏକ ବଡ଼ ଖବର । ଆରାର କାରିସାଥ ଅଞ୍ଚଳରେ ଅଚାନକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଯାଇଛି । ହଜାର ହଜାର ଯାତ୍ରୀଙ୍କୁ ନେଇ ଯାଉଥିବା ଲୋକମାନ୍ୟ ତିଲକ ସ୍ପେଶାଲ ଟ୍ରେନର ଏସି ବଗିରେ ନିଆଁ…
ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ରାସ୍ତାରେ ବିକ୍ଷୋଭ ଜାରି; ଆଜି ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଗିରଫ ହେବା ପରେ ରାସ୍ତାରେ ପ୍ରତିବାଦ ଆରମ୍ଭ ହୋଇଛି। ମଙ୍ଗଳବାର (ମାର୍ଚ୍ଚ ୨୬) ଦିନ ଆମ୍ ଆଦମୀ ପାର୍ଟିର କର୍ମୀମାନେ…
ବାଲଟିମୋର ବ୍ରିଜ୍ ଦୁର୍ଘଟଣା: ୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଥିଲେ ୨୨ ଜଣ ଭାରତୀୟ
ନୂଆଦିଲ୍ଲୀ: ଆମେରିକା ବାଲଟିମୋର ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କାର୍ଗୋସିପ୍ ଧକ୍କାରେ ବ୍ରିଜଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ଫଳରେ ୬ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…