fbpx
Browsing Category

ଖବର

ବ୍ରହ୍ମପୁର ରେ ପୁଣି ନକଲି ମଦ କାରଖାନା ଠାବ

ବ୍ରହ୍ମପୁର , ୨୭ା୨ (ଓଡିଶା ଭାସ୍କର): ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ନକଲି ମଦ କାରଖାନା ଠାବ କରିଛି ଅବକାରୀ ବିଭାଗ । ତୃପ୍ତି ନଗରର ଏକ ଘରେ ଚାଲିଥିବା ଏହି ନକଲି ମଦ କାରଖାନାରେ ଅବକାରୀ ଟିମ ଚଢ଼ାଉ କରିଛି ।…

୨୦୨୧-୨୨ ବଜେଟରେ କୃଷି ପାଇଁ କେତେ କୋଟି ?

ଭୁବନେଶ୍ୱର,୨୨ ।୨(ଓଡିଶା ଭାସ୍କର): ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ବଜେଟ…