fbpx

ବ୍ରହ୍ମପୁର ରେ ପୁଣି ନକଲି ମଦ କାରଖାନା ଠାବ

ବ୍ରହ୍ମପୁର , ୨୭ା୨ (ଓଡିଶା ଭାସ୍କର): ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ନକଲି ମଦ କାରଖାନା ଠାବ କରିଛି ଅବକାରୀ ବିଭାଗ । ତୃପ୍ତି ନଗରର ଏକ ଘରେ ଚାଲିଥିବା ଏହି ନକଲି ମଦ କାରଖାନାରେ ଅବକାରୀ ଟିମ ଚଢ଼ାଉ କରିଛି । ଏହି ଚଢ଼ାଉ ରେ ୩୦୦ ଲିଟରରୁ ଅଧିକ ବିଦେଶୀ ମଦ ଓ ଲେବଲ ଜବତ କରାଯାଇଛି । ଏହାସହ ୫ ଜଣଙ୍କୁ ଗିରଫ ମଧ୍ୟ କରଯାଇଛି ।

Get real time updates directly on you device, subscribe now.