Browsing Category

ଖବର

ମୁମ୍ୱାଇର ହସ୍ପିଟାଲ ବେଡରୁ ରଥଯାତ୍ରା ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ମୁମ୍ୱାଇ: ଗତବର୍ଷ ରଥଯାତ୍ରା ବେଳକୁ ରାଜ୍ୟରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିସାରିଥିଲେ। ହେଲେ ତଥାପି ବିରୋଧୀ ଦଳରେ ବସି ମଧ୍ୟ ଶାସକ ଦଳର କର୍ମକର୍ତ୍ତାଙ୍କ ସହ ଏକାଠି ପୁରୀ ରଥଯାତ୍ରାରେ ଷ୍ଟେଜ ଉପରେ ବସିଥିଲେ…

୧୧ ବର୍ଷରେ ବାଲ୍ୟ ବିବାହ, ୨୦ ବର୍ଷରେ ଲଭ୍ ମ୍ୟାରେଜ୍, ଆଉ ତାପରେ ମୃତ୍ୟୁ

ରାଜସ୍ଥାନ: ନାଗୌରର ବହୁ ଚର୍ଚ୍ଚିତ ସହଦେବ ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି। ମୃତକଙ୍କ ଲିଭ୍-ଇନ୍ ପାର୍ଟନର୍ କରିସ୍ମା ଚୌଧୁରୀ ଗୁରୁବାର ସକାଳେ ସହଦେବଙ୍କ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ…

ପରିସ୍ରାକୁ ଦୀର୍ଘ ସମୟ ଚାପି ରଖିଲେ ଶରୀର ଉପରେ ପଡେ ଗୁରୁତର ପ୍ରଭାବ, UTI ଏବଂ କିଡନୀ ଷ୍ଟୋନ ଆଶଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପରିସ୍ରା କରିବା ଏକ ପ୍ରାକୃତିକ ପ୍ରକ୍ରିୟା, ଯାହା ପ୍ରାୟତଃ ଆମ ଶରୀରରେ ଥିବା ଅପବ୍ୟବହାର ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ । ଏହା ଆମ ଶରୀର ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା…

ସରକାରଙ୍କ ବଡ଼ ଘୋଷଣା, ସରକାରୀ କର୍ମଚାରୀଙ୍କୁ ଆର୍ଥିକ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବେ ସରକାର !

ଚଣ୍ଡୀଗଡ଼: ସରକାରୀ କର୍ମଚାରୀ ଓ ତାଙ୍କ ପରିବାରକୁ ବଡ଼ ଉପହାର। ଏକାଥରେ ଦୁଇ ଦୁଇଟି ଖୁସି ଖବର ଘୋଷଣା କରିଛନ୍ତି ସରକାର। ସରକାରୀ କର୍ମଚାରୀଙ୍କୁ ଆର୍ଥିକ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବେ ସରକାର। ହରିୟାଣା…

ଜଣେ ଯୁବକଙ୍କୁ ଭଲ ପାଇଲେ ମାଆ-ଝିଅ, ତାପରେ ବିବାହ ପରେ ହତ୍ୟା

 ନୂଆଦିଲ୍ଲୀ: ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କ ବିବାହର ଗୋଟିଏ ମାସ ପରେ ହତ୍ୟା ଘଟଣାର ଆଶ୍ଟର୍ଯ୍ୟଜନକ ଖୁଲାସା ହୋଇଛି । ପୋଲିସ ଜାଣିବାକୁ ପାଇଛି ଯେ ତେଜେଶ୍ୱରଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଏବଂ ତାଙ୍କ ପ୍ରେମିକ ତିରୁମଲ…

କୁମ୍ଭମେଳା ପରି ରଥଯାତ୍ରାରେ ସେବା ଯୋଗାଇବ ଆଦାନୀ ଗ୍ରୁପ୍

ପୁରୀ: ଚଳିତ ବର୍ଷ ରଥଯାତ୍ରା ହେବ କିଛି ନିଆରା। ଏହି ବର୍ଷ ମଧ୍ୟ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି। ରାତି ପାହିଲେ ରଥଯାତ୍ରା। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଲାଣି। ପ୍ରଶାସନ ମଧ୍ୟ ସଜାଗ…

(VIDEO) ଏଇ ଦେଖ… ଏବେ ଲୋକ ବିମାନରୁ ବି ‘ଲାଇଫ୍ ଜ୍ୟାକେଟ୍’ ଚୋରି କଲେଣି

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ବସରେ ଚୋରି ହେବା ଦେଖିଥିବେ। ଟ୍ରେନ୍‌ରୁ ଲଗେଜ୍ ଚୋରି ହେବା କଥା ମଧ୍ୟ ଶୁଣିଥିବେ। ଲୋକମାନେ ଏହା ମଧ୍ୟ କହିଥିବେ ଯେ ମେଟ୍ରୋରେ ଯାତ୍ରା କରିବା ସମୟରେ କାହାର ପକେଟ୍ ମାର୍ ହୋଇଛି।…

Breaking: କାର୍ଯ୍ୟରୁ ଅନ୍ତର ରାଶି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସାମୟିକ କର୍ମଚାରୀ କାର୍ଯ୍ୟରୁ ଅନ୍ତର ହେଲେ ପାଇବେ ୨.୫ ଲକ୍ଷ

ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଖୁସି ଖବର ଦେଇଛନ୍ତି । ବଢ଼ିଲା ସାମୟିକ କର୍ମଚାରୀଙ୍କ କାର୍ଯ୍ୟାନ୍ତର ରାଶି । କାର୍ଯ୍ୟରୁ ଅନ୍ତର ରାଶି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।…

ଟିମ୍ ଇଣ୍ଡିଆର ବଢିପାରେ ଟେନସନ, ଜସପ୍ରିତ ବୁମରାହ ଏଜବାଷ୍ଟନ ଟେଷ୍ଟ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ: ଲିଡ୍ସ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ପ୍ରଥମ ଇନିଂସରେ ପାଞ୍ଚଟି ୱିକେଟ ନେଇଥିବା ଜସପ୍ରିତ ବୁମରାହ ଏଜବାଷ୍ଟନ ଟେଷ୍ଟ ମ୍ୟାଚରୁ ବାହାରେ ରହିପାରନ୍ତି । ଏହି ଖବର ଟିମ୍ ଇଣ୍ଡିଆର ଟେନସନ୍ ବଢ଼ାଇ ଦେଇଛି ।…

ପାଣିପାଗ ବିଭାଗର ଆଲର୍ଟ, ଜୁଲାଇ ୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା !

ଭୁବନେଶ୍ୱର: ଜୁଲାଇ ୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା।  ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୨ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା। ବିଭିନ୍ନ ଜିଲ୍ଲାରେ ବଜ୍ରପାତ…