Browsing Category
ଖବର
୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ୟେଦୁରପ୍ପା
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି ।
ସେ କହିଛନ୍ତି କି…
କାଲି ୩,୯୯୯ ତ ଆଜି ୫୦୭: ଏପରି ରହୁଛି ଦେଶର ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି । ଗତକାଲି ଦେଶରେ ୩ ହଜାର ୯୯୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୫୦୭ ଜଣଙ୍କର ଜୀବନ ନେଇଛି କରୋନା । ଏହାଫଳରେ ଦେଶରେ ମୋଟ ମୃତ୍ୟୁ…
ଆଜି ଅଧରପଣା , ରାତି ୮ଟା ସୁଦ୍ଧା ରଥାରୁଢ଼ ଶ୍ରୀଜିଉଙ୍କୁ ଲାଗି ହେବ ପଣା
ପୁରୀ (ଭାସ୍କର ନ୍ୟୁଜ୍) : ସନୁବେଶ ଦିନ ପରେ ଅର୍ଥାତ ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହୋଇଥିଏ। ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ…
ବୁଲେଟ୍ ଠାରୁ ମହଙ୍ଗା ଛେଳି; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଳୀ: ଛେଳି ଗୁଡିକର ଦାମ ସାଧାରଣତଃ ୨୦ରୁ ୨୫ ହଜାର ମଧ୍ୟରେ ରହିଥାଏ । ତେବେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଦୁଇଟି ଛେଳି କିଣି ଚର୍ଚ୍ଚାରେ ରହିଛନ୍ତି । ଛେଳିର ମୂଲ୍ୟରେ ଆପଣ କିଣି ପାରିବେ ବୁଲେଟ୍ ଗାଡି ।…
ଶୀଳ୍ପାଙ୍କ ସ୍ୱାମୀ ସେକ୍ସ ଫିଲ୍ମ କରନ୍ତି! ସ୍ତ୍ରୀ ଯୋଗକୁ କୁନ୍ଦ୍ରା ଦୁର୍ଯୋଗ…
ମୁମ୍ବାଇ: ଲଙ୍ଗଳା ଆଉ ସେକ୍ସ ଫିଲ୍ମ କରନ୍ତି ଅଭିନେତ୍ରୀ ତଥା ଯୋଗ ଶିଖାଉଥିବା ଶୀଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଏଭଳି ଅଭିଯୋଗରେ ଗିରଫ ହୋଇଛନ୍ତି ସେ।
ମୁମ୍ବାଇର କ୍ରାଇମ୍ ବ୍ରାଞ୍ଚ୍ ରାଜ…
ଉତ୍ତର କୋରିଆର ନୂଆ କାନୁନ୍, ଏହି କାମ କଲେ ହେବ ମୃତ୍ୟୁ ଦଣ୍ଡ, ଜାଣନ୍ତୁ କ’ଣ ଏହି ଆଇନ…
ନୂଆଦିଲ୍ଲୀ: ଉତ୍ତର କୋରିଆରେ ଏକଛତ୍ରବାଦୀ ଶାସନ ପାଇଁ ଚର୍ଚ୍ଚିତ କିମ୍ ଜଙ୍ଗ୍ ଉନ୍ ନିଜ ଦେଶରେ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି । ଉତ୍ତର କୋରିଆରେ ନିକଟରେ ଏକ ନୂଆ ବିଲ୍ ପାସ୍ ହୋଇଛି । ଏହି ବିଲ୍ ଅନୁଯାୟୀ କୌଣସି…
ଦେଢ଼ କୋଟି ଟପିଲା ଟିକାକରଣ; ଏମିତି କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ରାଜ୍ୟରେ ଟିକାକରଣ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରବିବାର ରାଜ୍ୟରେ ଟିକାକରଣ ସଂଖ୍ୟା ଦେଢ କୋଟି ଅତିକ୍ରମ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି…
ପୁଣି ଚର୍ଚ୍ଚାରେ ଗୋପ ଥାନା: ପୋଲିସ ଭ୍ୟାନ୍ର ତେଲ ଚୋରାରେ ବିକ୍ରି ଘଟଣା, ଟଙ୍କା ଭାଗ ବଣ୍ଟାକୁ ନେଇ ୨ ଡ୍ରାଇଭର ମାର୍ପିଟ୍
ଗୋପ (ଓଡିଶା ଭାସ୍କର) : ବିଭିନ୍ନ ସମୟରେ କେତେକ ଘଟଣାକୁ ନେଇ ଗୋପ ଥାନା ଏବେ ଚର୍ଚ୍ଚା ରେ ଥିବା ବେଳେ ଶନିବାର ବିଳମ୍ବିତ ରାତ୍ରରେ ଗୋପ ଥାନାର ୨ ଡ୍ରାଇଭର ହାତାହାତି ହେବା ଭଳି ଅଭିଯୋଗ ଆସିଛି । କିନ୍ତୁ ଏହି…
୧୧୫ କୋଟିର ଜିଏସଟି ଠକେଇ: ୧୬ ନକଲି କମ୍ପାନୀ ନାଁରେ ଟ୍ୟାକ୍ସ ଚଳୁ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଏକ ବଡ ଧରଣର ଜିଏସଟି ଠକେଇକୁ ଧରିବାରେ ସଫଳ ହୋଇଛି ଆୟକର ବିଭାଗ । ୧୧୫ କୋଟି ଟଙ୍କାର ଜିଏସଟି ଠକେଇ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୬୪୧ କୋଟି ଟଙ୍କାର ବ୍ୟବସାୟରେ…
୨୬ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୩୮୫ କୋଟି କୋଭିଡ ସହାୟତା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ…