Browsing Category
ରାଜ୍ୟ
ସମ୍ବଲପୁର ଜେଲରେ ରେଡ୍, ବିପୁଳ ପରିମାଣର ଗୁଟଖା, ଖଇନି ଜବତ
ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରରେ ହଠାତ ରେଡ୍ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଆଜି ଭୋର ପ୍ରାୟ ୪ଟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରେଡ୍ କରାଯାଇଥିବା ଜଣାପଡ଼ିଛି । ଏହି ରେଡରେ ପୋଲିସ ଫୋର୍ସ ସହ…
ଶିକ୍ଷକ ନିଯୁକ୍ତି ମେଳା ପାଇଁ ବଡ଼ ନିଷ୍ପତ୍ତି :ଦଶହରା ଛୁଟି ପରେ ହେବ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା
କଟକ: ଚଳିତ ବର୍ଷ ଅକ୍ଟୋବର ୪ରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବ୍ଲକ୍ ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରାଥମିକ…
ପୁରୀ-କୋଣାର୍କ-ଚିଲିକା ବୁଲିବା ପାଇଁ IRCTCର ପ୍ୟାକେଜ, ଜାଣନ୍ତୁ କେତେ ପଡିବ ଖର୍ଚ୍ଚ
ଭୁବନେଶ୍ୱର: ଆଗକୁ ଦଶହରା ଆସୁଛି । ଆଉ ୩ରୁ ୪ଦିନ ପାଇଁ ଆପଣ ଛୁଟି ପାଇବେ । ସ୍କୁଲ କଲେଜ ବନ୍ଦ ସହ ଆପଣଙ୍କ ଅଫିସ ମଧ୍ୟ ଛୁଟି ରହିବ । ତେବେ ଆଉ ଘରେ କାହିଁକି ବସିରହିବେ । ଆଇଆରସିଟିସି ଏସବୁକୁ ଦୃଷ୍ଟିରେ ରଖି ଆପଣଙ୍କ…
ଠାକୁରଙ୍କୁ ବି ଛାଡୁନାହାଁନ୍ତି କଳିଯୁଗର ଲୋକ! କଟକରେ ପୁଣି ଠାବ ହେଲା ନକଲି ଘିଅ କାରଖାନା
କଟକ: ଆଜିକାଲି ନକଲି ସାମଗ୍ରୀ ଏତେ ମାତ୍ରାରେ ପ୍ରଚଳିତ ହେଉଛି ଯେ, ଲୋକମାନଙ୍କୁ ଅସଲି ଚିହ୍ନିବା କଷ୍ଟକର ହୋଇପଡ଼ୁଛି । ଏହାରି ମଧ୍ୟରେ ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଛି । କଟକ ଜଗତପୁର ସ୍ଥିତ ନ୍ୟୁ…
Release ହେଲା “ଖୋକା ଭାଇ ତୁମ ପାଇଁ” ର Trailor: ଓଡ଼ିଆ ସିନେମା-ଦର୍ଶକଙ୍କ ପାଖକୁ ଫେରିବେ ଅକ୍ଷୟ ମହାନ୍ତି…
ଓଡ଼ିଶା ଭାସ୍କର: ଓଡ଼ିଆ ଚଳଚ୍ଚିତ୍ର "ଖୋକା ଭାଇ ତମ ପାଇଁ"ର ଟ୍ରେଲର ଗୁରୁବାର ରାଜଧାନୀର ଏକ ତାରକା ହୋଟେଲରେ ରିଲିଜ ହୋଇଯାଇଛି । ପୂର୍ବରୁ ତରଙ୍ଗ ମ୍ୟୁଜିକ ପ୍ଲାଟଫର୍ମରେ ରିଲିଜ ହୋଇଥିବା ଗୀତ ଗୁଡ଼ିକ ବହୁତ ଲୋକାଦୃତ…
DJ ବାଜିବ, ପୂଜା ଜମିବ… ପାର୍ବଣ ଋତୁରେ ଡିଜେକୁ ମିଳିଲା ଗ୍ରୀନ୍ ସିଗନାଲ: କିନ୍ତୁ…
କଟକ: ପାର୍ବଣ ଋତୁକୁ ନେଇ ପ୍ରସ୍ତୁତି ଜାରି ରହିଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଖୁସି ଖବର । ଦୁର୍ଗାପୂଗା ଅବସରରେ ଡିଜେ ବାଜିବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ଅଦାଲତ । କଟକ ସହର ସମ୍ପର୍କିତ ଜନସ୍ୱାର୍ଥ…
(Video)ସାବଧାନ ଅପରାଧୀ ! ଖସିବା ପାଇଁ ଆଉ ମିଳିବନି ମୌକା, ଭୁବନେଶ୍ବର DCP ଭାବେ ଦାୟିତ୍ବ ନେଲେ…
ଭୁବନେଶ୍ବର: ଭୁବନେଶ୍ବରକୁ ମିଳିଲା ନୂଆ ଡିସିପି । ପିନାକ ମିଶ୍ର ଆଜି ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଇଛନ୍ତି । କହିରଖୁଛୁ କି, ପୂର୍ବରୁ ଭୁବନେଶ୍ବର ଡିସିପି ଥିଲେ ପ୍ରତୀକ ସିଂ । ରାଜ୍ୟ ସରକାର ଆଇପିଏସ…
ଦିଲ୍ଲୀରେ ଆମ୍ବସାଡର୍ ମିଟ ପରେ ଗଣ ମାଧ୍ୟମକୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ ? ଜାଣନ୍ତୁ
ଭୁବନେଶ୍ୱର : ଦିଲ୍ଲୀରେ ଆମ୍ବସାଡର୍ ମିଟ ପରେ ଗଣ ମାଧ୍ୟମକୁ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, କମିଶନର, ହାଇକମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି। ଓଡିଶାରେ…
(Video) ପୁଣି ଦୁର୍ଗାପୂଜାରେ ମହାବାତ୍ୟା ! ସର୍ବଦା ଅକ୍ଟୋବରେ କାହିଁକି ହୁଏ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..
ଭୁବନେଶ୍ବର(ଓଡିଶା ଭାସ୍କର): ଅକ୍ଟୋବର ମାସ ଆସିଲେ ଲୋକେ ଯେତିକି ଖୁସି ହୁଅନ୍ତୁ ତାହାଠାରୁ ଅଧିକ ଭୟ କରିଥାନ୍ତି । ଏହି ମାସରେ ମା ଜଗତଜନନୀ ଧରାବତରଣ କରୁଥିବା ବେଳେ ପୂଜା ସମୟରେ ଅନେକ ବାତ୍ୟାର ସାମ୍ନା କରିଛନ୍ତି…
ବ୍ରତଧାରୀଙ୍କ ପାଇଁ ବଡ ଖବର: ଏଥର 4 ଦିନ ପାଳିତ ହେବ ପଞ୍ଚୁକ, ଏହି ଦିନ ପଡିବ ବଡଓଷା..
ଭୁବନେଶ୍ବର(ଓଡିଶା ଭାସ୍କର): ପଞ୍ଚୁକମାନେ ସାଧାରଣତଃ 5 ଦିନ ହିସାବ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ 4ଦିନ ପାଳନ ହେବ ପଞ୍ଚୁକ ବ୍ରତ । ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ କାର୍ତ୍ତିକ ବ୍ରତ ଏବଂ ବଡଓଷା ପାଇଁ…