Browsing Category

ରାଜ୍ୟ

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି, ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ହେଉଛି ଓଡ଼ିଆ ତଥା ହିନ୍ଦୁଙ୍କର ଏକ ବଡ଼ ପର୍ବ। କେବଳ ଓଡ଼ିଶାରେ ନୁହେଁ, ଭାରତ ବର୍ଷର ଅନ୍ୟାନ୍ୟ ରାଜ୍ୟମାନଙ୍କରେ ଭିନ୍ନ ଭିନ୍ନ ନାଁରେ ଏହାକୁ…

ଆଜିଠୁ ଶ୍ରୀମନ୍ଦିର ‘ପରିକ୍ରମା’ ଯଜ୍ଞ ଆରମ୍ଭ, ଜାଣନ୍ତୁ ଏଥିପାଇଁ କ’ଣ ସବୁ ରୀତିନୀତି ରହିଛି

ଓଡିଶା ଭାସ୍କର: ଆଉ ଦୁଇ ଦିନ ପରେ ଅର୍ଥାତ ୧୭ ତାରିଖ ଦିନ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହାକୁ ନେଇ ଚଳଚଞ୍ଚଳରେ ହୋଇ ଉଠିଛି ଶ୍ରୀକ୍ଷେତ୍ରଧାମ। ଯଜ୍ଞ ମଣ୍ଡପ ସହ…

BIG BREAKING: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଛୁଟି ଘୋଷଣା

ଓଡିଶା ଭାସ୍କର: ଆଉମାତ୍ର ତିନିଦିନ ପରେ ଅର୍ଥାତ ୧୭ ତାରିଖ ଦିନ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହି ଅବସରରେ ଜାନୁୟାରୀ ୧୭ ତାରିଖ ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି…

କ୍ରିକେଟରେ ଓଡ଼ିଶା ପଛରେ କାହିଁକି: ବଡ଼ ଦୁଃଖର ବିଷୟ….ଟେଷ୍ଟ, ଦିନିକିଆ, ଟି-୨୦ରେ ଜଣେ ବି ଓଡ଼ିଆ ଖେଳାଳି ନାହାନ୍ତି, କାରଣ କ’ଣ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହକି, ଫୁଟବଲ, ଅଲଟିମେଟ ଖୋ-ଖୋ ଆଦି ବିଭିନ୍ନ ଖେଳର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ଖେଳାଳିଙ୍କୁ ମଧ୍ୟ ଅଜସ୍ର ପ୍ରୋତ୍ସାହନ ରାଶି…

ଖେଳ ପଡିଆରେ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ, ଘଟଣାକୁ ନେଇ ସବୁଠି ଶୋକରଛାୟା 

ଓଡିଶା ଭାସ୍କର: ଖେଳ ପଡିଆରେ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ। ମୟୁରଭଞ୍ଜ ବୈସିଙ୍ଗା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ମ୍ୟାଚ ଖେଳିବା ସମୟରେ ପଡିଆରେ ଟଳି ପଡିଲେ ଖେଳାଳି। ଏହି ଘଟଣାକୁ…

ଆଗକୁ ୨୦୨୪ ଲୋକସଭା ନିର୍ବାଚନ: ‘ଭାରତ ଯୋଡ଼ ଯାତ୍ରା’ କଂଗ୍ରେସକୁ କେତେ ଫାଇଦା ଦେବ, ଓଡ଼ିଶା ଉପରେ ପ୍ରଭାବ ପଡ଼ିବ କି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ତେବେ ଏହା ମଧ୍ୟରେ କଂଗ୍ରେସର ଷ୍ଟାର…

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ଆଗମନକୁ ସ୍ୱାଗତ କରିବା ପାଇଁ ଆଜିଠାରୁ ଦେବାଳୟ ଓ ତୀର୍ଥକ୍ଷେତ୍ରରେ ଆରମ୍ଭ ହେଲା ସ୍ୱଚ୍ଛତା ଅଭିଯାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଦେଶର ସବୁ ମନ୍ଦିର ଓ ତୀର୍ଥ…

ବେଙ୍ଗାଲୁରୁରେ ଓଡ଼ିଆ ନାବାଳିକାଙ୍କୁ ବିଭତ୍ସ ଭାବେ ହତ୍ୟା

ଓଡିଶା ଭାସ୍କର: ବେଙ୍ଗାଲୁରୁରେ ଓଡ଼ିଆ ନାବାଳିକା ଯୁବତୀଙ୍କୁ ବିଭତ୍ସ ଭାବେ ହତ୍ୟା। ଜଗତସିଂହପୁର ଜିଲ୍ଲା ବଡ଼ବାଗ ଗାଁର ଶୁଭସ୍ମିତା ବେହେରା ନାମକ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି । ତେବେ ଶୁଭସ୍ମିତାଙ୍କ ଏହି…

ନିର୍ବାଚନୀ ପ୍ରସ୍ତୁତି; ଦିବ୍ୟାଙ୍ଗଙ୍କ ପାଇଁ ଅତିରିକ୍ତ ୫% ହ୍ୱିଲଚେୟାର ବ୍ୟବସ୍ଥା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଦିବ୍ୟାଙ୍ଗଙ୍କ ପାଇଁ ପାଖାପାଖି ୩ ଲକ୍ଷରୁ…

ଆଗ ଗୁପଚୁପ ମୁଁ ଖାଇବି… ଏଇ କଥାକୁ ନେଇ ରାଜରାସ୍ତାରେ ଯୁବତୀଙ୍କ ମାରପିଟ୍

ଭୁବନେଶ୍ୱର: ଗୁପଚୁପ ଲୋଭରେ ଆରମ୍ଭ ହେଲା ତୁମୁଳକାଣ୍ଡ । ଆଗେ ଗୁପଚୁପ କିଏ ଖାଇବ, ସେ କଥାକୁ ନେଇ ପାଟିତୁଣ୍ଡ, ଆଉ ତା’ପରେ କାମୁଡ଼ା କାମୁଡ଼ି, ଚୁଟି ଝିଙ୍କାଝିଙ୍କି ହୋଇ ରାଜରାସ୍ତାରେ ଗଡ଼ିଗଲେ ଯୁବତୀ । ଭୁବନେଶ୍ୱରର…