Browsing Category

ରାଜ୍ୟ

Breaking News; ୱେଲଡିଂ ବେଳେ ଭୁବନେଶ୍ୱରରେ ଜଳିଗଲା ୫ ବସ୍

ଓଡିଶା ଭାସ୍କର; ଭୁବନେଶ୍ୱରରେ ଜଳିଗଲା ୫ ବସ୍ । ଦୀପାବଳି ସନ୍ଧ୍ୟା ପୂର୍ବରୁ ସାମ୍ନାକୁ ଆସଛି ଏଭଳି ଏକ ଅଭାବନୀୟ ଘଟଣା । ୱେଲଡିଂ ବେଳେ ବସରେ ନିଆଁ ଲାଗିଯାଇଥିବା ସୂଚନା । ରାଜଧାନୀର ତମାଣ୍ଡୋ ଅଞ୍ଚଳରେ ଥିବା ଏକ…

ଶିକ୍ଷକଙ୍କୁ ଦିଆଯିବ ୮ ଇଞ୍ଚିଆ ଟାବଲେଟ୍: ସମସ୍ତ DEOଙ୍କୁ OSEPAର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ତେବେ ଏହା ମଧ୍ୟରେ ପ୍ରାଥମିକ ଶିକ୍ଷାକୁ ଡିଜିଟାଲୀକରଣ କରିବା ଲକ୍ଷ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା…

ଭୁବନେଶ୍ୱର ଡିସିପିଙ୍କ ସୂଚନା, ଦୀପାବଳିରେ ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ପୋଲିସ

ଭୁବନେଶ୍ୱର: ଦୀପାବଳି ଉପଲକ୍ଷେ ରାଜଧାନୀରେ ମଦୁଆ ଓ ଶବ୍ଦ ପ୍ରଦୂଷଣକାରୀଙ୍କ ବିରୁଦ୍ଧରେ କଠୋର ହୋଇଛନ୍ତି ପୋଲିସ । ସହରରେ ମଦ ପିଇ ଉତ୍ପାତ କଲେ ପୋଲିସ ସିଧା ଥାନାକୁ ଉଠାଇ ଆଣିବ । ଏ ବିଷୟରେ ସୂଚନା ଦେଇଛନ୍ତି…

ରାଜନୈତିକ ଶତ୍ରୁତା ନେଲା ଭୟଙ୍କର ରୂପ: ବୋମାମାଡ଼ରେ ୮ ଆହତ

ନୟାଗଡ଼: ଦେଶରେ ଆସନ୍ତା ବର୍ଷ ପାଇଁ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଛି । ତେବେ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖାଯାଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ…

ଚିଲିକା ମଝିରେ ଖରାପ ହୋଇଗଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଛନ୍ତି ୩୦ରୁ ଅଧିକ ଯାତ୍ରୀ

ଭୁବନେଶ୍ୱର: ବାରମ୍ବାର ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଖରାପ ହେଉଥିବାର ଖବର ସାମ୍ନାକୁ ଆସୁଛି । ଆଜି ସକାଳୁ ସକାଳୁ ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି । କୃଷ୍ଣପ୍ରସାଦ ଅଞ୍ଚଳରେ ଚିଲିକା ମଝିରେ ଡଙ୍ଗା…

ବିକାଶଠୁ ଅନେକ ଦୂରରେ ମହ୍ଲାରପୁର: ଦୀପାବଳି କ’ଣ ଜାଣନ୍ତିନି, ଡିବିରି ଆଲୁଅରେ ଦୂର ହୁଏ ଅନ୍ଧାର

ଅନୁଗୁଳ: ଆଲୋକର ପର୍ବ ଦୀପାବଳିକୁ ନେଇ ଆଜି ଚାରିଆଡ଼େ ବେଶ ଉତ୍ସାହ । ଛୋଟ ବଡ଼ ଧନୀ ଗରୀବ, ସଭିଙ୍କ ମନରେ ଉତ୍ସାହ । କିଏ ବାଣ କିଣେ, କିଏ ଦୀପ କିଣେ ତ କିଏ ରଙ୍ଗୀନ ଆଲୁଅରେ ଘର ଆଲୋକିତ କରେ । କିନ୍ତୁ ଦୀପ ତଳ ଅନ୍ଧାର…

ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ଏହି ଜିଲ୍ଲାଗୁଡିକରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା !

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୫ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ…

IIMC ଢେଙ୍କାନାଳର ସବୁ ଠିକା କର୍ମଚାରୀଙ୍କ ଚାକିରି ରେଗୁଲାର ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଢେଙ୍କାନାଳ ସ୍ଥିତ ଇଣ୍ଡିଆନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମାସ କମ୍ୟୁନିକେସନ (ଆଇଆଇଏମସି)ରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର…

ଓଡ଼ିଶାରେ ବ୍ୟାନ ହେଲା କମ୍ ଓଜନର ଖାଇବା ତେଲ ପ୍ୟାକେଟ୍: ରାଜ୍ୟ ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟର ଦୋକାନ, ବଜାରମାନଙ୍କରେ ଆଉ କମ୍ ଓଜନର ଖାଇବା ତେଲ ପ୍ୟାକେଟ ବିକ୍ରି ହୋଇ ପାରିବ ନାହିଁ । ଏକ ଲିଟରିଆ ପ୍ୟାକେଟରେ କେବଳ ୯୧୦ ଗ୍ରାମ ବା ୮୭୦ ଗ୍ରାମ ଓଜନର ତେଲ ପ୍ରସ୍ତୁତ…

କଟକ-ଭୁବନେଶ୍ୱରରେ ୧୦ଟା ପରେ ବାଣ ଫୁଟାଇବା ମନା, ପ୍ରଦୂଷଣକୁ ଦୃଷ୍ଟିରେ ରଖି ସଚେତନ ରହିବାକୁ ଅନୁରୋଧ

ଓଡିଶା ଭାସ୍କର; ରାତି ପାହିଲେ ଦୀପାବଳୀ,ଯାହାକୁ ନେଇ ସାରା ଦେଶବାସୀ ଉତ୍ସାହିତ ରହିଛନ୍ତି । ଦୀପାବଳି କାଲି ରହିଥିବା ବେଳେ ଆଜି ଠାରୁ କିଛି ଲୋକ ଲୁଚାଇ ଛପାଇ ବାଣ ଫୁଟାଇବା ଆରମ୍ଭ କରିଦେଇଛନ୍ତି । ମାତ୍ର ବାୟୁ ଓ…