Browsing Category

ରାଜ୍ୟ

କେନ୍ଦ୍ରାପଡା: ଦାଦାବଟି ନ ଦେବାରୁ ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ!

ଓଡିଶା ଭାସ୍କର: ଦାଦାବଟି ନ ଦେବାରୁ ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ସହରର ବିଚ୍‌ ବଜାରରେ ଦେଖା ଦେଇଛି ଏଭଳି ଏକ ଅଭାବନୀୟ ଘଟଣା। ନୂଆ ବର୍ଷ ପୂର୍ବରୁ ଫିଲ୍ମ ଷ୍ଟାଇଲରେ କିଛି ଅସାମାଜିକ ଯୁବକ ଏଭଳି…

ନୂଆ ବର୍ଷରୁ ବର୍ଷା; ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆ ବର୍ଷ ଆରମ୍ଭରୁ ହେବାକୁ ଯାଉଛି ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ରହିଛି ବର୍ଷା ସମ୍ଭାବନା । ଜାନୁଆରୀ ମାସର ପ୍ରଥମ ସପ୍ତାହ ଶେଷ ଆଡ଼କୁ କିଛି ଜିଲ୍ଲାରେ ହାଲୁକା ବର୍ଷା…

୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ: ବହୁ ବାଦ ବିବାଦ ପରେ ପ୍ରକାଶ ପାଇଲା ASO ରେଜଲ୍ଟ

କଟକ: ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ASO) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାର୍ଥୀମାନେ ଓଡିଶା…

ନୂଆ ବର୍ଷ ପାଇଁ କମିଶନରେଟ ପୋଲିସର ଜୋରଦାର ଚେକିଂ; ରାଜଧାନୀର ବିଭିନ୍ନ ଛକ-ବଜାରରେ ବ୍ଲକିଂ ଓ ଚେକିଂ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆ ବର୍ଷ ପାଇଁ କମିଶନରେଟ ପୋଲିସର ଜୋରଦାର ଚେକିଂ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଛକ, ବଜାରରେ ବ୍ଲକିଂ ଓ ଚେକିଂ । କଳ୍ପନା ଛକ, ଝାରପଡ଼ା ଗୋଲେଇ ଛକ, ନନ୍ଦନକାନନ ରୋଡରେ ଚେକିଂ ।…

ରାଜ୍ୟରେ ଶୀଘ୍ର ନିଯୁକ୍ତି ପାଇବେ ୧୩୭୫ଜଣ ଶିକ୍ଷକ: ଜାନୁଆରୀ ୩୧ରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ନୂତନ ଭାବେ ୧୩୭୫ଟି ଶିକ୍ଷକ ନିଯୁକ୍ତି ପାଇବେ। ଏହି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ…

ଓଡ଼ିଶା ସରକାରଙ୍କୁ NGTଙ୍କ ନୋଟିସ୍: ରାଜ୍ୟର ଭୂତଳ ଜଳରେ ରହିଛି ଫ୍ଲୋରାଇଡ୍, ଆର୍ସେନିକ, ନାଇଟ୍ରେଟ ପରି ହାନିକାରକ ରାସାୟନିକ ପଦାର୍ଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଭୂତଳ ଜଳକୁ ନେଇ ଆସିଛି ଏକ ଚିନ୍ତାଜନକ ଖବର । ରାଜ୍ୟର ଭୂତଳ ଜଳ ପ୍ରଦୂଷିତ ହେବା ସହିତ ଜଳରେ ଫ୍ଲୋରାଇଡ, ଆର୍ସେନିକ, ନାଇଟ୍ରେଟ ପରି ହାନିକାରକ ପଦାର୍ଥ ରହିଛି । ଏଗୁଡ଼ିକ ଆମ…

ନୂଆବର୍ଷ ଉପଲକ୍ଷେ ପୁରୀରେ ଯାନବାହନ ଚଳାଚଳ ଉପରେ ଜାରି ହେଲା କଟକଣା

ପୁରୀ: (ଓଡ଼ିଶା ଭାସ୍କର) ନୂଆବର୍ଷ ଉପଲକ୍ଷେ ପୁରୀରେ ଯାନବାହନ ଚଳାଚଳ ଉପରେ ଜାରିହେଲା କଟକଣା । ଡିସେମ୍ବର ୩୧ ରାତି ୧୨ଟାରୁ ୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କଟକଣା ରହିବ । ମାର୍କେଟ ଛକଠୁ ସିଂହଦ୍ୱାର ପର୍ଯ୍ୟନ୍ତ…

ରକ୍ତରେ ଭିଜିଲା ସମ୍ପର୍କ ଡୋରୀ, ବଡ଼ ଭାଇକୁ ଗୁଳି ମାଡ଼ କଲା ସାନ ଭାଇ

ଓଡିଶା ଭାସ୍କର: ରକ୍ତରେ ଭିଜିଲା ସମ୍ପର୍କର ଡୋରୀ, ବଡ଼ ଭାଇକୁ ଗୁଳି ମାଡ଼ ସାନ ଭାଇ। ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ପାଟକିଜୋର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗୁଳି ମାଡ଼ରେ ବଡ଼…

(Video) ଗାଁରେ ଗରୁଡ଼ ପକ୍ଷୀକୁ ଦେଖି ଜଗନ୍ନାଥଙ୍କୁ ଡାକିଲେ ଲୋକେ; ରାମାୟଣ ସମୟରେ…

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ଚନ୍ଦନପୁର ପାଙ୍କଳ ଗୋପୀନାଥ ମନ୍ଦିର ନିକଟରୁ ମିଳିଲା ବିରଳ ଗରୁଡ ପକ୍ଷୀ । ଗ୍ରାମର କିଛି ପିଲା ଏକ ରାଲିରେ ଗ୍ରାମର ସଫେଇ କାର୍ଯ୍ୟ ପାଇଁ ଯାଇଥିବା ବେଳେ ଏହି ପକ୍ଷୀଟିକୁ ବୋବାଉଥିବାର…

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ବୈଠକ; ୧୩ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ବୈଠକ । ବୈଠକରେ ୧୩ଟି ପ୍ରସ୍ତାବ ଉପରେ ଲାଗିଲା ମୋହର । ଓଡ଼ିଶା ସିଭିଲ୍‌ ସର୍ଭିସ ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି । ବୈଠକ…