Browsing Category

ରାଜ୍ୟ

ଆମ୍ରି ହସ୍ପିଟାଲରେ ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ; ପ୍ରତିଦିନ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଲେ ବିଶେଷଜ୍ଞ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ୍ରି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ବ୍ରେନ୍ ଷ୍ଟ୍ରୋକ୍‌ର କାରଣ…

ଦକ୍ଷିଣ ଭାରତ ସମେତ ଓଡ଼ିଶାରେ ବି କାହିଁକି ବୃଦ୍ଧି ପାଉଛି ନିଜ ସମ୍ପର୍କୀୟଙ୍କୁ ବିବାହ କରିବାର ଧାରା ?

ଓଡ଼ିଶା ଭାସ୍କର: ଭାରତରେ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ବିବେଚନା କରାଯାଏ । ଜଣେ ପୁଅ-ଝିଅ ସାରା ଜୀବନ ପରସ୍ପରକୁ ଜୀବନ ସାଥୀ କରିବାକୁ ଶପଥ ନେଇଥାନ୍ତି । ଦୁନିଆର ପ୍ରତ୍ୟେକ ଧର୍ମରେ ବିବାହକୁ ନେଇ ନିଜସ୍ୱ ନିୟମ…

ଶ୍ରୀମନ୍ଦିର ଦର୍ଶନ ସାରି ରାଜଭବନରେ ପହଞ୍ଚିଲେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଓଡିଶା ଭାସ୍କର; ଶ୍ରୀମନ୍ଦିର ଦର୍ଶନ ସାରି ରାଜଭବନରେ ପହଞ୍ଚିଲେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସ । ତେବେ ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କୁ ରାଜଭବନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଅନ୍ୟପଟେ…

ଦୁର୍ଘଟଣାଟି ମନୁଷ୍ୟକୃତ ତ୍ରୁଟି ନା ସିଗନାଲ ତ୍ରୁଟି ଏହାର କାରଣ : ମୃତ୍ୟୁ ସଂଖ୍ୟା ୧୪ ନୁହେଁ ୧୩

ଭୁବନେଶ୍ୱର : ଆନ୍ଧ୍ର-ଓଡିଶା ସୀମାରେ ହୋଇଥିବା ରେଳ ଦୁର୍ଘଟଣାର ପ୍ରାଥମିକ ତଦନ୍ତର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରୁ ଜଣାପଡିଛି ଯେ, ଏହି ଦୁର୍ଘଟଣାରେ ରାୟଗଡା-ବିଶାଖାପାଟଣା ଟ୍ରେନର ଲୋକୋ ପାଇଲଟର ତ୍ରୁଟି…

ରାୟଗଡ଼ା ଜିଲ୍ଲାରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଜିଲ୍ଲାରେ ‘ଆମ ଓଡ଼ିଶା– ନବୀନ ଓଡ଼ିଶା’ ଯୋଜନା ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ରାୟଗଡ଼ା ଜିଲ୍ଲାରେ ଏହି ଯୋଜନାରେ ୯୧ କୋଟି ଟଙ୍କା ବ୍ୟୟରେ ୨ ହଜାର…

ନଭେମ୍ବରରୁ ଆରମ୍ଭ ହେବ ମିଶନ ଅଲିଭ, ଏଥି ପାଇଁ ବନ ବିଭାଗ ଚଲାଇଛି ପ୍ରସ୍ତୁତି

ରାଜନଗର : ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ରକୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ମାଛ ଧରା ଉପରେ କଟକଣା ଜାରି ହୋଇଛି । କାରଣ…

ପୋଖରୀରେ ବୁଡି ଦୁଇ ଭାଇ ମୃତ, ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଏପରି ଅଭାବନୀୟ ଘଟଣା

ଭୁବନେଶ୍ୱର: ନୟାଗଡରୁ ଆସିଛି ଏକ ଦୁଃଖଦ ଖବର । ଏଠାରେ ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ଦୁଇ ସଂପର୍କୀୟ ଭାଇ ମୃତ୍ୟୁବରଣ କରିଛନ୍ତି । ନୟାଗଡ ଇଟାମାଟି ଥାନା ଅଭିମାନପୁର ଗାଁରୁ ଆସିଛି ଏହି ଦୁଃଖଦାୟକ ଖବର ।…

ଥରିଲାଣି ଓଡ଼ିଶା: ୨ରୁ ୪ ଡିଗ୍ରୀ ହ୍ରାସ ପାଇଲା ତାପମାତ୍ରା, ଆସନ୍ତା ୧ରୁ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ଛୁଇଁଛି ପହିଲି ଶୀତ । ମେଘମୁକ୍ତ ଆକାଶ ସହ ରାଜ୍ୟରେ ପହିଲି ଶୀତର ସ୍ପର୍ଶ ଅନୁଭୂତ ହେଉଛି । କେବଳ ଶୀତ ନୁହେଁ, ସକାଳୁ ଘନ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳୁଛି । ଫୁଲବାଣୀ, ଜି.ଉଦୟଗିରି,…

ଆସନ୍ତାକାଲି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଅକ୍ଟୋବର ୩୧ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଏଥିପାଇଁ ଆଜି ପୁରୀଅଭିମୁଖେ ବାହାରିବେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ରବିବାର ଦିନ ପୁରୁଷୋତ୍ତମ…

OSEPA ଜାରି କଲା ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ: କନିଷ୍ଠ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ବିଶେଷ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକାଶ ପାଇଥିବା ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ସେପ୍ଟେମ୍ବର ମାସ…