Browsing Category
ରାଜ୍ୟ
ମାଗଣା ଚା’…. ରୋକି ପାରିବ କି ସଡ଼କ ଦୁର୍ଘଟଣା? ‘ନବୀନ’ ଯୋଜନାକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାତିରେ ରାଜମାର୍ଗ ଦେଇ ଯାତାୟତ କରୁଥିବା ଟ୍ରକ ଡ୍ରାଇଭରମାନଙ୍କୁ ଦିଆଯିବ ମାଗଣା ଚା' । ଏ ନେଇ…
Breaking… ASO ଚୟନ ମାମଲା ; ମେରିଟ୍ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ
କଟକ (ଓଡ଼ିଶା ଭାସ୍କର) ASO ଚୟନ ମାମଲାରେ ମେରିଟ୍ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କଲେ ୨ ଜଣିଆ ଖଣ୍ଡପୀଠ। ୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ଓପିଏସିର ଚୟନ…
ଅନୁଭବ-ବର୍ଷା ଛାଡ଼ପତ୍ର ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ପରେ ଏବେ କ’ଣ କରିବେ ବର୍ଷା, ତାଙ୍କ ପାଇଁ କ’ଣ ରହିଛି ଆଇନଗତ ବିକଳ୍ପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଶେଷରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ବର୍ଷ ବର୍ଷ ଧରି ଏହି ଦମ୍ପତ୍ତିଙ୍କ ବିବାହ…
(Video) ପଡ଼ିବ ହାତଗଣ୍ଠି, ବାଜିବ ସାହାନାଇ: ଦ୍ୱିତୀୟ ବିବାହ କରିବେ ସାଂସଦ ଅନୁଭବ ମହାନ୍ତି…
ଭୁବନେଶ୍ୱର: ଓଲିଉଡ ଷ୍ଟାର କପଲ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ଅନୁମତି ମିଳିସାରିଛି । ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଥିବା ବୈବାହିକ ସମ୍ପର୍କକୁ ଶେଷ କରିବାକୁ ପ୍ରସ୍ତୁତ ଦୁଇ…
ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଖୋଲିବ ‘Fever Clinic’: କୋଭିଡ୍ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରାକ୍ ପ୍ରସ୍ତୁତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଗୋଆ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ପରି କିଛି ରାଜ୍ୟରେ କରୋନାର ନୂଆ ସବ୍ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ ବ୍ୟାପିବାରେ ଲାଗିଛି…
କୋଣାର୍କ ଯିବା ବାଟରେ ଓଲଟିଲା ଭ୍ୟାନ୍: ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ
କୋଣାର୍କ: କୋଣାର୍କ ବୁଲିବାକୁ ଯିବା ବାଟରେ ଏକ ବଡ଼ ଧରଣ ଦୁର୍ଘଟଣା ଘଟି ଯାଇଛି । ଜୁଣେଇ ଛକ ନିକଟରେ ଏକ ଗଛକୁ ଧକ୍କା ଦେଇ ଏକ ଭ୍ୟାନ୍ ଓଲଟି ପଡ଼ିଛି । ଭ୍ୟାନ୍ ଓଲଟି ପଡ଼ିବା ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ…
Breaking…ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼
ଭଦ୍ରକ: (ଓଡ଼ିଶା ଭାସ୍କର) ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଛୁରାମାଡ଼ । ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ କରାଯାଇଛି । ଭଦ୍ରକ ସହରରେ ଥିବା ଘରେ ପଶି ଦୁର୍ବୃତ୍ତଙ୍କ…
ଜାଡ଼ରେ ଥରୁଛି ଓଡ଼ିଶା, ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟ ଡିଗ୍ରୀ ରେକର୍ଡ଼
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଆସନ୍ତା ୨୨ରୁ ୨୪ରେ ରାତି ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବା ସହ ଘନ କୁହୁଡ଼ି ଜନଜୀବନକୁ ପ୍ରଭାବିତ କରିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…
ରେଳ ଧାରଣା ଉଡ଼ାଇଦେଲେ ନକ୍ସଲ: ଅଟକି ରହିଛି ୨୦ଟି ଟ୍ରେନ
ରାଉରକେଲା: ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ନକ୍ସଲଙ୍କ ହିଂସାକାଣ୍ଡ । ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କର ଏକ ବଡ଼ ଷଡ଼ଯନ୍ତ୍ର ଧରା ପଡ଼ିଛି । ସ୍ଥାନୀୟ ମନୋହରପୁର ନିକଟ ବିରୁୱାରେ ରେଳ ଧାରଣାକୁ ଉଡ଼ାଇ…
ରାଉରକେଲାରେ ଦେଖାଦେଇଥିବା ହଇଜା ଜନିତ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ଉତ୍ତରାଞ୍ଚଳ ରାଜସ୍ୱ କମିଶନର
ଭୁବନେଶ୍ୱର: ରାଉରକେଲାରେ ଦେଖା ଦେଇଥିବା ହଇଜା ଜନିତ ପରସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି । ଆଜି ରାଉରକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ…