Browsing Category
ରାଜ୍ୟ
(Video) ସ୍ନେହ ମମତାର ନିଛକ ଉଦାହରଣ ପାଲଟିଲା ମା’ କୁକୁର; ଦେଖିଲେ ଆଖିରେ ଲୁହ ଜକେଇ ଆସୁଛି…
ଭଦ୍ରକ: ଆପଣମାନେ ଦେଖିପାରୁଥିବେ ଏ କୁକୁରଟିକୁ , ଆଉ ସ୍ପଷ୍ଟ ଭାବରେ ଲକ୍ଷ୍ୟ କରି ପାରୁଥିବେ ଯେ କୁକୁରଟି କିପରି ଭାବରେ ବ୍ୟସ୍ତ ବିବ୍ରତ ହୋଇ ପଡୁଛି । ପାଟି ଖୋଲି କିଛି କହି ପାରୁନି ସତ ହେଲେ ତାର ସେ ନିିରିହ ଆଖି ,…
Breaking…ଦେବଗଡ଼ରେ ଚାଞ୍ଚଲ୍ୟକର ଘଟଣା; ଜନଗହଳି ପୂର୍ଣ୍ଣ ମାର୍କେଟରୁ ନାବାଳିକାକୁ ଅପହରଣ
ଦେବଗଡ଼: ଦେବଗଡ଼ ମେନ୍ ମାର୍କେଟରେ ୬/୭ ବର୍ଷର ଝିଅକୁ ଅପହରଣ ହୋଇଥିବା ଅଭିଯୋଗ। ପଲସରରେ ଆସିଥିବା ୨ ଦୁର୍ବୃତ୍ତ ନାବାଳିକାକୁ ଉଠାଇ ନେଇଥିବା ସୂଚନା। ନିଜ ଆଈ ସହ ଟ୍ୟୁସନରୁ ଫେରିବା ବେଳେ ଉଠାଇ ନେଲେ ଦୁର୍ବୃତ୍ତ।…
ଭୟାନକ ରୂପ ନେଉଛି ନୂଆ Covid ଭାରିଆଣ୍ଟ: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ସତର୍କବାଣୀ
ନୂଆଦିଲ୍ଲୀ:ଦେଶରେ ପୁଣିଥରେ ମୁଣ୍ଡ ଟେକିଛି କରୋନାର ନୂଆ ଭାଇରସ । ଏ ନେଇ କେନ୍ଦ୍ର ସରକାରଙ୍କ ତରପରୁ ସତର୍କ ସୂଚନା ଜାରି କରାଯାଇଛି । ସମସ୍ତ ରାଜ୍ୟର ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…
କେଦାରନାଥରେ ଦ୍ୱାର ବନ୍ଦ ହେଲେ ଏଠି ଦେଖା ଦିଅନ୍ତି ମହାଦେବ! ୬ ମାସ ରହେ ଜଳମଗ୍ନ
ଓଡ଼ିଶା ଭାସ୍କର: ପ୍ରସିଦ୍ଧ କେଦାରନାଥ ପୀଠଭଗବାନ ଶିବଙ୍କୁ ପାଇବାର ଏକ ମାର୍ଗ ବୋଲି କୁହାଯାଏ । ଏଠାରେ ମହାଦେବଙ୍କୁ ଦେଖିବା ଭାଗ୍ୟରେ ଥିଲେ ସଫଳ ହୋଇପାରେ । ଏହି ଜାଗା ଅତି ବିଚିତ୍ର । କାରଣ ବର୍ଷକ ଯାକ ବରଫର ଧଳା…
ପରଲୋକରେ ବରିଷ୍ଠ ସାମ୍ୱାଦିକ ରାଧାନାଥ ସାହୁ
ଭୁବନେଶ୍ୱର: ସମ୍ବାଦପତ୍ର ‘ସୁଶାସନ’ ର ଗଜାଂମ ଜିଲ୍ଳା ପ୍ରତିନିଧି ତଥା ବରିଷ୍ଠ ସାମ୍ୱାଦିକ ରାଧାନାଥ ସାହୁଙ୍କର ଗତ ୧୫ ତାରିଖ ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ମୃୁତ୍ୟ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେ…
ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା: ୧୦ ଜଣ ପୋଲିସ ଆହତ
ଓଡିଶା ଭାସ୍କର: ବର୍ତ୍ତମାନର ଏକ ବଡ଼ ଖବର ଯାହା ଆସି ପହଞ୍ଚିଛି, ଦୁର୍ଘଟଣାରେ ୧୦ ଜଣ ପୋଲିସ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାଟି ବାଙ୍ଗିରିପୋଷି ଘାଟିରେ ଘଟିଛି। ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତି…
(Video) ଦେହରେ ସେଲୋ ଟେପ୍ ଗୁଡ଼ାଇ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍
କୋରାପୁଟ: ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍। ଘଟଣାସ୍ଥଳରୁ ୨୮ କେଜି ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ହେଲା ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ମଣ୍ଡଳପଡ଼ା…
ମୁଖ୍ୟମନ୍ତ୍ରୀ ଋଣ ଛାଡ଼ ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ, ଏହି ପୋର୍ଟାଲ ମାଧ୍ୟମରେ କରିପାରିବେ ଆବେଦନ
ଭୁବନେଶ୍ୱର: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜଭୁତ କରିବା ଲାଗି ‘ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା’ ଆରମ୍ଭ ହୋଇଛି ।…
ରାଜନେତାଙ୍କୁ ଟାର୍ଗେଟ ! ହ୍ୟାକ୍ ହେଲା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ୍ ଆକାଉଣ୍ଟ
ଭୁବନେଶ୍ୱର : ସାଧାରଣ ଲୋକଙ୍କ ପରେ ଏବେ ରାଜନେତାକୁ ଟାର୍ଗେଟ କରାଯାଉଛି । ଏହାରି ମଧ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି । ଆକାଉଣ୍ଟ ହ୍ୟାକ୍ କରିଛନ୍ତି ଅଜଣା…
Big Breaking: କୋଇଡ଼ାରେ ଡବଲ୍ ମର୍ଡର, ପୋଲିସ ନିକଟରେ ଆତ୍ମସମର୍ପଣ କଲା ଦୁର୍ବୃତ୍ତ
କୋଇଡ଼ା: ରାଜ୍ୟରେ ତଥା ଦେଶରେ ପ୍ରତିଦିନ ହତ୍ୟାକାଣ୍ଡ ଦେଖିବାକୁ ମିଳୁଥିବା ବେଳେ ଆଜି ଅନ୍ୟ ଏକ ବିଭତ୍ସ ହତ୍ୟା ଘଟଣା ସାମ୍ନାକୁ ଆସିଛି । କୋଇଡ଼ାରେ ଦୁଇଟି ମର୍ଡର ହୋଇଥିବା କଥା ସୂଚନା ମିଳିଛି । ଶନିବାର ଦିନ ଠାରୁ…