fbpx
BSKY
BJD YOUTH SKY
BJD MS SKY
Browsing Category

ରାଜ୍ୟ

ରାଜ୍ୟ କଂଗ୍ରେସ ନେତୃତ୍ୱକୁ ନେଇ ବିବାଦ: ମୁଖ୍ୟ ସଚେତକ ପଦରୁ ତାରାଙ୍କ ଇସ୍ତଫା !

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟ କଂଗ୍ରେସର ନେତୃତ୍ୱକୁ ନେଇ ବିବାଦ ଲାଗି ରହିଥିବା ବେଳେଦଳର ମୁଖ୍ୟ ସଚେତକ ପଦରୁ ବିଧାୟକ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏଥିପୂର୍ବରୁ ବିଧାୟକ ଦଳ…

ଆଜିଠୁ +୨ ପରୀକ୍ଷା, କପି ରୋକିବାକୁ ଏପରି ରହିଛି ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ ପରୀକ୍ଷା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏହା ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ବିଜ୍ଞାନ, କଳା ଓ…

ଭିଜିଲାନ୍ସ ଜାଲରେ RMC କର୍ମଚାରୀ: ୨ଟି ସ୍ଥାନରେ ଚାଲିଛି ରେଡ୍

ଯାଜନୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଆରଏମସି କର୍ମଚାରୀ । ଆରଏମସି କର୍ମଚାରୀ ଗୟାଧର ସାହୁଙ୍କ ଘରେ ଆଜି ହୋଇଛି ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ରେଡ୍…

ଆଜିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଚାଲୁ ରହିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାରୁ ଗୁରୁବାରଠାରୁ ମେ' ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ…

ଆଜିଠୁ ଯୁକ୍ତ ୨ ବୋର୍ଡ ପରୀକ୍ଷା, ଦୁଇ ବର୍ଷ ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ ୩,୨୧,୫୦୮ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌ ) :  ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷା  ଆରମ୍ଭ ହେବ । ଏହା ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଜ୍ଞାନ, କଳା ଓ ବାଣିଜ୍ୟର…

କଲବଲ କରିବ ତାତି, ଆହୁରି ୫ ଦିନ ଯାଏଁ ପ୍ରଚଣ୍ଡ ଖରାରୁ ମିଳିବନି ଆଶ୍ୱସ୍ତି : ଜଳିବ ଉତ୍ତର ଓ ଆଭ୍ୟନ୍ତର ଓଡ଼ିଶା, ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌ ) : ଗତ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏପରିକି କେତେକ ସହରରେ ୪୨ ଓ ୪୩ ଡିଗ୍ରୀ ଉପରେ…

ରାଶିଫଳ(ଗୁରୁବାର,୨୮ ଏପ୍ରିଲ,୨୦୨୨)

ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ…

ସାମ୍ବାଦିକତାରୁ ରାଜନୀତି, ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ

ଭୁବନେଶ୍ୱର: ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର…

ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,୧୮ ମାସରେ ସରିବ କାର୍ଯ୍ୟ

ଭୁବନେଶ୍ୱର: କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି। ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮…

ମାଟ୍ରିକ ପରୀକ୍ଷାରେ ପୁଣି ପରିବର୍ତ୍ତନ: ଜାଣନ୍ତୁ ବଦଳିଲା କେଉଁ ସବୁ ନିୟମ

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ନେଇ ଆସିଛି ଏକ ବଡ ଖବର । ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ହୋଇଛି ସାମାନ୍ୟ ପରିବର୍ତ୍ତନ । ରାଜ୍ୟରେ ଚାଲୁଥିବା ଅସହ୍ୟ ଗରମ ଏବଂ ଉଚ୍ଚ ତାପମାତ୍ରାକୁ ଦେଖି ପରୀକ୍ଷା…