fbpx
Browsing Category

ରାଜ୍ୟ

ପିସିସି ସଭାପତି ନିର୍ବାଚନକୁ ନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା: ଖରାପ୍ ଲୋକ ଦିଅନ୍ତି ଖରାପ ମେସେଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା । ସଭାପତି ପଦକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ପଯରିବର୍ତ୍ତନ ନେଇ ଖବର ଜୋର ଧରିବା…

ସମ୍ବଲପୁରରେ ଅଭାବନୀୟ ଘଟଣା: ରେଳ ଧାରଣାରୁ ଯୁବକ, ଯୁବତୀଙ୍କ ମୃତଦେହ ଠାବ

ସମ୍ବଲପୁର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ପଣା ସଂକ୍ରାନ୍ତି ପାଳନ କରାଯାଉଥିବା ବେଳେ ସମ୍ବଲପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ରେଳ ଧାରଣାରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ…

ଯୁବତୀଙ୍କ ଉପର ଦେଇ ଚାଲିଗଲା ଟ୍ରେନ୍, କିନ୍ତୁ ମୋବାଇଲରେ କଥାହେବା ବନ୍ଦ ହେଲାନି: ଦେଖନ୍ତୁ Video

ନୂଆଦିଲ୍ଲୀ: ଲୋକମାନେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ପାଇଁ ଫୁଟ୍ ଓଭର ବ୍ରିଜ୍ ଓ ଅଣ୍ଡରପାସ୍ କରନ୍ତୁ ବୋଲି ଭାରତୀୟ ରେଳବାଇ ଲଗାତାର ଚେତାବନୀ ଦେଇଚାଲିଛି । କିନ୍ତୁ ଲୋକମାନେ ଏହା ଶୁଣିବାକୁ ନାରାଜ ।…

ନୟାଗଡ଼ରେ ଦଣ୍ଡ ଶୋଭାଯାତ୍ରା ବେଳେ ସଂଘର୍ଷ, ଜଣେ ମୃତ

ନୟାଗଡ଼(ଓଡ଼ିଶା ଭାସ୍କର): ଆଜି ପଣା ସଂକ୍ରାନ୍ତି ହୋଇଥିବା ବେଳେ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ଏହାରି ମଧ୍ୟରେ ନୟାଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା । ଦଣ୍ଡଯାତ୍ରା ବେଳେ ଗଣ୍ଡଗୋଳ ହେବା ଯୋଗୁଁ…

ନିତି ଆୟୋଗ ପକ୍ଷରୁ ଆକାଂକ୍ଷୀ ଜିଲ୍ଲା ତାଲିକା ପ୍ରକାଶ, ତୃତୀୟ ସ୍ଥାନରେ ମାଲକାନଗିରି

ନୂଆଦିଲ୍ଲୀ,: ନିତି ଆୟୋଗ ପକ୍ଷରୁ ଦେଶର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ତାଲିକା ପ୍ରକାଶିତ ହୋଇଛି । ନିତି ଆୟୋଗର ୱେବ୍‌ସାଇଟ୍‌ରେ ଏହିସବୁ ଜିଲ୍ଲାର ନାମ ସ୍ଥାନୀତ ହୋଇଛି । ତେବେ ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲ୍ଲା ତାଲିକାରେ…

ପ୍ରୋ ଲିଗ୍‌ ହକି ମୁକାବିଲା: କଳିଙ୍ଗ ଷ୍ଟାଡ଼ିୟମରେ ଶକ୍ତିଶାଳୀ ଜର୍ମାନୀ ବିପକ୍ଷରେ ପଡିଆକୁ ଓହ୍ଲାଇ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: (ଭାସ୍କର ନ୍ୟୁଜ୍‌): ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଗୁରୁବାର ଓ ଶୁକ୍ରବାର ଦିନ ଭାରତ-ଜର୍ମାନୀ ଏଫଆଏଚ୍‌ ପ୍ରୋ-ଲିଗ୍‌ ହକି ମ୍ୟାଚ୍‌ ଅନୁଷ୍ଠିତ ହେବ । ଏହା ପୂର୍ବରୁ ନେଦରଲାଣ୍ଡ ବିପକ୍ଷରେ ଭାରତ ୨…

୫ଟଙ୍କା ଲୋଭ ଦେଖାଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲେ ୫୦ବର୍ଷୀୟ ବୃଦ୍ଧ, ଅଭିଯୁକ୍ତକୁ ଘରୁ ଉଠାଇ ଆଣିଲା ପୋଲିସ

କାକଟପୁର, (ଭାସ୍କର ନ୍ୟୁଜ୍‌) : କୁଣ୍ଡେଶ୍ୱର ଗ୍ରାମର ଜନୈକା (୫) ବର୍ଷର ନାବାଳିକା ଛଦ୍ମ ନାମ (କୁନି)କୁ ସେହି ଗ୍ରାମର ବୃନ୍ଦାବନ ପ୍ରଧାନ (୫୦) ଏକୁଟିଆ ଥିବାର ସୁଯୋଗ ନେଇ ପାଞ୍ଚ ଟଙ୍କାର ଲୋଭ ଦେଖାଇ ଦୁଷ୍କର୍ମ…

ଏପ୍ରିଲ ୧୬ରୁ ପ୍ରତି ଶନିବାର ଓ ରବିବାର ଖୋଲିବ ଏମ୍ସ ଓପିଡି ଖୋଲା, ସକାଳ ୮ଟାରୁ ମଧ୍ୟାହ୍ନ ୧ଘଟିକା ପର୍ଯ୍ୟନ୍ତ ଚାଲିବ ଚିକିତ୍ସା

ବାଲେଶ୍ୱର, (ଭାସ୍କର ନ୍ୟୁଜ): ଆସନ୍ତା ୧୬ତାରିଖରୁ ବହୁ ପ୍ରତିକ୍ଷୀତ ଏମ୍ସ ସ୍ୟାଟଲାଇଟ ଓପିଡି ସେଣ୍ଟର ଖୋଲିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ସପ୍ତାହର ଶନିବାର ଓ ରବିବାର ଏହା ଖୋଲା ରହିବ । ସକାଳ ୮ଟାରୁ…

ପ୍ରଚଣ୍ଡ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା, ଆହୁରି ୩ ଦିନ ଯାଏଁ ବଢ଼ିବ ତାତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ଏହାର ପରିଣାମ ଅଧିକ ଅନୁଭୂତ ହେଉଛି । ତେବେ ଆଭ୍ୟନ୍ତରୀଣ…

କୁସୁପୁର ହତ୍ୟାକାଣ୍ଡରେ ପୋଲିସକୁ ସଫଳତା: ଅଭିଯୁକ୍ତ ଶିବ ସାହୁକୁ ରିମାଣ୍ଡରେ ନେବା ପାଇଁ ପୋଲିସକୁ ଅନୁମତି

କଟକ: କଟକ ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗଣହତ୍ୟା ଘଟଣାରେ ପୋଲିସର ବଡ ପଦକ୍ଷେପ । ଅଭିଯୁକ୍ତ ଶିବ ସାହୁକୁ ଆସନ୍ତାକାଲିଠୁ ରିମାଣ୍ଡରେ ନେବ ପୋଲିସ । କାଲିଠୁ ୩ ଦିନ ପର୍ଯ୍ୟନ୍ତ ପୋଲିସର ରିମାଣ୍ଡରେ ରହିବ ଶିବ ।…