fbpx
Browsing Category

ରାଜ୍ୟ

ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା! ଛାନଭିନ୍ ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା । ଏହି ସୂଚନା ମିଳିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ସିକନ୍ଦରାବାଦ୍ ନିକଟସ୍ଥ ଚର୍ଲପଲ୍ଲୀ ଷ୍ଟେସନରେ ଅଟକିଥିଲା…

କୋରାପୁଟ ସବ୍ ଜେଲର ସସପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା କାରଣରୁ ଚାକିରିରୁ ସସପେଣ୍ଡ ହୋଇଛନ୍ତି କୋରାପୁଟ ଜିଲ୍ଲା ସବ୍ ଜେଲର । କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଇଥିବା ନେଇ ସବ ଜେଲର ଗଗନ ବିହାରୀ ସାହୁଙ୍କ ବିରୋଧରେ…

ଭୁବନେଶ୍ୱର ମାର୍କେଟରେ ବଢ଼ୁଛି ଖରାପ ସସର ଚାହିଦା, ବେପାର ବଢ଼ାଇବା ପାଇଁ ଲୋକଙ୍କୁ ଠକି ଚାଲିଛନ୍ତି ଫାଷ୍ଟଫୁଡ ଦୋକାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ବଜାର, ହାଟରେ ଥିବା ସମସ୍ତ ଖାଦ୍ୟ ପଦାର୍ଥ ପୂରା ଭେଜାଲ । ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦିରେ ବହୁମାତ୍ରାରେ ଫାଷ୍ଟଫୁଡ୍ ଦେକାନ ରହିଛି । ଅଧିକାଂଶ ଦୋକାନୀମାନେ ଗ୍ରାହକଙ୍କୁ…

(Video) ନ୍ୟୁୟର୍କରେ ଫାୟାରିଂ କରିଥିବା ଅଭିଯୁକ୍ତ ଚିହ୍ନଟ, ସୂଚନା ଦେଲେ ମିଳିବ ଏତିକି ଟଙ୍କା ପୁରସ୍କାର

ୱାଂଶିଟନ୍: ଆମେରିକାର ସବୁଠାରୁ ବଡ଼ ସହର ନ୍ୟୁୟର୍କର ବ୍ରୁକଳିନରେ ମଙ୍ଗଳବାର ଦିନ ଏକ ମେଟ୍ରୋ ଷ୍ଟେସନରେ ଅଚାନକ୍ ଗୁଳିମାଡ଼ ହୋଇଛି । ଅଧିକାରୀଙ୍କ କହିବା ମୁ୍ତାବକ, ଏହି ଆକ୍ରମଣରେ ମୋଟ ୧୦ ଲୋକଙ୍କୁ ଗୁଳି ଲାଗିଛି,…

ମାହାଙ୍ଗା ଗଣହତ୍ୟା: ମାନିଲେ ଅଭିଯୁକ୍ତ ସାନଭାଇଙ୍କ ପତ୍ନୀ, କହିଲେ ଘଟଣା ବେଳର ଲୋମଟାଙ୍କୁରା କାହାଣୀ

କଟକ(ଓଡ଼ିଶା ଭାସ୍କର): କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବଡ଼ ଭାଇ ପରିବାରର ୫ ଜଣଙ୍କୁ ସାନ ଭାଇ ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ରାଜଧାନୀ ପ୍ରତିଷ୍ଠା ଦିବସରେ ମିଳିଲାନି ଡାକରା: ଟ୍ୱିଟ କରି କ୍ଷୋଭ ପ୍ରକାଶ କଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ପ୍ରତିଷ୍ଠା ଦିବସକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମିଳିନାହିଁ ଆମନ୍ତ୍ରଣ । ୭୪ ତମ ପ୍ରତିଷ୍ଠା ଦିବସକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟନ୍ତ ଭବ୍ୟ ଆକାରରେ ମନା…

ମେଘା ବାଘୁଣୀର ଏକ ବର୍ଷର ଶାବକ ବିବେକର ମୃତ୍ୟୁ, ୨୬କୁ ହ୍ରାସ ନନ୍ଦନକାନନରେ ପ୍ରାଣୀ ଉଦ୍ୟାନର ବାଘ ସଂଖ୍ୟା

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର(ଖ) ଖୁଆଡରେ ରହୁଥିବା ନାଲି ବାଘୁଣି ମେଘାର ଗର୍ଭରୁ ଜନ୍ମିତ ଏକ ବର୍ଷର ବାଘ ଶାବକ ଅସୁସ୍ଥ ହୋଇ ଚିକିତ୍ସା ଜାରି ରହିଥିବାବେଳେ ମଙ୍ଗଳବାର ସଂଧ୍ୟାରେ…

ଏଣିକି ଏପ୍ରିଲ ବଦଳରେ ମେ’ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ, ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଏପ୍ରିଲ ନୁହେଁ ମେ ମାସରୁ ଛାତ୍ରଛାତ୍ରୀଙ୍କ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ଏଥିସହ ପିଲାମାନଙ୍କର ଗ୍ରୀଷ୍ମଛୁଟି ମଧ୍ୟ ହ୍ରାସ କରାଯିବ । ପୂର୍ବରୁ ପ୍ରତ୍ୟେକ ବର୍ଷ ମେ’ରୁ ଜୁନ୍…

୧୨ ଘଣ୍ଟା ପାଇଁ ବନ୍ଦ ହେଲା ରାଜ୍ୟର ଏହି ସହର, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩ ଦଫା ଦାବି ନେଇ ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ନୀଳଗିରି ସହର । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୀଳଗିରି ସହର ବନ୍ଦ ଡାକରା ଦିଆଯାଇଛି । ସାମ୍ବାଦିକ ଲୋକନାଥଙ୍କ ଗୋଡ଼ରେ ବେଡ଼ି ପକାଇବା…