fbpx
Browsing Category

ରାଜ୍ୟ

ଶ୍ରଦ୍ଧାଳୁ କରିପାରିବେ ଚନ୍ଦନ ଯାତ୍ରା ଦର୍ଶନ: କରୋନା ମହାମାରୀ ଯୋଗୁଁ ଦେଖିବାରୁ ବଞ୍ଚିତ ଥିଲେ ଭକ୍ତ

ପୁରୀ: ଦୁଇବର୍ଷ ଧରି ଭକ୍ତଶୂନ୍ୟ ଭାବରେ କରାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଏବେ ଦେଖିପାରିବେ ଶ୍ରଦ୍ଧାଳୁ । କାରଣ ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବା ଲାଗି ନିଷ୍ପତ୍ତି…

ଚାଉଳ ଓ ଗହମ ଯୋଗାଣ ପ୍ରସଙ୍ଗ: ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଲେ କେନ୍ଦ୍ର ସରକାର ଆପଣାଉଛନ୍ତି ଦୋମୁହାଁ ନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସରଗରମ ହେଲା ଚାଉଳ ରାଜନୀତି । ରାଜ୍ୟକୁ ଗହମ ବଦଳରେ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିଲା ଯୋଗାଣ ବିଭାଗ । ମଙ୍ଗଳବାର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର…

ଏପ୍ରିଲ ୧୮ ରୁ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ଉପସ୍ଥାନ: କରୋନା ସଂକ୍ରମଣ ହ୍ରାସ ପରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ଶିକ୍ଷାନଷ୍ଠାନଗୁଡ଼ିକରେ ବନ୍ଦ ରହିଥିବା ବାୟୋମେଟ୍ରିକ ଉପସ୍ଥାନକୁ ପୁନଃ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି । ଚଳିତ ଏପ୍ରିଲ ୧୮ ରୁ…

ରାଜ୍ୟରେ ବଢିଚାଲିଛି ତାତି, ବଲାଙ୍ଗିର ଏବଂ ସୋନପୁରରେ ତାପମାତ୍ରା ଛୁଇଁଲା ୪୩ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ତାତି ଜାରି ରହିଛି । ଦିନ ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡୁଛି । ଆଜି ବଲାଙ୍ଗିର ଏବଂ ସୋନପୁରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଏଥି…

ପଳାଶୁଣୀ ଛକ ବ୍ଲାକ ସ୍ପଟ ପରିଦର୍ଶନ କଲେ ଭୁବନେଶ୍ୱର ସାଂସଦ: ଅତ୍ୟାଧୁନିକ ଲିଫ୍ଟ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ନେଇ ଦେଲେ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣାର ବ୍ଲାକ ସ୍ପଟ ରସୁଲଗଡ଼ ପଳାଶୁଣୀ ଛକ । ଏଠାରେ ଦୁର୍ଘଟଣାରେ ଅନେକ ମୁଣ୍ଡ ଗଡ଼ିଛି । ମଙ୍ଗଳବାର ଏହି ସ୍ଥାନକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏନଏଚଏଆଇର ଆଞ୍ଚଳିକ…

କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ: ବାରମ୍ବାର ସମନ ସତ୍ତ୍ୱେ ହେଉନଥିଲେ ହାଜର

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିଶନ । ପୂର୍ବରୁ ତାଙ୍କ ନାମରେ ଜନଜାତି ଉତ୍ପୀଡ଼ନର ବିଭିନ୍ନ ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିବାବେଳେ ଏହାକୁ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମିଳିଲା ଅନୁମତି; ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲିବ ରିସେପ୍ସନ କାଉଣ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ ଗଣମାଧ୍ୟମ ପ୍ରତିନିଧି । ସାମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ମିଳିଲା ଅନୁମତି । ଆସନ୍ତା ଏପ୍ରିଲ ୧୮ ତାରିଖରୁ ଲୋକସେବା ଭବନ…

ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ କେଉଁଠିକି ଯିବେ କିଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ସ୍ଥିତି ପରଖିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ । ୨୦ ତାରିଖ ମଧ୍ୟରେ ୧୦ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏନେଇ ଆଜିଠାରୁ…

ବିକାଶ ନୁହେଁ ବିନାଶ କରୁଛି BMC, ମୁଁ ଦିଲ୍ଲୀରେ ଥିବାବେଳେ କାହିଁକି ଉଚ୍ଛେଦ କରାଗଲା: ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୮ ତାରିଖ ଦିନ ସକାଳେ ରାଜଧାନୀ ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ଅଞ୍ଚଳରେ ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଗତ ପୌର ନିର୍ବାଚନରେ ସେ ଅଞ୍ଚଳରେ ବିଜେପି କର୍ପୋରେଟର…

କଟକରେ ୫ ମର୍ଡର: ବଡ଼ଭାଇର ପରିବାରକୁ ହତ୍ୟାକରି ଆତ୍ମସମର୍ପଣ କଲା ସାନ

କଟକ(ଓଡ଼ିଶା ଭାସ୍କର): କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ହୋଇଛି ଗଣହତ୍ୟା । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ବଡ଼ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଥିବା ସୂଚନା ମିଳିଛି…