fbpx
BSKY SKY
BSKY SKY
Browsing Category

ରାଜ୍ୟ

ଧରାପଡ଼ିଲା IOCL ପାଇପଲାଇନ ଡକାୟତି ଗ୍ୟାଙ୍ଗ, ପେଟ୍ରୋଲ ପମ୍ପ ମାଲିକ ମଧ୍ୟ ଗିରଫ

ସମ୍ବଲପୁର: ଆଇଓସିଏଲ ପାଇପ୍ ଲାଇନ୍ କାଟି ତେଲ ଚୋରୀ ଗ୍ୟାଙ୍ଗକୁ ଧରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ ମଧ୍ୟ ଗିରଫ ପୋଲିସ। ଏହି ଗୋଷ୍ଠି ପାରାଦୀପ-ରାଞ୍ଚି ପାଇପ୍‌ଲାଇନରେ ଡକାୟତି…

ଲାଞ୍ଚ ନେବା ବେଳେ ଧରା ପଡିଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ: ଘରେ ଚାଲିଛି ଭିଜିଲାନ୍ସ ଚଢାଉ

ବରଗଡ: ଡ୍ୟୁଟି ସମୟରେ ଲାଞ୍ଚ ନେବା ସରକାରୀ କର୍ମଚାରୀଙ୍କୁ ପଡିଛି ମହଙ୍ଗା । ଲାଞ୍ଚ ନେଲା ବେଲେ ଧରା ପଡ଼ଯାଇଛନ୍ତିି ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ । ଫୁଡ ସେଫଟି ଲାଇସେନ୍ସ କରାଇ ଦେବା ପାଇଁ ଲାଞ୍ଚ ନେଉତିବା…

୪୪.୪ଂ ରେ ଭାଜି ହେଲା ସୋନପୁର: କାଳବୈଶାଖୀ ନେଇ ସତର୍କ କଲେ ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ପରିସ୍ଥିତି ଏପରି ହୋଇଛି ଯେ ଦିନରେ ଘରୁ…

ସ୍କର୍ପିଓ ଦୁର୍ଘଟଣା ପରେ ପିଟି ପିଟି ମାରିଦେଲେ ଉତ୍ୟକ୍ତ ଲୋକେ

ସ୍କର୍ପିଓ ଚାଳକଙ୍କ ଅସାବଧାନତା ହେତୁ ଚାଲିଯାଇଛି ଦୁଇ ଜଣଙ୍କ ଜୀବନ । ସ୍କୁଟି ଉପରେ ଦୃତଗାମୀ ର୍ସ୍କପିଓ ମାଡ଼ିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି ।…

ମାଆ ରକ୍ତରେ ରଙ୍ଗୀନ ହେଲା ହତଭାଗା ପୁଅ: ବ୍ଲେଡରେ ତଣ୍ଟି କାଟି ନୃଶଂସ ଭାବେ କଲା ହତ୍ୟ।

ବରଗଡ: ବରଗଡ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଆ ଏବଂ ପୁଅର ସମ୍ପର୍କରେ ଲାଗିଛି ରକ୍ତର ନାଲି ଛିଟା । ବ୍ଲେଡରେ ମାଆଙ୍କ ତଣ୍ଟି କାଟି ହତ୍ୟା କରିଛି ହତଭାଗା ପୁଅ । ଘରୋଇ କଳିରୁ ଘଟଣା ବୃଦ୍ଧି ପାଇ ଏମିତି…

ଯାତ୍ରୀବାହୀ ବସ୍ ଓଲଟି ୧୫ରୁ ଅଧିକ ଆହତ, ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ

ସୁନ୍ଦରଗଡ଼: ଯାତ୍ରୀବାହୀ ବସ୍ ଓଲଟି ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛି । ଲହୁଣିପଡ଼ା ବରସୁଆଁ ଠାରେ ଘରୋଇ ଯାତ୍ରୀବାହୀ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଫଳରେ ଦୁର୍ଘଟଣାରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।…

ବଡ଼ଗଡ଼ ହାଜତ ମୃତ୍ୟୁ ମାମଲା: ବଦଳିଲେ ତଦନ୍ତ କରୁଥିବା ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିବାଦ ମଧ୍ୟରେ ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲା । ବଡ଼ଗଡ଼ ଥାନାରେ ଦେବେନ୍ଦ୍ର ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହି ମାମଲାକୁ ନେଇ ଏବେ ଚର୍ଚ୍ଚା । ଏହାରି ମଧ୍ୟରେ ମାମଲାର…

ନକଲି ଉତ୍ପାଦର ପେଣ୍ଠସ୍ଥଳୀ କଟକ, ଠାବ ହେଲା ନକଲି ଡିଟରଜେଣ୍ଟ ପାଉଡର୍ କାରଖାନା

ନକଲି ଜିନିଷ ତିଆରିର ପେଣ୍ଠସ୍ଥଳୀ ପାଲଟିଛି କଟକ । ଟାଙ୍ଗିର ମାହାଙ୍ଗା ଅଞ୍ଚଳରେ ମଙ୍ଗଳବାର ନିକଟରେ ଠାବ ହୋଇଛି ନକଲି ଡିଟରଜେଣ୍ଟ ପାଉଡର୍ କାରଖାନା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଚଢାଉ କରି ପୋଲିସ ବିପୁଳ ପରିମାଣର…

ବଢ଼ିଲା କଏଦୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ, ଜେଲ୍ ହସ୍ପିଟାଲରେ ଲାଗୁ ହେଲା ନିରାମୟ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦରବୃଦ୍ଧିର ପ୍ରଭାବ କେବଳ ଆମର ହାଣ୍ଡିଶାଳରେ ସୀମିତ ରହିନାହିଁ, ଜେଲରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଜେଲ ଅନ୍ତେବାସୀଙ୍କ ଦୈନିକ ଖାଇବା ଖର୍ଚ୍ଚ ବଢ଼ିଛି । ଅନ୍ତେବାସୀଙ୍କ ଦୈନିକ ଖାଇବା…

ପୁଣି ମାଡ଼ୁଛି କରୋନା: ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେ ‘ବୁଷ୍ଟର ଡୋଜ୍ ନିହାତି ଆବଶ୍ୟକ’

ଭୁବନେଶ୍ୱର: କିଛି ମାସର ବ୍ୟବଧାନ ପରେ ପୁଣି କରୋନା ମହାମାରୀ ମାଡ଼ିବାରେ ଲାଗିଛି । ଏଥିରୁ ବର୍ତ୍ତିବା ପାଇଁ ବୁଷ୍ଟର ଡୋଜ୍ ନିହାତି ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତାଙ୍କ କହିବା ମୁତାବକ, ବୁଷ୍ଟର…