fbpx
Browsing Category

ରାଜ୍ୟ

ଓଡ଼ିଶାରେ ରେକର୍ଡ ଭାଙ୍ଗୁଛି ତାତି, ମୁଣ୍ଡଫଟା ଖରାରେ ବାହାରକୁ ବାହାରିବା ହେଉଛି ମୁସ୍କିଲ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ତାତି ଜାରି ରହିଛି । ମୁଣ୍ଡଫଟା ଖରାରେ ବାହାରକୁ ବାହାରିବା ମୁସ୍କିଲ ହୋଇଯାଉଛି । ସୋନପୁର ଆଜି ଦେଶର ଉତ୍ତପ୍ତ ସହର ପାଲଟିଛି । ଏଠାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।…

ନନ୍ଦନକାନନରେ ଖସିଲା ବାଘ ସଂଖ୍ୟା, ତିନି ସପ୍ତାହରେ ପ୍ରାଣ ହରାଇଲେ ଦୁଇ ଶାବକ

ଭୁବନେଶ୍ୱର: ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଉ ଏକ ଧଳା ବାଘ ଶାବକର ମୃତ୍ୟୁ ଘଟିଛି । ଏହି ଶାବକ(ଡାକ ନାମ ବିବେକ)କୁ ତାର ମା ତାକୁ ଆଦୌ ଆପଣାଉ ନଥିଲା । ଏହା ପରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ତାର ଯତ୍ନ…

ରାଜ୍ୟ ସରକାରଙ୍କ ବିଶେଷ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରିତ

• ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ପାଇଁ ବଳିଷ୍ଠ ପଦକ୍ଷେପ • ଶ୍ରମଜୀବୀ ମହିଳାଙ୍କ ସାନ ସାନ ପିଲାଙ୍କ ଯତ୍ନ ସେବା ପାଇଁ ଆରମ୍ଭ ହେଲା ‘କଳିକା’ • ହାଇସ୍କୁଲ ପରେ ଏବେ ସୁନ୍ଦରଗଡ଼ରେ ହଷ୍ଟେଲ…

ବେଶ୍ୟାବୃତି ପାଇଁ ବାଧ୍ୟ କରୁଛନ୍ତି ସ୍ୱାମୀ: ଅଭିଯୋଗ ପରେ ଯୁବକ ଗିରଫ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ ହେଲେ ସ୍ୱାମୀ ପାଲଟିଲା ସଇତାନ । ବେଶ୍ୟାବୃତି ପାଇଁ ସ୍ତ୍ରୀ ବାଧ୍ୟ କରିବା ସହିତ ଦେଢଶୂର ଅଶ୍ଲୀଳ ଆଚରଣ ପ୍ରଦର୍ଶନ କରିଥିବା ନେଇ ମହିଳା ଜଣଙ୍କ…

ମହାନଦୀରେ ଗାଧୋଇବା ହେଲା କାଳ: ପାଣିରେ ବୁଡ଼ି ୨ ଛାତ୍ର ମୃତ

ପାରାଦୀପ(ଓଡ଼ିଶା ଭାସ୍କର): ମହାନଦୀରେ ଗାଧୋଇବା ୨ ଛାତ୍ରଙ୍କ ପାଇଁ କାଳ ସାଜିଛି । ପାଣିରେ ବୁଡ଼ିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାରାଦୀପ ପଥୁରିଆର ୨ ଜଣ ଯୁକ୍ତ ୨ ଛାତ୍ର ପାଣିରେ ବୁଡ଼ି…

କଳିଯୁଗର ମା’! ୩ ବର୍ଷର ପୁଅର ମୁଣ୍ଡ କାଟି କଲା ହତ୍ୟା

କୋରାପୁଟ(ଓଡ଼ିଶା ଭାସ୍କର): ଆଜିକାଲି ସମାଜରେ ପାରିବାରିକ ସମ୍ପର୍କ ବି କଳୁଷିତ ହେବାରେ ଲାଗିଛି । ବାପ-ପୁଅକୁ ମାରୁଛି ତ ଭାଇ ଭାଇକୁ ମାରୁଛି । ସେହିପରି କୋରାପୁଟରୁ ଆସିଛି ଏକ ଅଭାବନୀୟ ଘଟଣା, ଯେଉଁଠାରେ ୩ ବର୍ଷ…

ପିସିସି ସଭାପତି ନିର୍ବାଚନକୁ ନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା: ଖରାପ୍ ଲୋକ ଦିଅନ୍ତି ଖରାପ ମେସେଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା । ସଭାପତି ପଦକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ପଯରିବର୍ତ୍ତନ ନେଇ ଖବର ଜୋର ଧରିବା…

ସମ୍ବଲପୁରରେ ଅଭାବନୀୟ ଘଟଣା: ରେଳ ଧାରଣାରୁ ଯୁବକ, ଯୁବତୀଙ୍କ ମୃତଦେହ ଠାବ

ସମ୍ବଲପୁର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ପଣା ସଂକ୍ରାନ୍ତି ପାଳନ କରାଯାଉଥିବା ବେଳେ ସମ୍ବଲପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ରେଳ ଧାରଣାରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ…

ଯୁବତୀଙ୍କ ଉପର ଦେଇ ଚାଲିଗଲା ଟ୍ରେନ୍, କିନ୍ତୁ ମୋବାଇଲରେ କଥାହେବା ବନ୍ଦ ହେଲାନି: ଦେଖନ୍ତୁ Video

ନୂଆଦିଲ୍ଲୀ: ଲୋକମାନେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ପାଇଁ ଫୁଟ୍ ଓଭର ବ୍ରିଜ୍ ଓ ଅଣ୍ଡରପାସ୍ କରନ୍ତୁ ବୋଲି ଭାରତୀୟ ରେଳବାଇ ଲଗାତାର ଚେତାବନୀ ଦେଇଚାଲିଛି । କିନ୍ତୁ ଲୋକମାନେ ଏହା ଶୁଣିବାକୁ ନାରାଜ ।…

ନୟାଗଡ଼ରେ ଦଣ୍ଡ ଶୋଭାଯାତ୍ରା ବେଳେ ସଂଘର୍ଷ, ଜଣେ ମୃତ

ନୟାଗଡ଼(ଓଡ଼ିଶା ଭାସ୍କର): ଆଜି ପଣା ସଂକ୍ରାନ୍ତି ହୋଇଥିବା ବେଳେ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ଏହାରି ମଧ୍ୟରେ ନୟାଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା । ଦଣ୍ଡଯାତ୍ରା ବେଳେ ଗଣ୍ଡଗୋଳ ହେବା ଯୋଗୁଁ…