Browsing Category

ରାଜ୍ୟ

ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ : ଏହାର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ ଥିବାଯୋଗୁଁ ବର୍ଷାର ପରିମାଣ ହ୍ରାସ ପାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।…

ବିଶ୍ୱ ଅଙ୍ଗଦାନ ଦିବସ: ଅଙ୍ଗଦାନକାରୀ ପରିବାରବର୍ଗଙ୍କୁ ଆଜି ଚତୁର୍ଥ ସୁରଜ ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ଅଙ୍ଗଦାନ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନକାରୀ ପରିବାରବର୍ଗଙ୍କୁ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି ଚତୁର୍ଥ ସୁରଜ ପୁରସ୍କାର ପ୍ରଦାନ କରିବେ । ଅଙ୍ଗଦାନ…

ରାଜ୍ୟରେ ହୋମିଓପ୍ୟାଥି ଶିକ୍ଷାରେ ନାମଲେଖା ପାଇଁ ମିଳିଲା ଅନୁମତି, ବିଜ୍ଞପ୍ତି ଅନୁସାରେ ନଭେମ୍ବର ସୁଦ୍ଧା ଶେଷ ହେବ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ହୋମିଓପ୍ୟାଥି ଶିକ୍ଷାରେ ନାମଲେଖା ପାଇଁ ଜାତୀୟ ହୋମିଓପ୍ୟାଥି ଆୟୋଗ ଅନୁମତି ପ୍ରଦାନ କରିଛନ୍ତି । ଏଥିନିମନ୍ତେ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇ ଆସନ୍ତା ନଭେମ୍ବର ସୁଦ୍ଧା ପ୍ରକ୍ରିୟା ଶେଷ…

ବଡ ଖବର; ପୁଣି ଆଉ ଜଣେ ଓଡିଆ ଯବାନ ସହିଦ

ଓଡିଶା ଭାସ୍କର; ବର୍ତ୍ତମାନର ଏକ ବଡ ଖବର ଯାହା ସାମ୍ନାକୁ ଆସିଛି , ପୁଣି ଆଉ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଭେଡେନ ବ୍ଲକ ବାଘପାଲି ଗାଁର ନୀଳାଚଳ ପଟେଲ । ପାଟ୍ରୋଲିଂ ବେଳେ ଯବାନ ଜଣକ ସହିଦ ହୋଇଥିବା…

ଦିଲ୍ଲୀ ସେବା ବିଲ୍‌ ଏବେ ଆଇନ:ମୌସୁମୀ ଅଧିବେଶନରେ ପାରିତ ଆଉ ୩ଟି ବିଲ୍‌କୁ ବି ମଂଜୁରି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍‌ । ବିଲ୍‌କୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରେ ଲୋକସଭାରେ ପାରିତ ହୋଇଥିଲା ।ଅନ୍ୟପଟେ ମୌସୁମୀ ଅଧିବେଶନରେ ପାରିତ ଆଉ ୩ଟି ବିଲ୍‌କୁ…

(Video) ଗଛ ପଛରେ ରହି ସୁଶାନ୍ତଙ୍କ ଛାତିକୁ ମିଶିର ବେସରା ମାରିଲା ଗୁଳି! ଏହି ମାଓବାଦୀକୁ ଧରିଲେ ମିଳିବ ୧ କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଏବେ ଝୁରୁଛନ୍ତି ତାଙ୍କର ପରିବାରଲୋକେ ଓ ଓଡ଼ିଶାବାସୀ । କେନ୍ଦୁଝର ଜିଲ୍ଲା…

ବାନ୍ଧିଲା ପୋଲିସ, ବାଲେଶ୍ଵରର ନବବିବାହିତା ଯୁବତୀ କରୁଥିଲେ …

ଓଡିଶା ଭାସ୍କର; ଜଣେ ମହିଳାଙ୍କୁ ନେଇ ଦେଖା ଦେଇଛି ଏକ ଲଜ୍ୟାର ବିଷୟ । ବାହାଘରକୁ ଦୁଇ ମାସ ନ ପୂରୁଣୁରୁ ଥାନାକୁ ବନ୍ଧା ହୋଇ ଯାଇଛି ବୋହୁ । ଗୋଟିଏ ପଟେ ବୋହୁ ଜେଲକୁ ଗଲା ଆଉ ଅନ୍ୟପଟେ ଏକ ସଂସାର ଉଜାଡି ଦେଇଗଲା ।…

ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା , ଆସନ୍ତାକାଲି ପାଇଁ ଏହି ସବୁ ଜିଲ୍ଲାକୁ ଦିଆଗଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଥିବାରୁ ତାପମାତ୍ରା ବଢ଼ିବାରେ ଲାଗିଛି । ଅଧିକାଂଶ ସହରରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହୁଛି । ଏହାରି ମଧ୍ୟରେ ରାଜ୍ୟର ଆଜି ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି ।…

ଓଡିଶା ପୋଲିସ ପାଇଁ ଗର୍ବର ବିଷୟ; ୪ ଓଡିଆ ପୋଲିସ ଅଫିସରଙ୍କୁ ମିଳିବ ମେଡାଲ

ଓଡିଶା ଭାସ୍କର; ୪ ଓଡିଆ ପୋଲିସ ଅଫିସରଙ୍କୁ ମିଳିବ ପଦକ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ଦିନ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ” ପାଇଁ ନାମ ଘୋଷଣା କରିଛି। ଏହି ମେଡାଲ-୨୦୨୩ ପାଇଁ ଦେଶର…

(Video) ପାଠ ପଢ଼ୁଥିଲେ ହଠାତ୍ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଲା ଘଡ଼ଘଡ଼ି: ୨୦ ପିଲା ଆହତ ହୋଇ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ଆଜି ପ୍ରଗତି ପଥରେ ଯେତେ ଆଗେଇଲେ ମଧ୍ୟ ପ୍ରକୃତିର ଶକ୍ତିକୁ ଅଟକାଇବାର ସାମର୍ଥ୍ୟ କାହାର ନାହିଁ । ଅନେକ ସମୟରେ ବନ୍ୟା, ବାତ୍ୟା, ଝଡ଼, ବର୍ଷା ପରି ବହୁ ପ୍ରାକୃତିକ ବିପର୍ଯ୍ୟୟରେ…